ଜାଣନ୍ତୁ ଶାମ୍ବ ଦଶମୀ ପାଳନ କରାଯିବାର କାରଣ

ଶେୟାର କରନ୍ତୁ ଅନ୍ୟମାନକ ସହିତ
  • 1
    Share

ଜାଣନ୍ତୁ ଶାମ୍ବ ଦଶମୀ ପାଳନ କରାଯିବାର କାରଣ:

ପୌଷମାସ ଶୁକ୍ଲପକ୍ଷ ଦଶମୀକୁ ଶାମ୍ବଦଶମୀ ନାମରେ ନାମିତ କରାଯାଇଛି।

ପ୍ରବାଦ ଅଛି ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ଏହିଦିନ କୋଣାର୍କରେ ସୂର୍ଯ୍ୟୋଦୟ ସମୟରେ ସମୁଦ୍ରରେ ସ୍ନାନ ପୂର୍ବକ ନୂଆ ଧାନର ଅରୁଆଚାଉଳକୁ କ୍ଷୀରରେ ବତୁରାଇ ସେଥିରେ ନଡିଆ, ଗୁଡ, ଗୋଲମରୀଚ, ଅଦା, କର୍ପୁର, ଦହିଛେନା, କଦଳୀ ଆଦି ପକେଇ ଭଲ ଭାବରେ ଚକଟି ୩୦୦ଗ୍ରାମ ପରିମାଣରେ ୧୫ଦିନ ପର୍ଯ୍ୟନ୍ତ ଖାଇବା ଫଳରେ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ।

ବିଜ୍ଞାନ ମଧ୍ୟ ସ୍ବୀକାର କରୁଛି ଏହି ଦ୍ରବ୍ୟକୁ ସେବନ କଲେ ପେଟର ଯାବତୀୟରୋଗ ନାଶହେବ ଓ ଆଠ ପ୍ରକାରର କୁଷ୍ଠରୋଗ ଭଲହୋଇଯିବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
  • 1
    Share
  • 1
    Share
error: Content is protected !!