ଜ୍ୟେଷ୍ଠ ପୂର୍ଣ୍ଣିମା, ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଗଜାନନ ବେଶ ଓ ଅଣସର ଆରମ୍ଭ, ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ତିରୋଧାନ ଦିବସ। ଦୈନିକ ପାଞ୍ଜି: ଜୁନ୍ ୨୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୨୮, ୨୦୧୮

ଜ୍ୟେଷ୍ଠ ପୂର୍ଣ୍ଣିମା, ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଗଜାନନ ବେଶ ଓ ଅଣସର ଆରମ୍ଭ, ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ତିରୋଧାନ ଦିବସ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୧୦।୫୦ସେ  ଚନ୍ଦ୍ରୋଦୟ ସଂଘ୬।୩୫ମି.

ସୂର୍ଯ୍ୟାସ୍ତ   ସଂଘ ୬।୨୨।୩୦ସେ      ଚନ୍ଦ୍ରକ୍ଷୟ

ଆଜିର ପଞ୍ଚାଙ୍ଗ-

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୧୪ ଦିନ ରାଷ୍ଟ୍ରିୟ ଆଷାଢ ୭ଦିନ ଗୁରୁବାର

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଦିଘ୧୦।୨୪।୧୬ସେ ପରେ କୃଷ୍ଣପକ୍ଷ, ପୂର୍ଣ୍ଣିମାତିଥି ଦିଘ୧୦।୨୪।୧୬

ମୂଳାନକ୍ଷତ୍ର ଦିଘ୧୨।୨୨।୪, ଧନୁଚନ୍ଦ୍ର ଅହୋରାତ୍ର, ବ୍ରହ୍ମଯୋଗ ରାଘ୨।୩୦।୧୧

ବବକରଣ ଦିଘ୧୦।୨୪।୧୬, ବାଳବକରଣ ରାଘ୧୧।୩୫।୨୨

ରବ୍ୟଂଶଽ ୧୨।୯।୩୫, ସୂକ୍ଷ୍ମଚନ୍ଦ୍ର ରା୮।୯।୪୫।୫୮

ଦିନମାନ ଘ୧୩।୧୧।୪୦, ରାତ୍ରମାନ ଘ୧୦।୪୮।୨୦

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ- 

ବାୟବ୍ୟେ ଦିଘ୧୦।୨୪ମି ଗତେପୂର୍ବେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିଘ୧୦।୨୪ମି ମଧ୍ୟେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ ଓ ପରେ ପାଣି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୬-୦୪ମି, ଦିଘ୯-୩୫ମି ରୁ ଘ୧୧-୨୧ମି, ଅମୃତ ଦିଘ୩-୪୫ମି ରୁ ଘ୬-୨୩ମି, ରାଘ୭-୬ମି ରୁ ଘ୯-୧୬ମି, ରାଘ୧୨-୯ମି ରୁ ଘ୨-୧୮ମି, ରାଘ୩-୪୫ମି ରୁ ଘ୫-୧୧ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିଘ୧୨।୨୨।୪ ପରେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ତୁଳା/କୁମ୍ଭ ରାଶିର ଘାତବାର। ତୁଳା/କୁମ୍ଭ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଦିବା ଘ୧୨-୨୨ମି ପରେ ସାତମାସ ଗଣ୍ଡଦୋଷ। ରଜଶ୍ଚକ୍ରେ-ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ- ଦିଘ୧।୨୭ମି ରୁ ଘ୩।୬ମି, ବାରବେଳା- ଦିଘ୪।୪୬ମି ରୁ ଘ୬।୨୫ମି, କାଳବେଳା- ଦିଘ୩।୭ମି ରୁ ଘ୪।୪୬ମି, କାଳରାତ୍ରି-ରାଘ୧୧।୪୯ମି ରୁ ଘ୧।୧୦ମି।

ସୂର୍ଯ୍ୟଉଦୟ କାଳିନ ଗ୍ରହସ୍ଫୁଟ-

ରବି ରା୨।୧୨।୯।୩୫, ଚ୮।୯।୪୫।୫୮, ମ୯।୧୫।୮।୪୮, ବୁ୩।୩।୫୯।୪୩, ବୃ୬।୧୯।୩୦।୧, ଶୁ୩।୨୨।୧୦।୩୦, ଶ୮।୧୧।୪୧।୫୩, ରା୩।୧୧।୫୩।୭, କେ୯।୧୧।୫୩।୭।

ଉଦୟଲଗ୍ନ-

ନିଶାନ୍ତ ଘ୪।୧୫ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୬।୩୧ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮।୪୫ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୫୪ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧।୨ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୩।୧୪ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୫।୨୮ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୭।୩୪ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୯।୨୩ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୫୯ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୨।୩୨ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୨।୧୫ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୧୫ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବିବାହ ପାଣିଗ୍ରହଣ, କୋର୍ଟବିବାହ, ନବବଧୂ ଯାତ୍ରା, ବ୍ରତୋପନୟନ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ନୌକା ନିର୍ମାଣ, ପୁଂସବନ, ଔଷଧ କରଣ, ଦୀକ୍ଷା ଗ୍ରହଣ, ଧାନ୍ୟ ସ୍ଥାପନ, ମକଦ୍ଦମାଦାୟର, ଆରୋଗ୍ୟ ସ୍ନାନ, ବୃକ୍ଷରୋପଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିଘ୧୨।୨୨।୪ ସେକେଣ୍ଡ ମଧ୍ୟେ ମୂଳାନକ୍ଷତ୍ର ଧନୁରାଶି କେତୁ ମହାଦଶାରେ ଜନ୍ମ ହୋଇଛି। ଦିଘ୧୨।୨୨।୪ ସେକେଣ୍ଡ ପରେ ପୂର୍ବାଷାଢା ନକ୍ଷତ୍ର ଧନୁରାଶି ଶୁକ୍ର ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!