ମାର୍ଗଶିରମାସ ଶେଷଗୁରୁବାର ଲକ୍ଷ୍ମୀଙ୍କୁ ପ୍ରସନ୍ନକରି ଦୂରେଇ ପାରିବେ ଦାରିଦ୍ରତା ! କରନ୍ତୁ ଏହି ତିନୋଟି ଉପାୟ।
ମାର୍ଗଶିରମାସ ଶେଷଗୁରୁବାର ଲକ୍ଷ୍ମୀଙ୍କୁ ପ୍ରସନ୍ନକରି ଦାରିଦ୍ରତା ଦୂର କରନ୍ତୁ – Margashira Sesha Gurubara ମାର୍ଗଶିରମାସ ଶେଷଗୁରୁବାର ସ୍ଥିରଧନ ପାଇବା ପାଇଁ ପ୍ରତ୍ୟେକ ଘରର ଦ୍ଵାର ଉପରେ ବାହାରପଟେ ସ୍ଵସ୍ତିକ ଚିହ୍ନ ସିନ୍ଦୁରରେ ଲେଖି ଅକ୍ଷତ ଲଗେଇ ଧୂପ ଦୀପ ଦେଖେଇ ପୂଜା କରିବେ ଦ୍ଵାରର ବାମପଟେ ଓ ଦକ୍ଷିଣପଟେ ମଧ୍ୟ ଭାଗରେ ଔଁ ଶ୍ରୀ ସିନ୍ଦୁରରେ ଲେଖିବେ। ଯାହା ଫଳରେ ଘରେ ବର୍ଷତମାମ୍ ସୁଖ ସମୃଦ୍ଧି ବଜାୟ … ଅଧିକ ପଢନ୍ତୁ