ଜାଣନ୍ତୁ କେଉଁ ରାଶି ପାଇଁ କେଉଁ ରତ୍ନ ଶୁଭ! Lucky Gems for your Moonsign

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜୀବନରେ ଗ୍ରହମାନଙ୍କର ଖରାପ ପ୍ରଭାବ ଯୋଗୁଁ ମଣିଷକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦିଓ ଗ୍ରହମାନଙ୍କର ଶାନ୍ତି ପାଇଁ ଅନେକ ପ୍ରତିକାର ଅଛି, କିନ୍ତୁ ଏହି ସମସ୍ୟାର ଏକ ଚମତ୍କାର ସମାଧାନ ମଧ୍ୟ ରତ୍ନ ଦ୍ୱାରା କରାଯାଇପାରିବ । ପ୍ରତ୍ୟେକ ରାଶିର ଏକ ଭିନ୍ନ ପ୍ରକୃତି ଅଛି, ସେହିଭଳି ପ୍ରତ୍ୟେକ ରତ୍ନ ପ୍ରତ୍ୟେକ ରାଶି ଉପରେ ଭିନ୍ନ ପ୍ରଭାବ ପକାଇଥାଏ । ତେଣୁ, ଯଦି ସେହି ବ୍ୟକ୍ତି ରାଶି ଅନୁଯାୟୀ ସଠିକ୍ ରତ୍ନ ପଥର ପିନ୍ଧନ୍ତି, ତେବେ ସେ ଏହାର ସମ୍ପୂର୍ଣ୍ଣ ଲାଭ ପାଇବେ । କିନ୍ତୁ ମନେରଖନ୍ତୁ ଯେକୌଣସି ରତ୍ନ ପିନ୍ଧିବା ପୂର୍ବରୁ ଜ୍ଯୋତିଷଙ୍କ ପରାମର୍ଶ ନିଶ୍ଚୟ ନିୟନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ନଚେତ ଯଦି ଆପଣ ଭୁଲ ରତ୍ନ ଧାରଣ କରନ୍ତି ତେବେ ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇ ପାରେ । ସେଥିପାଇଁ କୌଣସି ବି ରତ୍ନ ଧାରଣ କରିବା ପୂର୍ବରୁ ନିଜ ଜାତକ ଦେଖାଇ ଜ୍ଯୋତିଷଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ତେବେ ଆଜି ଆମେ ଆପଣଙ୍କ ରାଶି ଅନୁସାରେ କହିବାକୁ ଯାଉଛି କି ଆପଣଙ୍କ ପାଇଁ କେଉଁ ରତ୍ନ ଶୁଭ ଅଟେ ।

Image Courtesy: Google

ମେଷ ରାଶି :

ମେଷ ରାଶିର ବ୍ୟକ୍ତି ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି ଏମାନେ ପରଉପକାରୀ ସ୍ୱଭାବର ଅନ୍ୟକୁ ଖୁସି ଦେଇ ଏମାନଙ୍କୁ ଭଲ ଲାଗେ। ଏହି ରାଶିର ପ୍ରିୟ ରତ୍ନ : ଲାଲ ପ୍ରବଳ।

ବୃଷ ରାଶି :

ଏହି ରାଶି ବ୍ୟକ୍ତିଙ୍କର ସବୁବେଳେ ଅନ୍ୟକୁ ପ୍ରଭାବିତ କରିବାକୁ ପ୍ରୟାସ କରନ୍ତି ନିଜେ ସବୁବେଳେ ଆଗ ଧାଡିରେ ରହିବାକୁ ପ୍ରୟାସ କରିଥାନ୍ତି। ଏହି ରାଶିର ପ୍ରିୟ ରତ୍ନ ହୀରା।

ମିଥୁନ ରାଶି :

ଏହି ରାଶିର ବ୍ୟକ୍ତି ମାନେ ସବୁଠୁ ଭାଗ୍ୟବାନ ରାଶିମଧ୍ୟରୁ ଜଣେ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପାନ୍ନ।

Image Courtesy: Google

କର୍କଟ ରାଶି :

ଏହି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ମୁକ୍ତା।

ସିଂହ ରାଶି :

ଏହି ରାଶିର ବ୍ୟକ୍ତି ପରିବାର ପ୍ରେମୀ ହୋଇଥାନ୍ତି ସମସ୍ତଙ୍କୁ ସାହାଯ୍ୟ କରିବା ଏମାନଙ୍କର ଗୁଣ। ଏମାନଙ୍କର ପ୍ରିୟ ରତ୍ନ ମାଣିକ୍ୟ।

କନ୍ୟା ରାଶି :

କନ୍ୟା ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପାନ୍ନ।

ତୁଳା ରାଶି :

ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପଥର ହୀରା।

Image Courtesy: Google

ବିଛା ରାଶି :

ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ଲାଲ ପ୍ରବଳ।

ଧନୁ ରାଶି :

ଧନୁ ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପୁଖରାଜ।

ମକର ରାଶି :

ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ନୀଳା।

କୁମ୍ଭ ରାଶି :

ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ନୀଳା।

Image Courtesy: Google

ମୀନ ରାଶି :

ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପୁଖରାଜ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!