Daily Kumbha

Mesha
ମେଷ

Brusha
ବୃଷ

Mithuna
ମିଥୁନ

Karkata
କର୍କଟ

Singha
ସିଂହ

Kanya
କନ୍ୟା

Tula
ତୁଳା

Bichha
ବିଛା

Dhanu
ଧନୁ

Makara
ମକର

Kumbha
କୁମ୍ଭ

Mina
ମୀନ

Create New Janma Patrika | Jataka Bichara

Daily Horoscope Kumbha

କୁମ୍ଭ ରାଶି

ନାମର ମୂଳ ଅକ୍ଷର ଗୁ, ଗେ ହୋଇଥିଲେ: ଧନିଷ୍ଠା ନକ୍ଷତ୍ର । ଗୋ, ସା, ସୀ, ସୁ ହୋଇଥିଲେ: ଶତଭିଷା ନକ୍ଷତ୍ର । ସେ, ସୋ, ଦା ହୋଇଥିଲେ: ପୂର୍ବଭାଦ୍ରପଦ ନକ୍ଷତ୍ର ।

ଶୁଭରଙ୍ଗ: କଳା, ନୀଳ, ଓ ଆକାଶୀ, ଶୁଭଅଙ୍କ: ୮, ଶୁଭରତ୍ନ: ନୀଳା, ଶୁଭବାର: ଶୁକ୍ର ଓ ଶନିବାର, ଶୁଭଦେବୀ: ମଙ୍ଗଳା ମା’, ଶୁଭଦେବତା: ଶନିଦେବ ।

ଘାତବାର: ଗୁରୁବାର, ଘାତମାସ: ଭାଦ୍ରବ, ଘାତତିଥି: ଜୟା ବା ୩, ୮, ୧୩, ଘାତନକ୍ଷତ୍ର: ଆର୍ଦ୍ରା, ଘାତଚନ୍ଦ୍ର: ଧନୁ, ଘାତଲଗ୍ନ: ମିଥୁନ ।

ବ୍ୟକ୍ତିତ୍ୱ: ଅବଧୂତ, ଯୋଗୀ, ସାଧକ, ତପସ୍ୱୀ, ସତ୍ୟଖୋଜୀ, ଅନ୍ୱେଷକ, ଯଶସ୍ୱୀ, ସମ୍ବେଦନଶୀଳ, ସମାଜ ପ୍ରିୟ, କୁଟୁମ୍ବପ୍ରେମୀ, ମତପରିବର୍ତ୍ତନ, ପ୍ରଶାସକ, କଠୋର ପରିଶ୍ରମୀ, କୃତଜ୍ଞ,ଦୟାଳୁ, ବସ୍ତ୍ରାଭୂଷଣ ପ୍ରେମି, ଆଳସୀ, ଦୁରାଗ୍ରହୀ, ସାହସୀ, କ୍ରୋଧଯୁକ୍ତ, ପରୋପକାରୀ, ଯିଦ୍‌ଖୋର,ଦାମ୍ଭିକ, ସର୍ବଦା କାର୍ଯ୍ୟତତ୍ପର, କ୍ଷଣକୋପି ।


ଦୈନିକ ରାଶିଫଳ କୁମ୍ଭ [September 27, 2020]

ଦୈନିକ ସାପ୍ତାହିକ ମାସିକ ବାର୍ଷିକ

ସାମାଜିକ କାର୍ଯ୍ୟରେ ଯୋଗଦାନ କରି ଉତ୍ସାହ ଉଦ୍ଦିପନାରେ ଆଗେଇ ପାରିବେ। ଧୈର୍ଯ୍ୟ ଓ ବୁଦ୍ଧିମତା ଯୋଗେ ଅଟକିଥିବା କାର୍ଯ୍ୟର ପରିସମାପ୍ତି ଘଟିବ। ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମଧ୍ୟ ମିଳିଯିବ। ବ୍ୟବସାୟ ପାଇଁ ନୂଆ ଅର୍ଡର ପାଇବେ ଓ ନୂତନ ଏଗ୍ରୀମେଣ୍ଟ କରିପାରିବେ। ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କେତେକ କ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରେମପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ।  ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

Create New Janma Patrika | Jataka Bichara

  • 13
    Shares
error: Content is protected !!