Daily Kanya

Mesha
ମେଷ

Brusha
ବୃଷ

Mithuna
ମିଥୁନ

Karkata
କର୍କଟ

Singha
ସିଂହ

Kanya
କନ୍ୟା

Tula
ତୁଳା

Bichha
ବିଛା

Dhanu
ଧନୁ

Makara
ମକର

Kumbha
କୁମ୍ଭ

Mina
ମୀନ

Create New Janma Patrika | Jataka Bichara

Daily Horoscope Kanya

କନ୍ୟା ରାଶି

ନାମର ମୂଳ ଅକ୍ଷର ଟୋ, ପା, ପି ହୋଇଥିଲେ: ଉତ୍ତରା ଫାଲଗୁନୀ ନକ୍ଷତ୍ର। ପୁ, ଷ, ଣ, ଠ ହୋଇଥିଲେ: ହସ୍ତା ନକ୍ଷତ୍ର। ପେ, ପୋ ହୋଇଥିଲେ: ଚିତ୍ରା ନକ୍ଷତ୍ର।

ଶୁଭରଙ୍ଗ: କମଳା ଓ ସବୁଜ, ଶୁଭଅଙ୍କ: ୫, ଶୁଭରତ୍ନ: ପାନ୍ନା, ଶୁଭବାର: ବୁଧ ଓ ରବିବାର, ଶୁଭଦେବୀ: ବିମଳା, ଶୁଭଦେବତା: ଜଗନ୍ନାଥ।

ଘାତବାର: ଶନିବାର, ଘାତମାସ: ଚୈତ୍ର, ଘାତତିଥି: ପୂର୍ଣ୍ଣା ବା ୫, ୧୦, ୧୫, ଘାତନକ୍ଷତ୍ର: ଶ୍ରବଣା, ଘାତଚନ୍ଦ୍ର: ମିଥୁନ, ଘାତଲଗ୍ନ: ମୀନ।

ବ୍ୟକ୍ତିତ୍ୱ: ମହତ୍ୱାକାଂକ୍ଷୀ, ଅଧ୍ୟୟନପ୍ରିୟ, ସଚ୍ଚୋଟ, କ୍ଷମାଶୀଳ, କୁଶଳପ୍ରବନ୍ଧକ, ଚତୁର, ବୁଦ୍ଧିମାନ , କୁଶଳ ବ୍ୟବସାୟୀ, ତେଜଶ୍ୱୀ, ସ୍ତ୍ରୀଭକ୍ତ, ଉଦାର, କୃତଜ୍ଞ, କ୍ରୋଧଯୁକ୍ତ, ପରୋପକାରୀ, ସର୍ବଦା କାର୍ଯ୍ୟତତ୍ପର, ଆଲୋଚକ, ଯୁଦ୍ଧଭୀରୁ, ଲେଖକ, ଅତିଛିଦ୍ରାନ୍ୱେଷୀ, ଅଶୁଭ ଚିନ୍ତନ, ନପୁଂସକତା, ମନ୍ଦକୁ ଖୋଜିବା ଅଭ୍ୟାସ ଅକୃତଜ୍ଞ ହେଲେ ମଧ୍ୟ ଦୟାବାନ।


ଦୈନିକ ରାଶିଫଳ କନ୍ୟା [September 24, 2020]

ଦୈନିକ ସାପ୍ତାହିକ ମାସିକ ବାର୍ଷିକ

ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଲାଗି ରହିଲେ ବି ଆଶାତୀତ ଲାଭ ପାଇବେ। ହାସ-ପରିହାସ ଓ ମନୋରଞ୍ଜନରେ ସମୟ ବ୍ୟତୀତ ହେଲେ ମଧ୍ୟ ଆୟ ବୃଦ୍ଧି ହେବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ। ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

Create New Janma Patrika | Jataka Bichara

  • 7
    Shares
error: Content is protected !!