ଶେୟାର କରନ୍ତୁ ଅନ୍ୟମାନକ ସହିତ
ବାସ୍ତୁ ଦୋଷ ଖଣ୍ଡନ ପାଇଁ ଉପାୟ
Join Jantra Jyotisha WhatsApp Channel for Latest Astrology Updates
Follow Now
Jantra Jyotisha is now on Telegram
Join Now

- ୧- ଅଶୋକ, ଅନାର,ସଜନା ବା କଦଳୀଗଛରେ ପ୍ରତି ଦିନ ପାଣି ଢାଳି ପ୍ରଣାମ କରିବେ।
- ୨- ଚେକ୍ ବୁକ୍ ପାସବୁକ୍, ପ୍ରପର୍ଟି କାଗଜପତ୍ର ଦକ୍ଷିଣ ଦିଗରେ ନ ରଖି ତାହାକୁ ଉତ୍ତର ଦିଗରେ ରଖିବେ।
- ୩- ସ୍ଥିରଲକ୍ଷ୍ମୀ କାମନା ପାଇଁ ନିଜର ଗହଣା, ଦରକାରୀ କାଗଜପତ୍ରକୁ ହଳଦିଆ କପଡାରେ ବାନ୍ଧି ରଖିବେ ।
- ୪- ବୁଧବାର ଦିନ ନିଜର ବ୍ୟାଙ୍କ ଆକାଉଣ୍ଟରେ କିଛି କିଛି ଟଙ୍କା ରଖିବା ଉଚିତ୍ ।
You Can Check: 2018 ମସିହା କେମିତି କଟିବ | ଅର୍ଥାଭାବ ଦୂର କରିବାପାଇଁ ଉପାୟ | ନୂଆ ଜାତକ
- ୫- ଘରର ଗୁରୁଜନଙ୍କୁ ରାତିରେ ଶୋଇବା ପୂର୍ବରୁ ଓ ସକାଳେ ଉଠି ପାଦଧରି ମୁଣ୍ଡିଆ ମାରିବା ଉଚିତ୍।
- ୬- ପ୍ରତି ଶନିବାର ଦିନ ଓ ଅମବାସ୍ୟାରେ ଦରକାର ହେଉନଥିବା ସାମଗ୍ରୀ ବାହାରକୁ ବାହାର କରିଦେଇ ଦ୍ରୁଷ୍ଟି ଅଗୋଚରରେ ଅବଶ୍ୟ ରଖିବେ।
- ୭- ଛେପଲଗାଇ ଟଙ୍କା ଗଣିବେ ନାହିଁ।
- ୮- ପ୍ରତିଦିନ ସକାଳେ ଶଙ୍ଖ ଓ ଡମ୍ବରୁ ବଜାଇଲେ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।
- ୯- ଗଣେଶମୂର୍ତ୍ତୀ ବା ଫଟୋ, ଦକ୍ଷିଣାବର୍ତ୍ତୀ ଶଙ୍ଖ, ଶ୍ରୀଯନ୍ତ୍ର ଆଦି ରହିଲେ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।
- ୧୦- ଧନକୁ ମାଟିତଳେ କି କାରବାର ନହେଉଥିବା ସ୍ଥାନରେ ଲୁଚେଇ ରଖିବା ଉଚିତ୍ ନୁହେଁ, ଧନକୁ ଯଥାକାର୍ଜ୍ୟରେ ବ୍ୟୟ କରୁଥିଲେ ଲକ୍ଷ୍ମୀଙ୍କ କୃପା ବଢିଥାଏ ଏବଂ ବର୍ଷକୁ ଅନ୍ତତଃ ଥରେ ସମସ୍ତ ପରିବାର ସହିତ ତୀର୍ଥସ୍ଥାନକୁ ଯିବା ଉଚିତ୍।
ଶେୟାର କରନ୍ତୁ ଅନ୍ୟମାନକ ସହିତ