ମହାଶିବରାତ୍ରୀ, ଜାଗରବ୍ରତ, ଆଜି ଶିବଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା। ଆଜିର ପାଞ୍ଜି: ଫେବୃୟାରୀ ୧୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୧୪, ୨୦୧୮

ମହାଶିବରାତ୍ରୀ, ଜାଗରବ୍ରତ, ଆଜି ଶିବଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୦|୧୦|୧୩   ଇଂ ପ୍ରାତଃ ଘ ୬|୧୬|୪୭ସେ

ସୂର୍ଯ୍ୟାସ୍ତ  ସିଂହ ଦ୦|୧୮|୪୬     ଇଂ ସଂଧ୍ୟା ଘ ୫|୩୮|୨୪ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୨ ଦିନ ରାଷ୍ଟ୍ରିୟ ମାଘମାସ ୨୫ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀତିଥି ରାତ୍ର ଘଣ୍ଟା ୧୨।୪୭।୨୯ସେକେଣ୍ଡ୍,

ଶ୍ରବଣା ନକ୍ଷତ୍ର ଅହୋରାତ୍ର, ମକରଚନ୍ଦ୍ର ଅହୋରାତ୍ର,

ବ୍ୟତିପାତଯୋଗ ଦିବା ଘଣ୍ଟା୩।୧୨।୧୪ସେକେଣ୍ଡ୍,

ବିଷ୍ଟିକରଣ ଦିବା ଘଣ୍ଟା ୧୧।୪୪।୧୪ସେକେଣ୍ଡ୍, ଶକୁନିକରଣ ରାତ୍ର ଘଣ୍ଟା ୧୨।୪୭।୨୯ସେକେଣ୍ଡ୍,

ରବ୍ୟଂଶଽ୧।୧୦।୧, ସୂକ୍ଷ୍ମଚନ୍ଦ୍ର ରାଶି ୯।୧୦।୩୯।୪୫,

ଦିନମାନ ଘଣ୍ଟା ୧୧।୨୧।୩୬ସେକେଣ୍ଡ୍,  ନିଶାମାନ ଘଣ୍ଟା ୧୨।୩୮।୨୪ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ରାତ୍ର ଘଣ୍ଟା ୧୨।୪୭।୨୯ସେକେଣ୍ଡ୍, ପରେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାତ୍ର ଘଣ୍ଟା ୧୨।୪୭।୨୯ସେକେଣ୍ଡ୍, ମଧ୍ୟେ ବିରି ଜାତୀୟ ଖାଦ୍ୟ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଧ।

ଆହୁରି ପଢନ୍ତୁ: ମହଶିବରାତ୍ରି ବ୍ରତ ବିଧାନ: କେମିତି କରିବେ ଉପାସନା ବା ବ୍ରତ ପୂଜା, କରନ୍ତୁ ଏହି ୧୦ଟି ଉପାୟ।

ଶୁଭସମୟ-

ଅମୃତବେଳା– ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୪୮ମିନିଟ୍, ଦିବା ଘଣ୍ଟା ୧୦।୪ମିନିଟ୍ ରୁ ଘଣ୍ଟା ୧୧।୩୫ମିନିଟ୍, ଦିବାଘଣ୍ଟା୩।୨୨ମିନିଟ୍ ରୁ ଘଣ୍ଟା୪।୫୩ମିନିଟ୍, ସଂଧ୍ୟା ଘଣ୍ଟା ୬।୨୯ମିନିଟ୍ ରୁ ଘଣ୍ଟା ୯।୦ମିନିଟ୍,  ରାତ୍ରି ଘଣ୍ଟା ୨।୪ମିନିଟ୍ ରୁ ଘଣ୍ଟା ୬।୧୭ମିନିଟ୍, ମାହେନ୍ଦ୍ର- ଦିବା ଘଣ୍ଟା ୧।୫୧ମିନିଟ୍ ରୁ ଘଣ୍ଟା ୩।୨୨ମିନିଟ୍, ରାତ୍ରି ଘଣ୍ଟା ୯।୦ମିନିଟ୍ ରୁ ଘଣ୍ଟା ୧୦।୪୨ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ସିଂହ ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର।

ଆହୁରି ପଢନ୍ତୁ: ଜାଣନ୍ତୁ ଶିବ ପୁରାଣରେ ବର୍ଣ୍ଣିତ ମହା ଶିବରାତ୍ରି ପୂଜାର ମହତ୍ୱ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭ ସମୟ-

ରାହୁକାଳ-ଦିବା ଘଣ୍ଟା ୧୧।୫୯ମିନିଟ୍ ରୁ ଘଣ୍ଟା ୧।୨୫ମିନିଟ୍ ମଧ୍ୟେ । କାଳବେଳା- ସକାଳ ଘଣ୍ଟା ୯।୯ମିନିଟ୍ ରୁ ଘଣ୍ଟା ୧୦।୩୫ମିନିଟ୍ ମଧ୍ୟେ । ବାରବେଳା- ଦିବା ଘଣ୍ଟା ୧୨।୦ମିନିଟ୍ ରୁ ଘଣ୍ଟା ୧।୨୫ମି ମଧ୍ୟେ । କାଳରାତ୍ରି- ରାତ୍ରି ଘଣ୍ଟା ୩।୯ମିନିଟ୍ ରୁ ଘଣ୍ଟା ୪।୪୪ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୧।୧୦।୧-୨୩/୧୧, ଚନ୍ଦ୍ରରାଶି-୯।୧୦।୩୯।୪୫-୨୨/୧୦, ମଙ୍ଗଳରାଶି-୭|୧୭|୧୨|୧୬-୧୮/୮, ବୁଧରାଶି-୯|୨୮|୨୭|୨୩-୨୩/୧୦, ବୃହସ୍ପତିରାଶି-୬|୨୮|୧୯|୨-୧୬/୭, ଶୁକ୍ରରାଶି-୧୦|୯|୪୪|୩୨-୨୪/୧୧, ଶନିରାଶି-୮|୧୧|୫୮|୩୧-୧୯/୯, ରାହୁରାଶି-୩|୨୦|୫୭|୪-୯/୪, କେତୁରାଶି-୯|୨୦|୫୭|୪-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ଘଣ୍ଟା ୬|୧୦ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ମୀନ ଲଗ୍ନ ଘଣ୍ଟା ୭|୫୦ମିନିଟ୍ ରୁ ଆରମ୍ଭ।   

ମେଷ ଘଣ୍ଟା ୯|୨୩ମିନିଟ୍, ବୃଷ ଘଣ୍ଟା ୧୧|୬ମିନିଟ୍, ମିଥୁନ ଘଣ୍ଟା ୧|୫ମିନିଟ୍, କର୍କଟ ଘଣ୍ଟା୩|୧୮ମିନିଟ୍, ସିଂହଘଣ୍ଟା୫|୩୨ମିନିଟ୍, କନ୍ୟାଘଣ୍ଟା୭|୪୧ମିନିଟ୍, ତୁଳାଘଣ୍ଟା ୯|୪୯ ମିନିଟ୍, ବିଛାଘଣ୍ଟା୧୨|୦ମିନିଟ୍, ଧନୁ ଘଣ୍ଟା ୨|୧୫ମିନିଟ୍, ମକର ଘଣ୍ଟା ୪|୨୧ମିନିଟ୍, କୁମ୍ଭ ଘଣ୍ଟା ୬|୧୦ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ- 

ଆଜି ନାହିଁ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ପର ଦିନ ସକାଳ ମଧ୍ୟେ ଶ୍ରବଣାନକ୍ଷତ୍ର ମକରରାଶି ଓ ଚନ୍ଦ୍ର ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ।  ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!