ଶିବ ରୁଦ୍ରାଷ୍ଟକ ର ବିଶେଷ ମାହାତ୍ମ୍ୟ କଣ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶିବ ରୁଦ୍ରାଷ୍ଟକ ର ବିଶେଷ ମାହାତ୍ମ୍ୟ କଣ?

ଏମିତିରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସନାତନ ଗ୍ରନ୍ଥରେ, ପୁରାଣରେ ଅନେକ ମନ୍ତ୍ର ଉଲ୍ଲେଖ କରାଯାଇଛି,ଅନେକ ସ୍ତୁତି ବା ସ୍ତୋତ୍ର ମଧ୍ୟ ଅଛି,ଯାହାକୁ ଅନେକ ଋଷି ଏବଂ ଆଚାର୍ଯ୍ୟ ମାନେ କହିଛନ୍ତି। ଯାହାଙ୍କୁ ଜପ ବା ଗାନ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କିନ୍ତୁ ଶ୍ରୀ ଶିବ ରୁଦ୍ରାଷ୍ଟକ ସ୍ତୋତ୍ର ର ମହତ୍ଵ ଏବଂ ପ୍ରଭାବ ଅତୁଳନୀୟ ଅଟେ।ପ୍ରତିଦିନ ଶିବ ରୁଦ୍ରାଷ୍ଟକ ପାଠ କଲେ ଜୀବନ ର ସବୁ ପ୍ରକାର ସମସ୍ୟା ସ୍ଵତଃ ଭାବେ ଦୂର ହୋଇଥାଏ। ତା ସହିତ ଭଗବାନ ଶିବ ଙ୍କ କୃପା ବି ପ୍ରାପ୍ତ ହେଇଥାଏ।ଶିବ ରୁଦ୍ରାଷ୍ଟକ ମନ୍ତ୍ର କୁ ମହା ଶିବରାତ୍ରୀ ଶ୍ରାବଣ ମାସ ଅଥବା ଚତୁର୍ଦ୍ଦଶୀ ତିଥି ରେ ଜପ କଲେ ବହୁତ ଭଲ ଫଳ ମିଳିବା ସହିତ ଧନ, ଜନ,ଗୋପ ଲକ୍ଷ୍ମୀ ବୃଦ୍ଧି ହୁଏ।

ॐ ନମଃ ଶିବାୟ
ॐ ନମଃ ଶିବାୟ
ॐ ନମଃ ଶିବାୟ
ॐ ନମଃ ଶିବାୟ
ॐ ନମୋଃ ନମଃ।।

ଆହୁରି ପଢନ୍ତୁ: ମହଶିବରାତ୍ରି ବ୍ରତ ବିଧାନ: କେମିତି କରିବେ ଉପାସନା ବା ବ୍ରତ ପୂଜା, କରନ୍ତୁ ଏହି ୧୦ଟି ଉପାୟ।

ରୁଦ୍ରାଷ୍ଟକମ୍

ନମାମିଶମିଶାନ ନିର୍ବାଣରୂପଂ ଵିଭୂଂ ବ୍ୟାପକଂ ବ୍ରହ୍ମାବେଦସ୍ୱରୁପମ୍।
ନିଜଂ ନିର୍ଗୁଣଂ ନିର୍ବିକଳ୍ପଂ ନିରୀହଂ ଚିଦାକାଶମାକାଶବାସଂ ଭଜେଅହଂ ।।୧।।

ନିରାକାରମୋଂକାରମୂଳଂ ତୁରୀୟଂ ଗିରା ଜ୍ଞାନ ଗୋତୀତମିଶଂ ଗିରୀଶଂ।
କରାଳଂ ମହାକାଳ କାଳଂ କୃପାଳଂ ଗୁଣାଗାର ସଂସାରପାରଂ ନତୋଽହଂ ।।୨।।

ତୁଷାରାଦ୍ରି ସଂକାଶ ଗୌରଂ ଗମ୍ଭୀର ମନୋଭୂତ କୋଟିପ୍ରଭା ଶ୍ରୀ ଶରୀରଂ।
ଷ୍ଫୃରନମୌଳି କଲ୍ଲୋଳିନୀ ଚାରୁ ଗଙ୍ଗା ଲସଭଦ୍ରାଲଵାଲେନ୍ଦୁ କଣ୍ଠେ ଭୂଜଙ୍ଗା ।।୩।।

ଚଳତ୍କୁଣ୍ଡଳଂ ଭ୍ରୁ ସୁନେତ୍ରଂ ବିଶାଳଂ ପ୍ରସନ୍ନାନନଂ ନୀଳକଣ୍ଠ ଦୟାଳମ୍ ।
ମୃଗାଦ୍ଧିସଚର୍ମାମ୍ବରଂ ମୁଣ୍ଡମାଳଂ ପ୍ରିୟଂ ଶଙ୍କର ସର୍ବନାଥଂ ଭଜାମି।।୪।।

ପ୍ରଚଣ୍ଡଂ ପ୍ରକୃଷ୍ଟଂ ପ୍ରଗଳ୍ଭଂ ପରେଶଂ ଅଖଣ୍ଡଂ ଅଯଂ ଭାନୁକୋଟିପ୍ରକାଶମ୍।
ତ୍ରୟଃ ଶୂଳ ନିର୍ମୂଳନଂ ଶୁଳପାଣିଂ ଭଜେହଂ ଭବାନିପତିଂ ଭାବଗମ୍ୟମ୍।।୫।।

ଆହୁରି ପଢନ୍ତୁ: ଜାଣନ୍ତୁ ଶିବ ପୁରାଣରେ ବର୍ଣ୍ଣିତ ମହା ଶିବରାତ୍ରି ପୂଜାର ମହତ୍ୱ।

କଳାତୀତ କଲ୍ୟାଣ କଳ୍ପାନ୍ତକାରୀ ସଦା ସଜ୍ଜନାନନ୍ଦଦାତା ପୁରାରୀ।
ଚିଦାନନ୍ଦ ସଂଦୋହ ମୋହାପହାରୀ ପ୍ରସୀଦ ପ୍ରସୀଦ ପ୍ରଭୋ ମନ୍ମଥାରୀ।।୬।।

ନ ଯାବତ୍ ଉମାନାଥ ପାଦାରବିନ୍ଦଂ ଭଜତ୍ନିହ ଲୋକେ ପରେ ବା ନରାଣାମ୍।
ନ ତାବତ୍ ସୁଖଂ ଶାନ୍ତି ଶନ୍ତାପନାଶଂ ପ୍ରସୀଦ ପ୍ରଭୋ ସର୍ବଭୂତାଦ୍ଧିବାସମ୍।।୭।।

ନ ଜାନାମି ଯୋଗଂ ଜପଂ ନୈବ ପୂଜାଂ ନତୋଽହଂ ସଦା ସର୍ବଦା ଶମ୍ଭୁ ତୁଭ୍ୟମ୍।
ଜରା ଜନ୍ମ ଦୁଃଖୌଘ ତାତବ୍ୟମାନଂ ପ୍ରଭୋ ପାହି ଆପନ୍ନମାମୀଶ ଶମ୍ଭୋ।।୮।।

ରୂଦ୍ରାଷ୍ଟକମିଦଂ ପ୍ରୋକ୍ତଂ ବିପ୍ରେଣ ହରତୋଷୟେ। ୟେ ପଠନ୍ତି ନରା ଭକ୍ତ୍ୟା ତେଷାଂ ଶମ୍ଭୁଃ ପ୍ରସୀଦତି।
ଇତି ଶ୍ରୀ ଗୋସ୍ୱାମୀତୁଳସୀଦାସ କୃତଂ ଶ୍ରୀ ରୁଦ୍ରାଷ୍ଟକଂ ସମ୍ପୂର୍ଣ୍ଣମ୍।।

(ଓଡ଼ିଆ ଅନୁବାଦ: ଶ୍ରୀ ପ୍ରଶାନ୍ତ କୁମାର ଶତପଥୀ)

9937191613

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!