Find the weekly horoscope prediction in Odia. Get weekly rasifala of all rashis in odia language. So, check the weekly odia rasifala of the Mesha rasi below.
Mesha – Weekly Odia Rasifala
ùch eûgò
^ûce cìk @le, Pê, ùP, ùPû, fû ùjûA[ôùf: @gßò^ú ^lZâö fò, fê,ùf, ùfû ùjûA[ôùf: \ßòRû ^lZâö @ ùjûA[ôùf: Ké©òKû ^lZâö
gêbew: fûf, gê[email protected]: 9, gêbeZÜ: eq_âaûk, gêbaûe: cwkaûe, gêbù\aú: cwkû cû’, gêbù\aZû: E\âù\a
NûZaûe: eaòaûe, NûZcûi: Kû©òðK, NûZZò[ô: ^¦û aû 1, 6, 11, NûZ^lZâ: cNû, NûZP¦â: K^¥û, NûZfMÜ: ùchö
a¥qòZß: iûjiú I ùKûâ]~êq, K©ða¥^òÂ, _ùeû_Kûeú, ~ò\¨ùLûe, \û¸òK, iað\û Kû~ð¥Z_ôe, GKaêSû, iaêKû~ð¥ùe icÉu ij cêŠ _ùKAaû I lYùKû_òö
iû¯ûjòK eûgò`k ùch [ June 27 to July 03, 2022]
G i¯ûjùe _êeêh I Èú cû^u _ûAñ gêbûgêb`k: ଏ ସପ୍ତାହରେ ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ଓ ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ଆର୍ଥିକ ସହାୟତାରେ ମାନସିକ ଶାନ୍ତି ମିଳିବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ । ଚାକିରୀ କ୍ଷେତ୍ରରେ ମଧ୍ୟ ସୁଧାର ଆସି ଶୁଭ ସମାଚାର ପ୍ରାପ୍ତ ହେବ । ରାଜନୀତିରେ ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ । ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ । ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ ଓ ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ । ନ୍ୟାୟଧୀଶ, ପ୍ରଶାସନିକ ସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ ଅଧିକାରୀ ମାନେ କାମରେ ପ୍ରସନ୍ନ ରହିବେ । ପ୍ରତିକାର- ପ୍ରତ୍ୟେକଦିନ କୁକୁରକୁ ଖାଇବାକୁ ଦିଅନ୍ତୁ ।
We update this page at beginning of every week. So, you will find only fresh weekly rasifala in Odia. Bookmark this page and visit again for fresh rashiphala for next week. Thank you.