ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ
ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ଦେଖାଦେଉଛି କି? ନିଶ୍ଚୟ ପଢନ୍ତୁ: Odia Barsika Rasifala for 2018 ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ଶାସ୍ତ୍ରକହେ ଟଙ୍କାହିଁ ଟଙ୍କାକୁ ଟାଣେ! ଏହି ସବୁ ଉପାୟ ଆପଣଙ୍କ ଘରେ ବା ବ୍ୟବସାୟ କେନ୍ଦ୍ରରେ ଅର୍ଥର ଅଭାବକୁ ଦୂରେଇ ଦେଇ ପାରିବ। ୧- ଟଙ୍କାପଇସା, ସୁନାରୂପା ଖୋଲା ସ୍ଥାନରେ ନରଖି ସର୍ବଦା ଛୋଟବାକ୍ସ, ମନିପର୍ସ, ଜରିପକେଟ, କପଡ଼ାରଥଳୀ କିମ୍ବା ଗାଞ୍ଜିଆରେ ରଖିଲେ … ଅଧିକ ପଢନ୍ତୁ