Weekly Brusha

Mesha
ùch
Brusha
aéh
Mithuna
cò[ê^
Karkata
KKðU
Singha
iòõj
Kanya
K^ýû
Tula
Zêkû
Bichha
aòQû
Dhanu
]^ê
Makara
cKe
Kumbha
Kê¸
Mina
cú^


Weekly Horoscope Brusha

aéh eûgò

^ûce cìk @le A,C,G ùjûA[ôùf: Ké©òKû ^lZâö I,aû,aò,aê ùjûA[ôùf: ùeûjòYú ^lZâö ùa,ùaû ùjûA[ôùf: céMgòeû ^lZâö

gêbew: ]kû, gêb@u: 6, gêbeZÜ: júeû I ùgßZù_ûLeûR, gêbaûe: gêKâ I g^òaûe, gêbù\aú: Kckû I gâúflàú, gêbù\aZû: E\âù\a

NûZaûe: g^òaûe, NûZcûi: cûMðgòe, NûZZò[ô: _ì‰ðû aû 5,10,15, NûZ^lZâ: jÉû, NûZP¦â: ùch, NûZfMÜ: aéhö

a¥qòZß: Mêeêbq, KéZm, \dûkê, aÈûbìhY, ù_âcò, @ûkiú, \êeûMâjú, iûjiú, ùKûâ]~êq, _ùeû_Kûeú, ~ò\¨ùLûe, \û¸òK, iað\û Kû~ð¥Z_ôe, GKaêSû, lYùKû_òòö


iû¯ûjòK eûgò`k aéh [ March 18 to March 24, 2019]

ù\÷^òK iû¯ûjòK cûiòK aûhðòK

G i¯ûjùe _êeêh I Èú cû^u _ûAñ gêbûgêb`k: ଏ ସପ୍ତାହରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନରେ ଉନ୍ନତି ହେବ। ପ୍ରେମିକ-ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହେବେ। ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତା ହେବେ। ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ଦୂରଯାତ୍ରାର ସୁଯୋଗ ପାଇବେ। ଯେ କୌଣସି ବ୍ୟବସାୟରେ ହାତ ଦେବେ ସେଥିରେ ସଫଳ ହେବେ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଅବହେଳା କରିବେ। ମହିଳାମାନେ ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି  ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ।  ରାଜନୀତି କ୍ଷେତ୍ରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ଧୈର୍ଯ୍ୟ  ଓ ସହନଶୀଳତା ଯୋଗେ ଯଶ ମିଳିବ। ସାମାଜିକ ପତିଆରା ଅମଳିନ ରହିବ। ଆୟ ଉପାର୍ଜନ ବୃଦ୍ଧି ହେବ। ପ୍ରତିକାର:-  ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।

error: Content is protected !!