ଜୀବନରେ ଗ୍ରହମାନଙ୍କର ଖରାପ ପ୍ରଭାବ ଯୋଗୁଁ ମଣିଷକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦିଓ ଗ୍ରହମାନଙ୍କର ଶାନ୍ତି ପାଇଁ ଅନେକ ପ୍ରତିକାର ଅଛି, କିନ୍ତୁ ଏହି ସମସ୍ୟାର ଏକ ଚମତ୍କାର ସମାଧାନ ମଧ୍ୟ ରତ୍ନ ଦ୍ୱାରା କରାଯାଇପାରିବ । ପ୍ରତ୍ୟେକ ରାଶିର ଏକ ଭିନ୍ନ ପ୍ରକୃତି ଅଛି, ସେହିଭଳି ପ୍ରତ୍ୟେକ ରତ୍ନ ପ୍ରତ୍ୟେକ ରାଶି ଉପରେ ଭିନ୍ନ ପ୍ରଭାବ ପକାଇଥାଏ । ତେଣୁ, ଯଦି ସେହି ବ୍ୟକ୍ତି ରାଶି ଅନୁଯାୟୀ ସଠିକ୍ ରତ୍ନ ପଥର ପିନ୍ଧନ୍ତି, ତେବେ ସେ ଏହାର ସମ୍ପୂର୍ଣ୍ଣ ଲାଭ ପାଇବେ । କିନ୍ତୁ ମନେରଖନ୍ତୁ ଯେକୌଣସି ରତ୍ନ ପିନ୍ଧିବା ପୂର୍ବରୁ ଜ୍ଯୋତିଷଙ୍କ ପରାମର୍ଶ ନିଶ୍ଚୟ ନିୟନ୍ତୁ ।
ନଚେତ ଯଦି ଆପଣ ଭୁଲ ରତ୍ନ ଧାରଣ କରନ୍ତି ତେବେ ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇ ପାରେ । ସେଥିପାଇଁ କୌଣସି ବି ରତ୍ନ ଧାରଣ କରିବା ପୂର୍ବରୁ ନିଜ ଜାତକ ଦେଖାଇ ଜ୍ଯୋତିଷଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ତେବେ ଆଜି ଆମେ ଆପଣଙ୍କ ରାଶି ଅନୁସାରେ କହିବାକୁ ଯାଉଛି କି ଆପଣଙ୍କ ପାଇଁ କେଉଁ ରତ୍ନ ଶୁଭ ଅଟେ ।
ମେଷ ରାଶି :
ମେଷ ରାଶିର ବ୍ୟକ୍ତି ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି ଏମାନେ ପରଉପକାରୀ ସ୍ୱଭାବର ଅନ୍ୟକୁ ଖୁସି ଦେଇ ଏମାନଙ୍କୁ ଭଲ ଲାଗେ। ଏହି ରାଶିର ପ୍ରିୟ ରତ୍ନ : ଲାଲ ପ୍ରବଳ।
ବୃଷ ରାଶି :
ଏହି ରାଶି ବ୍ୟକ୍ତିଙ୍କର ସବୁବେଳେ ଅନ୍ୟକୁ ପ୍ରଭାବିତ କରିବାକୁ ପ୍ରୟାସ କରନ୍ତି ନିଜେ ସବୁବେଳେ ଆଗ ଧାଡିରେ ରହିବାକୁ ପ୍ରୟାସ କରିଥାନ୍ତି। ଏହି ରାଶିର ପ୍ରିୟ ରତ୍ନ ହୀରା।
ମିଥୁନ ରାଶି :
ଏହି ରାଶିର ବ୍ୟକ୍ତି ମାନେ ସବୁଠୁ ଭାଗ୍ୟବାନ ରାଶିମଧ୍ୟରୁ ଜଣେ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପାନ୍ନ।
କର୍କଟ ରାଶି :
ଏହି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ମୁକ୍ତା।
ସିଂହ ରାଶି :
ଏହି ରାଶିର ବ୍ୟକ୍ତି ପରିବାର ପ୍ରେମୀ ହୋଇଥାନ୍ତି ସମସ୍ତଙ୍କୁ ସାହାଯ୍ୟ କରିବା ଏମାନଙ୍କର ଗୁଣ। ଏମାନଙ୍କର ପ୍ରିୟ ରତ୍ନ ମାଣିକ୍ୟ।
କନ୍ୟା ରାଶି :
କନ୍ୟା ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପାନ୍ନ।
ତୁଳା ରାଶି :
ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପଥର ହୀରା।
ବିଛା ରାଶି :
ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ଲାଲ ପ୍ରବଳ।
ଧନୁ ରାଶି :
ଧନୁ ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପୁଖରାଜ।
ମକର ରାଶି :
ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ନୀଳା।
କୁମ୍ଭ ରାଶି :
ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ନୀଳା।
ମୀନ ରାଶି :
ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପୁଖରାଜ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।