ଫଳିତ ଜ୍ୟୋତିଷ
ଫଳିତ ଜ୍ୟୋତିଷ ଫଳିତ ଜ୍ୟୋତିଷ ଜ୍ୟୋତିଷ ଶାସ୍ତ୍ରର ସର୍ବାଧିକ ଆକର୍ଷଣ ଅଙ୍ଗ ହେଉଛି ଫଳିତ ଜ୍ଯୋତିଷ। ମୂର୍ଖ କୁହ କି ବିଦ୍ଵାନ କୁହ ସମସ୍ତେ ଦେଶୀୟ ଓ ସକଳଜାତୀୟ ବ୍ୟକ୍ତିଙ୍କୁ ଏହି ବିଦ୍ୟାର ପ୍ରଭାବ ଚମତ୍କୃତ କରିପାରିଛି। ପରମ କାରୁଣିକ ଭଗବାନଙ୍କ ସୃଷ୍ଟି ନିର୍ମାଣ ରୀତିବୋଧ ଏହି ଶାସ୍ତ୍ର ବଳରେ ହିଁ ହୋଇଥାଏ। ଇଶ୍ଵର ସବୁ ପ୍ରାଣୀଙ୍କ ହୃଦୟରେ ବିରାଜମାନ। ଯେମିତିକି କାଠକଣ୍ଢେଇ ମାନଙ୍କୁ ସୁତାଦ୍ୱାରା ପୁତୁଳି ନଚେଇଲବାଲା … ଅଧିକ ପଢନ୍ତୁ