ଜାଣନ୍ତୁ! ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ।

ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ। ମେଷ ରାଶିରେ ଚନ୍ଦ୍ରଥିଲେ ଜାତକ ମେଷରାଶି ହେବ। ଯାହାଫଳରେ ଜାତକ ପୁତ୍ରବାନ, ସ୍ୱଜନ ରହିତ, ଆପଣା ଦକ୍ଷତାରେ ଯଶ ଅର୍ଜନ କରିଥାଏ। ସ୍ତ୍ରୀଠାରୁ ପରାଜିତ, ଦେବ, ବ୍ରାହ୍ମଣଭକ୍ତି, ଚଞ୍ଚଳ, ଦୟାଳୁ ହୃଦୟ, ସୁଶୀଳ, ଗୁଣୀ, ରାଜପ୍ରିୟ, ସେବାପ୍ରିୟ, ଶୀଘ୍ରଗାମୀ, କଠୋରଚିତ୍ତ, ଦୃଢ଼ଶରୀର, ମାନୀ, ବୃଥା ଭ୍ରମଣ, ସୁରବୀର, ଚିଡିଚିଡ଼ାସ୍ୱଭାବ, ସ୍ୱତନ୍ତ୍ରବ୍ୟବସାୟୀ, ଶୁଭଖର୍ଚ୍ଚି, ମାତୃସୁଖହୀନ, ଦ୍ୱିଭାର୍ଯ୍ୟା … ଅଧିକ ପଢନ୍ତୁ

ଅଗଷ୍ଟ ୧ ପର୍ଯ୍ୟନ୍ତ ସିଂହ ରାଶିରେ ଶୁକ୍ର ରହିବେ, ଜାଣନ୍ତୁ ଗୋଚରରେ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ।

ଅଗଷ୍ଟ ୧ପର୍ଯ୍ୟନ୍ତ ସିଂହ ରାଶିରେ ଶୁକ୍ର ରହିବେ, ଜାଣନ୍ତୁ ଗୋଚରରେ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ। ୪ ଜୁଲାଇ ୨୦୧୮ ର ମଧ୍ୟ ରାତ୍ରିରୁ ଶୁକ୍ର ସିଂହ ରାଶିକୁ ଚଳିଲେ। ସୂର୍ଯ୍ୟ ସିଂହ ରାଶିର ସ୍ଵାମୀ ଅଟନ୍ତି। ଶୁକ୍ର ସୂର୍ଯ୍ୟଙ୍କର ଶତ୍ରୁ ଗ୍ରହ ବା ସିଂହ ରାଶି ଶୁକ୍ରଙ୍କର ଶତୃ ରାଶି ଅଟେ। ଆସନ୍ତୁ ଜାଣିବା ନିଜର ଶତ୍ରୁ ଗୃହରେ ଥିବା ଶୁକ୍ର ସମସ୍ତ୧୨ଟି ରାଶିରେ କି ପ୍ରଭାବ … ଅଧିକ ପଢନ୍ତୁ

ନିଶ୍ଚୟ ପଢନ୍ତୁ! ଜଗନ୍ନାଥଙ୍କ ରଥଯାତ୍ରା ବିଷୟରେ କିଛି କଥା।

ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ରରେ ଓ ସମଗ୍ର ବିଶ୍ଵରେ ମହାସମାରୋହରେ ପାଳନ କରାଯାଏ। ଏହି ଘୋଷ ଯାତ୍ରାକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କୁହାଯାଏ। ଉକ୍ତଦିନ ସକାଳର ପୂଜା ନୀତି ସମାପ୍ତ ହେବାପରେ ତିନିଠାକୁରଙ୍କର ପହଣ୍ଡି ବିଜେ ହୁଏ ଓ ତା’ପରେ ସମସ୍ତେ ରଥାରୁଢ଼ା ହୁଅନ୍ତି। ପହଣ୍ଡୀ ବିଜେ ସର୍ବପ୍ରଥମେ ପହଣ୍ଡୀ ବିଜେରେ ଯାତ୍ରା କରନ୍ତି ସୁଦର୍ଶନ। ତାଙ୍କୁ ସୁଭଦ୍ରା ଦେବୀଙ୍କର … ଅଧିକ ପଢନ୍ତୁ

୯ ଜୁଲାଇ ଯୋଗିନୀ ଏକାଦଶୀ, ଜାଣନ୍ତୁ ବ୍ରତ ପାଳନର ନିୟମ ଓ ବ୍ରତ ପାଳନ ମୁହୂର୍ତ୍ତ।

ପୌରଣିକ ଶାସ୍ତ୍ରରେ ଏକାଦଶୀ ବ୍ରତର କେତେଗୁଡିଏ ନିୟମ ଦିଆଯାଇଛି, ଆସନ୍ତୁ ଜାଣିବା:- ଅଷାଢ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଯୋଗିନୀ ଏକାଦଶୀ ପାଳନ କରାଯାଏ। ଏହି ଏକାଦଶୀ ୨୦୧୮ମସିହା ଜୁଲାଇ ୯ ତାରିଖ ସୋମବାର ଦିନ ପାଳନ କରାଯିବ। ଆଷାଢ ମାସରେ ଏହି ଏକାଦଶୀର ବହୁତ ମହତ୍ତ୍ଵ ଅଛି। ଯଦି ଆପଣ କୌଣସି ଗ୍ରହପୀଡା ରେ କଷ୍ଟ ଭୋଗ କରୁଛନ୍ତି ତେବେ ଏହି ଏକାଦଶୀ ଦ୍ଵାରା ତାହା ଖଣ୍ଡନ … ଅଧିକ ପଢନ୍ତୁ

କଟକିଦଳ ଦ୍ଵାରା କଟିଯିବ ଅଶୁଭତ୍ଵ ଓ ଲକ୍ଷ୍ମୀଙ୍କ ଆଗମନ ହେବ।

କଟକିଦଳ ଦ୍ଵାରା କଟିଯିବ ଅଶୁଭତ୍ଵ ଓ ଲକ୍ଷ୍ମୀଙ୍କ ଆଗମନ ହେବ। ଅଲକ୍ଷ୍ମୀ ତିନୋଟି ଜିନିଷରେ ଆକର୍ଷିତ ହୋଇଥାନ୍ତି ଯଥା – ଅଳିଆ, ଆବର୍ଜନା, ଅନ୍ଧକାରମୟ ପରିବେଶ କିନ୍ତୁ ଧନଦା ଲକ୍ଷ୍ମୀ ସର୍ବଦା ତିନୋଟି ଜିନିଷରେ ଆକର୍ଷିତ ହୁଅନ୍ତି ତାହା ହେଲା- ସଫାସୁତୁରା, ସାଜସଜା ଓ ଆଲୋକ।  ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ ଯେତେ ଗୁଡିଏ ଉପାୟ ଦିଆ ଯାଇଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଉପାୟ ହେଲା ନିଜେ ସଫାସୁତୁରା ରହିବା … ଅଧିକ ପଢନ୍ତୁ

ରାଶି ଅନୁସାରେ ଜାଣନ୍ତୁ ସଫଳତା ପ୍ରାପ୍ତିର ସହଜ ଉପାୟ- କରିକି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ସମସ୍ତେ ସଫଳ ହେବାକୁ ଚାହାନ୍ତି, କିନ୍ତୁ ସମସ୍ତଙ୍କ ଭାଗ୍ୟ ସମସ୍ତଙ୍କ ସାଥ ଦିଏ ନାହିଁ । କିଛି ଲୋକ ଅତି ସହଜରେ ସଫଳତା ପାଇ ଯାଆନ୍ତି ତ କିଛି ଲୋକ ଅନେକ ପରିଶ୍ରମ କରି ମଧ୍ୟ ସଫଳ ହୋଇ ପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଆପାଣଙ୍କ ରାଶି ଅନୁସାରେ କହିବୁ କିଛି ଉପାୟ … ଅଧିକ ପଢନ୍ତୁ

ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି ସବୁ କାମ।

ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି ସବୁ କାମ। ଶାସ୍ତ୍ରରେ ସନ୍ଧ୍ୟା ସମୟର ବିଶେଷ ମହତ୍ଵ ବର୍ଣ୍ଣନା କରାଯାଇଛି। କୁହାଯାଏ କି ସନ୍ଧ୍ଯା ସମୟରେ କିଛି କଥାକୁ ଧ୍ୟାନରେ ରଖିଲେ ମହାଲକ୍ଷ୍ମୀ ସହିତ ଅନ୍ୟ ଦେବା ଦେବୀ ମାନେ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଏପରି କିଛି କାମ ଅଛି ଯାହା ସନ୍ଧ୍ଯା ସମୟରେ କରିବା ଅନୁଚିତ, ଯାହା ଦ୍ଵାରା କି ଲକ୍ଷ୍ମୀ ଅପ୍ରସନ୍ନ ହୋଇଥାନ୍ତି। ଲକ୍ଷ୍ମୀ କୃପା ନଥିଲେ ଦାରିଦ୍ର୍ୟତା … ଅଧିକ ପଢନ୍ତୁ

ସିନ୍ଦୁର ଦ୍ଵାରା ମିଳିଥାଏ ଏହି ସବୁ ଉପକାର।

ସିନ୍ଦୁର ଦ୍ଵାରା ମିଳିଥାଏ ଏହି ସବୁ ଉପକାର। ହିନ୍ଦୁ ପୌରଣିକ କଥାରେ ସିନ୍ଦୁରର ମହତ୍ତ୍ଵ ବର୍ଣ୍ଣନା କରାଯାଇଛି। ସିନ୍ଦୁର ଏକ ନାରୀର ବିବାହିତ ହେବାର ପ୍ରତୀକ ବା ନିଜ ସ୍ବାମୀଙ୍କର ଆୟୁ ବୃଦ୍ଧିର କାମନା କରି ବିବାହିତ ନାରୀମାନେ ଏହା ନିଜ ମସ୍ତକରେ ଧାରଣ କରନ୍ତି। ଏହାକୁ ମଥାରେ କେଶ ମଝିରେ ଲଗାଯାଏ। ସିନ୍ଦୁର ଧାରଣ କରିବାର କେତେକ ଐତିହାସିକ ପ୍ରମାଣ- ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମେଶରାଶିର ସ୍ଥାନ ମସ୍ତକରେ … ଅଧିକ ପଢନ୍ତୁ

error: Content is protected !!