Daily Tula

Mesha
ମେଷ

Brusha
ବୃଷ

Mithuna
ମିଥୁନ

Karkata
କର୍କଟ

Singha
ସିଂହ

Kanya
କନ୍ୟା

Tula
ତୁଳା

Bichha
ବିଛା

Dhanu
ଧନୁ

Makara
ମକର

Kumbha
କୁମ୍ଭ

Mina
ମୀନ

Create New Janma Patrika | Jataka Bichara

Daily Horoscope Tula

ତୁଳା ରାଶି

ନାମର ମୂଳ ଅକ୍ଷର ରା, ରି ହୋଇଥିଲେ: ଚିତ୍ରା ନକ୍ଷତ୍ର। ରୁ, ରେ, ରୋ, ତା ହୋଇଥିଲେ: ସ୍ୱାତୀ ନକ୍ଷତ୍ର। ତି, ତୁ ତେ ହୋଇଥିଲେ: ବିଶାଖା ନକ୍ଷତ୍ର।

ଶୁଭରଙ୍ଗ: ଧଳା, ଶୁଭଅଙ୍କ: ୬, ଶୁଭରତ୍ନ: ହୀରା ଓ ଶ୍ୱେତପୋଖରାଜ, ଶୁଭବାର: ଶୁକ୍ର ଓ ଶନିବାର, ଶୁଭଦେବୀ: କମଳା, ଶ୍ରୀଲକ୍ଷ୍ମୀ, ଶୁଭଦେବତା: ଋଦ୍ରଦେବ।

ଘାତବାର: ଗୁରୁବାର, ଘାତମାସ: ବୈଶାଖ, ଘାତତିଥି: ରିକ୍ତା ବା ୪, ୯, ୧୪, ଘାତନକ୍ଷତ୍ର: ଶତଭିଷା, ଘାତଚନ୍ଦ୍ର: ଧନୁ, ଘାତଲଗ୍ନ: କନ୍ୟା।

ବ୍ୟକ୍ତିତ୍ୱ: ଅନ୍ୱେଷକ, ସମିକ୍ଷକ, ଆତ୍ମବିଶ୍ୱାସୀ, ଆକର୍ଷକବାଣୀ, ମାଷ୍ଟର ମାଇଣ୍ଡ, ଗୁରୁଭକ୍ତ, କୃତଜ୍ଞ, ଦୟାଳୁ, ବସ୍ତ୍ରାଭୂଷଣ ପ୍ରେମି, ଆଳସୀ, ଦୁରାଗ୍ରହୀ, ସାହସୀ, କ୍ରୋଧଯୁକ୍ତ, ପରୋପକାରୀ, ଯିଦ୍‌ଖୋର,ଦାମ୍ଭିକ, ସର୍ବଦା କାର୍ଯ୍ୟତତ୍ପର, ଇର୍ଷାଳୁ, ଘମଣ୍ଡି, ଧୂର୍ତ୍ତ।


ଦୈନିକ ରାଶିଫଳ ତୁଳା [September 24, 2020]

ଦୈନିକ ସାପ୍ତାହିକ ମାସିକ ବାର୍ଷିକ

ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଆୟ ବୃଦ୍ଧିହେବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବା ଫଳରେ ସଫଳତା ଅର୍ଜନ କରିବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ସ୍ଥାନ ପରିବର୍ତ୍ତନ ଯୋଗେ ଅସନ୍ତୋଷ ଦେଖାଦେବ। ରାଜନୀତି କ୍ଷେତ୍ରରେ ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ କିଛି କାରଣ ନଥାଇ ମିଛକେଶ୍ ରେ ବଦନାମ୍ ହୋଇ ପାରନ୍ତି। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Create New Janma Patrika | Jataka Bichara

error: Content is protected !!