Daily Karkata

Mesha
ମେଷ

Brusha
ବୃଷ

Mithuna
ମିଥୁନ

Karkata
କର୍କଟ

Singha
ସିଂହ

Kanya
କନ୍ୟା

Tula
ତୁଳା

Bichha
ବିଛା

Dhanu
ଧନୁ

Makara
ମକର

Kumbha
କୁମ୍ଭ

Mina
ମୀନ

Create New Janma Patrika | Jataka Bichara

Daily Horoscope Karkata

କର୍କଟ ରାଶି

ନାମର ମୂଳ ଅକ୍ଷର ହୀ ହୋଇଥିଲେ: ପୁନର୍ବସୁନକ୍ଷତ୍ର । ହୁ, ହେ, ହୋ, ଡା ହୋଇଥିଲେ: ପୁଷ୍ୟାନକ୍ଷତ୍ର । ଡି,ଡୁ,ଡେ,ଡୋ ହୋଇଥିଲେ: ଅଶ୍ଳେଷାନକ୍ଷତ୍ର୍ର

ଶୁଭରଙ୍ଗ: ସଫାଧଳା ଓ କ୍ରୀମ୍‌, ଶୁଭଅଙ୍କ: ୨, ଶୁଭରତ୍ନ: ମୁକ୍ତା, ଶୁଭବାର: ସୋମ, ଶୁକ୍ର, ରବି ଓ ଶନିବାର, ଶୁଭଦେବୀ: ତ୍ରୀପୁରାସୁନ୍ଦରୀ, ଶୁଭଦେବତା: ଶିବ ଓ ଚନ୍ଦ୍ର ।

ଘାତବାର: ବୁଧବାର, ଘାତମାସ: ମାଘ, ଘାତତିଥି: ଭଦ୍ରା ବା ୨, ୭, ୧୨, ଘାତନକ୍ଷତ୍ର: ଅନୁରାଧା, ଘାତଚନ୍ଦ୍ର: ସିଂହ, ଘାତଲଗ୍ନ: ତୁଳା ।

ବ୍ୟକ୍ତିତ୍ୱ: ଅଧ୍ୟୟନପ୍ରିୟ, ଜଳପ୍ରିୟ, ଭାବୁକ, ଅସୁସ୍ଥ ଶରୀର, କଳ୍ପନାଶୀଳ, ସଚ୍ଚୋଟ, ଅକ୍ଷମାଶୀଳ, କୁଶଳ ପ୍ରବନ୍ଧକ, ନୂତନ ଯୋଜନାରେ ସଫଳତା, ଚତୁର, ବୁଦ୍ଧିମାନ, କୁଶଳ ବ୍ୟବସାୟୀ, ନିଷ୍ଠୁର, ମାତୃୁଭକ୍ତ, କୃତଜ୍ଞ, ଦୟାଳୁ, ସାହସୀ, କ୍ରୋଧଯୁକ୍ତ, ପରୋପକାରୀ, ଯିଦ୍‌ଖୋର, ଦାମ୍ଭିକ, ସର୍ବଦା କାର୍ଯ୍ୟତତ୍ପର, କ୍ଷଣକୋପି ହେଲେମଧ୍ୟ ଦୟାବାନ ।


ଦୈନିକ ରାଶିଫଳ କର୍କଟ [September 24, 2020]

ଦୈନିକ ସାପ୍ତାହିକ ମାସିକ ବାର୍ଷିକ

କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇ ସଫଳତା ଅର୍ଜନ କରିବେ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତିହେବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ସମାଧାନ ହେବ। କ୍ରୀଡ଼ାବିଦ୍ ମାନେ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟ, ପରିବାର, ସତସଙ୍ଗ ଓ ମନୋରଞ୍ଜନ ପାଇଁ ସମୟ ଅନୁକୂଳ ରହିବ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ। ନିଜର ପ୍ରତ୍ୟୁତ୍ପନମତିତା କାରଣରୁ ଖୁସି ଗପ ଓ ମଉଜ ମଜଲିସ୍ କରିବେ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Create New Janma Patrika | Jataka Bichara

error: Content is protected !!