Here is the fresh horoscope for the month Makar (July 17 to August 17) 2022. Here, find out Odia Mashika Rasifala for this month. The rasifala predictions for this month are below. So, check now.
Mesha – Odia Mashika Rasifala
ùch eûgò
^ûce cìk @le, Pê, ùP, ùPû, fû ùjûA[ôùf: @gßò^ú ^lZâö fò, fê,ùf, ùfû ùjûA[ôùf: \ßòRû ^lZâö @ ùjûA[ôùf: Ké©òKû ^lZâö
gêbew: fûf, gê[email protected]: 9, gêbeZÜ: eq_âaûk, gêbaûe: cwkaûe, gêbù\aú: cwkû cû’, gêbù\aZû: E\âù\a
NûZaûe: eaòaûe, NûZcûi: Kû©òðK, NûZZò[ô: ^¦û aû 1, 6, 11, NûZ^lZâ: cNû, NûZP¦â: K^¥û, NûZfMÜ: ùchö
a¥qòZß: iûjiú I ùKûâ]~êq, K©ða¥^òÂ, _ùeû_Kûeú, ~ò\¨ùLûe, \û¸òK, iað\û Kû~ð¥Z_ôe, GKaêSû, iaêKû~ð¥ùe icÉu ij cêŠ _ùKAaû I lYùKû_òö
କର୍କଟ ମାସର ମାସିକ ରାଶିଫଳ ମେଷ [ July 17, 2022 to August 17, 2022 ]
ମେଷ ରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଚତୁର୍ଥ ଭାବରେ ବା ସୁଖ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ବ୍ୟବସାୟୀକ ହିସାବପତ୍ର ସହ ଭଲଭାବରେ ଜଗାରଖା କରିବା ଦ୍ୱାରା ବିଶେଷ ଲାଭବାନ୍ ହେବେ । କଳକାରଖାନା, କୋଇଲା ଖଣି, ରେଳବିଭାଗ, ଡାକ ଓ ତାର ବିଭାଗ, ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରିବା ଫଳରେ କର୍ମୋନ୍ନତି ହେବ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ । ପ୍ରତିଦ୍ୱନ୍ଦିତା ବା ପ୍ରତିଯୋଗିତା କରିବା ସୁଯୋଗ ପାଇ ସଫଳ ହେବେ । ଉଚ୍ଚଶିକ୍ଷା ନିମିତ୍ତ ବିଦେଶଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ । ଆକସ୍ମିକ ଭାବରେ କୌଣସି ଅବାଞ୍ଛିତ ସୂତ୍ରରୁ ମୋଟା ଅର୍ଥ ମିଳିଯିବ । କର୍ମଜୀବିନୀମାନେ ଘର ଅପେକ୍ଷା କର୍ମକ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ । ବିଦେଶୀ ବା ଦୂରବନ୍ଧୁ ଖୁବ୍ ସାହାଯ୍ୟ କରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ । ମିଡିଆ ଓ ପ୍ରିଣ୍ଟ ମିଡିଆ ଦ୍ୱାରା ଲୋକସଂପର୍କ ବୃଦ୍ଧିହେବ । ପ୍ରତିକାର- ପ୍ରତ୍ୟେକ ଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
This is the best place online to get the monthly horoscope in Odia language. At Jantra Jyotisha, we have made this Odia Mashika Rasifala for making it easy for monthly rasifala. Hope you have read your horoscope completely and will share with friends and family.
Bookmark this page. Visit again for next month’s fresh rashiphala in Odia, Thank you.