ଶେୟାର କରନ୍ତୁ ଅନ୍ୟମାନକ ସହିତ
ଜାଣନ୍ତୁ ଶାମ୍ବ ଦଶମୀ ପାଳନ କରାଯିବାର କାରଣ:
ପୌଷମାସ ଶୁକ୍ଲପକ୍ଷ ଦଶମୀକୁ ଶାମ୍ବଦଶମୀ ନାମରେ ନାମିତ କରାଯାଇଛି।
Join Jantra Jyotisha WhatsApp Channel for Latest Astrology Updates
Follow Now
Jantra Jyotisha is now on Telegram
Join Now
ପ୍ରବାଦ ଅଛି ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ଏହିଦିନ କୋଣାର୍କରେ ସୂର୍ଯ୍ୟୋଦୟ ସମୟରେ ସମୁଦ୍ରରେ ସ୍ନାନ ପୂର୍ବକ ନୂଆ ଧାନର ଅରୁଆଚାଉଳକୁ କ୍ଷୀରରେ ବତୁରାଇ ସେଥିରେ ନଡିଆ, ଗୁଡ, ଗୋଲମରୀଚ, ଅଦା, କର୍ପୁର, ଦହିଛେନା, କଦଳୀ ଆଦି ପକେଇ ଭଲ ଭାବରେ ଚକଟି ୩୦୦ଗ୍ରାମ ପରିମାଣରେ ୧୫ଦିନ ପର୍ଯ୍ୟନ୍ତ ଖାଇବା ଫଳରେ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ।
ବିଜ୍ଞାନ ମଧ୍ୟ ସ୍ବୀକାର କରୁଛି ଏହି ଦ୍ରବ୍ୟକୁ ସେବନ କଲେ ପେଟର ଯାବତୀୟରୋଗ ନାଶହେବ ଓ ଆଠ ପ୍ରକାରର କୁଷ୍ଠରୋଗ ଭଲହୋଇଯିବ।
ଶେୟାର କରନ୍ତୁ ଅନ୍ୟମାନକ ସହିତ