Daily Horoscope Singha
ସିଂହ ରାଶି
ନାମର ମୂଳ ଅକ୍ଷର ମା, ମି, ମୁ, ମେ ହୋଇଥିଲେ: ମଘାନକ୍ଷତ୍ର । ମୋ, ଟା, ଟି, ଟୁ ହୋଇଥିଲେ: ପୂର୍ବାଫାଲଗୁନୀ ନକ୍ଷତ୍ର । ଟେ ହୋଇଥିଲେ: ଉତ୍ତରା ଫାଲଗୁନୀନକ୍ଷତ୍ର ।
ଶୁଭରଙ୍ଗ: କମଳା, ସଫାଧଳା ଓ ହଳଦୀ, ଶୁଭଅଙ୍କ: ୧, ଶୁଭରତ୍ନ: ମାଣିକ୍ୟ, ଶୁଭବାର: ସୋମ, ବୁଧ, ରବି ଓ ଗୁରୁବାର, ଶୁଭଦେବୀ: ମା’ ମଙ୍ଗଳା, ଶୁଭଦେବତା: ରାମ, ସୂର୍ଯ୍ୟ ।
ଘାତବାର: ଶନିବାର, ଘାତମାସ: ଫାଲଗୁନ, ଘାତତିଥି: ଜୟା ବା ୩, ୮, ୧୩, ଘାତନକ୍ଷତ୍ର: ମୂଳା, ଘାତଚନ୍ଦ୍ର: ମକର, ଘାତଲଗ୍ନ: ମକର।
ବ୍ୟକ୍ତିତ୍ୱ: ପ୍ରବଳ ପରାକ୍ରମୀ, ମହତ୍ୱାକାଂକ୍ଷୀ, ଅଧ୍ୟୟନପ୍ରିୟ, ଭାବୁକ, କଳ୍ପନାଶୀଳ, ସଚ୍ଚୋଟ, କ୍ଷମାଶୀଳ, କୁଶଳ ପ୍ରବନ୍ଧକ, ନୂତନ ଯୋଜନାରେ ସଫଳତା, ଚତୁର, ବୁଦ୍ଧିମାନ, କୁଶଳବ୍ୟବସାୟୀ, ତେଜଶ୍ୱୀ, ମାତୃୁଭକ୍ତ, ଉଦାର, କୃତଜ୍ଞ, ଦୟାଳୁ, ଧୈର୍ଯ୍ୟ ଓ ସାହସୀ, କୋ୍ରଧ ଯୁକ୍ତ,ପରୋପକାରୀ, ଯିଦ୍ଖୋର, ଦାମ୍ଭିକ, ସର୍ବଦା କାର୍ଯ୍ୟତତ୍ପର, କ୍ଷଣକୋପି ହେଲେମଧ୍ୟ ଦୟାବାନ।
ଦୈନିକ ରାଶିଫଳ ସିଂହ [April 21, 2021]
ସନ୍ତାନ ସୁଖରେ ସୁଖୀ ହେବେ । ରାଜନୀତି କ୍ଷେତ୍ରରେ ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଆଲୋଚନା କ୍ଷେତ୍ରରେ ଠିକ୍ ନିସ୍ପତି ନେବେ । ପାରିବାରିକ ଆର୍ଥିକ ସଙ୍କଟ ଦୂର ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ରାଜନୀତିରେ ସମସ୍ତ ସଦସ୍ୟ ଆପଣଙ୍କ ପ୍ରତି ସହଯୋଗ, ସହାନୁଭୂତି, ସୁସଂପର୍କ ରଖି ପ୍ରଶଂସା କରିବେ । କଠିନ ପରିଶ୍ରମ କରି ଚଳିବେ ଓ ଶୁଭ ସମାଚାର ପାଇ ଖୁସି ହେବେ । ଲୋକମାନଙ୍କ ସହିତ ମିଳିମିଶି କାମ କରିପାରିବେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।
- 1Share