ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୪, ୨୦୧୮
ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୪, ୨୦୧୮ ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ନୂଆଖାଇ, ନବାନ୍ନ ଭକ୍ଷଣ, ବିଶ୍ଵ ହିନ୍ଦୀ ଦିବସ। ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୪।୯ ସେକେଣ୍ଡ ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୫।୪୪।୨ ସେକେଣ୍ଡ ଉଡ୍ରାବ୍ଦ ୧୪୨୫ସାଲ ସିଂହ ୨୯ ଦିନ ରାଷ୍ଟ୍ରିୟ ଭାଦ୍ରବ ୨୩ଦିନ ଶୁକ୍ରବାର ଆଜିର ପଞ୍ଚାଙ୍ଗ– ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ପଞ୍ଚମୀତିଥୀ ଦିବା ଘଣ୍ଟା ୨।୨୪।୨୫ ସେକେଣ୍ଡ ବିଶାଖାନକ୍ଷତ୍ର ରାତ୍ର ଘଣ୍ଟା ୧।୨୮ମିନିଟ୍, ତୁଳାଚନ୍ଦ୍ର ରାତ୍ର ଘଣ୍ଟା … ଅଧିକ ପଢନ୍ତୁ