ଶେୟାର କରନ୍ତୁ ଅନ୍ୟମାନକ ସହିତ
ଦିନଟି ସୁଖରେ କଟିବ ଯଦି କରିପାରିବେ ଏହି ପାଞ୍ଚୋଟି ଅଭ୍ୟାସ
ସବୁଦିନ ସକାଳୁ ଯେବେ ଆମେ ଉଠିଥାଉ ଈଶ୍ଵରଙ୍କ ନିକଟରେ ପ୍ରାଥନା କରିଥାଉ କି ଆଜିର ଦିନଟି କିପରି ଭଲରେ କଟୁ। ଆଜିର ଦିନରେ ଯାହାବି କାର୍ଯ୍ୟ ସବୁ କରିବା ତାହା ସଫଳ ହେଉ। ତେଣୁ ଦିନଟି ଭଲରେ କାଟିବା ପାଇଁ ଦିନର ଆରମ୍ଭ ଭଲରେ ହେବା ଦରକାର। ତେବେ ତଳେ ଦିଆଯାଇଥିବା କେତୋଟି ଉପାୟ ଆପଣଙ୍କ ଦିନଟିକୁ ନିଶ୍ଚୟ ସଫଳ କରିବ।
Join Jantra Jyotisha WhatsApp Channel for Latest Astrology Updates
Follow Now
Jantra Jyotisha is now on Telegram
Join Now

- ୧. ସକାଳୁ ଉଠି ସର୍ବପ୍ରଥମେ ଦୁଇହାତକୁ ଖୋଲି ସମାନ ଭାବରେ ରଖି କିଛି ସମୟ ପାଇଁ ହାତର ପାପୁଲିକୁ ଚାହିଁବ ଓ ୩ ଥର ହାତକୁ ଘସିବ।
- ୨. ଭୋଜନ କରିବା ପୂର୍ବରୁ ସର୍ବପ୍ରଥମେ କିଛି ଖାଦ୍ୟ ଅଲଗା କରି କାଢି ଗାଈ ବା ପକ୍ଷୀଙ୍କୁ ଖାଇବାକୁ ଦେବ।
- ୩. ପ୍ରତିଦିନ ଅଟା ଚିନୀ ମିଶେଇ ପିମ୍ପୁଡି ଗାତପାଖରେ ରଖିବ।
You Can Check: 2018 ମସିହା କେମିତି କଟିବ | ଅର୍ଥାଭାବ ଦୂର କରିବାପାଇଁ ଉପାୟ | ନୂଆ ଜାତକ
- ୪. ଖାଲିପେଟରେ ଘରୁ ବାହାରିବ ନାହିଁ। ବାହାରିବା ପୂର୍ବରୁ ଏକ ଚାମଚ ମିଠାଦହି ଖାଇ ବାହାରିବ।
- ୫. ଘରୁ ବାହାରିବା ସମୟରେ ଗୁରୁଜନଙ୍କ ଆଶୀର୍ବାଦ ନିଶ୍ଚୟ ନେବା ଓ ଈଶ୍ଵରଙ୍କୁ ଡାକି ଘରୁ ବାହାରିବା।
ଶେୟାର କରନ୍ତୁ ଅନ୍ୟମାନକ ସହିତ