ଦୈନିକ ପାଞ୍ଜି: ସେପ୍ଟେମ୍ବର ୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୬, ୨୦୧୮

ସର୍ବସମ୍ମତ କାଳୀୟଦଳନ ଏକାଦଶୀ ଉପବାସ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ କାଳୀୟଦଳନ ବେଶ, ଶନି ମାର୍ଗୀ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୨।୩୧ ସେକେଣ୍ଡ  ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୫।୫୧।୧୪ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୨୧ ଦିନ ରାଷ୍ଟ୍ରିୟ ଭାଦ୍ରବ ୧୫ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ କୃଷ୍ଣପକ୍ଷ, ଏକାଦଶୀତିଥୀ ଦିବା ଘଣ୍ଟା ୧୨।୧୬।୯ ସେକେଣ୍ଡ

ପୂନର୍ବସୁନକ୍ଷତ୍ର ଦିବା ଘଣ୍ଟା ୩।୧୪।୨ ସେକେଣ୍ଡ, ମିଥୁନଚନ୍ଦ୍ର ସକାଳ ଘଣ୍ଟା ୯।୪୬ମିନିଟ୍

ବରିୟାନଯୋଗ ରାତ୍ର ଘଣ୍ଟା ୧।୫୮।୨୬ ସେକେଣ୍ଡ

ବାଳବକରଣ ଦିବା ଘଣ୍ଟା ୧୨।୧୬।୧୬ ସେକେଣ୍ଡ, କୌଳବକରଣ ରାତ୍ର ଘଣ୍ଟା ୧୦।୪୭।୨୩ ସେକେଣ୍ଡ

ରବ୍ୟଂଶଽ ୧୯।୧୫।୪୩, ସୂକ୍ଷ୍ମଚନ୍ଦ୍ର ରା୨।୨୭।୨୫।୫୪

ଦିନମାନ ଘଣ୍ଟା ୧୨।୧୮।୪୩ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୪୧।୧୭ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଅଗ୍ନିକୋଣେ ଦିବା ଘଣ୍ଟା ୧୨।୧୬।୯ ସେକେଣ୍ଡ ଗତେ ନୈଋତ କୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୧୨।୧୬।୯ ସେକେଣ୍ଡ ମଧ୍ୟେ ଶିମ୍ବ ଓ ପରେ ପୋଇ, ମଶୁରଡାଲି ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭।୧୧ ମିନିଟ୍‌, ଦିବା ଘଣ୍ଟା ୧୦।୨୮ ମିନିଟ୍‌ ରୁ ଘଣ୍ଟା ୧୨।୫୫ ମିନିଟ୍‌, ଅମୃତ ରାତ୍ର ଘଣ୍ଟା ୨।୨୬ ମିନିଟ୍‌ ରୁ ଘଣ୍ଟା ୩।୧୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମିନା ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳ ଘଣ୍ଟା ୯।୪୬ମିନିଟ୍ ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା,  ତୁଳା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୩।୧୪।୨ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି

ଘାତବାର ଓ ଘାତଚନ୍ଦ୍ର

ତୁଳା ଓ କୁମ୍ଭ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ- ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଏବଂ ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ନକ୍ଷତ୍ରଦୋଷ ଓ ଦିବା ଘଣ୍ଟା ୧୨।୧୬।୯ସେକେଣ୍ଡ ଗତେ ଦ୍ଵିପାଦ ଦୋଷ ଏବଂ ଦିବା ଘଣ୍ଟା ୩।୧୪।୨ସେକେଣ୍ଡ ଗତେ ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧।୧୬ ମିନିଟ୍‌ ରୁ ଘଣ୍ଟା ୨।୪୮ ମିନିଟ୍‌, କାଳବେଳା ଓ ବାରବେଳା- ଦିବା ଘଣ୍ଟା ୨।୪୮ ମିନିଟ୍‌ ରୁ ଘଣ୍ଟା ୫।୫୩ ମିନିଟ୍‌, କାଳରାତ୍ରି- ରାତ୍ର ଘଣ୍ଟା ୧୧।୪୪ ମିନିଟ୍‌ ରୁ ଘଣ୍ଟା ୧।୧୨ ମିନିଟ୍‌।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୪।୧୯।୧୫।୪୩, ଚନ୍ଦ୍ର ରାଶି-୨।୨୭।୨୫।୫୪, ମଙ୍ଗଳ ରାଶି-୯।୫।୭।୩୮, ବୁଧ ରାଶି-୪।୫।୪୨।୩୦, ବୃହସ୍ପତି ରାଶି-୬।୨୩।୪୭।୨୪, ଶୁକ୍ର ରାଶି-୬।୩।୨୩।୪, ଶନି ରାଶି-୮।୮।୨୫।୧୭, ରାହୁ ରାଶି-୩।୧୧।୨୩।୧୪, କେତୁ ରାଶି-୯।୧୧।୨୩।୧୪।

ଉଦୟଲଗ୍ନ-

ନିଶାନ୍ତ ଘଣ୍ଟା ୪।୬ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୧୯ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୨୬ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୩୮ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୫୩ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୫୯ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୪୮ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୨୪ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୭।୫୭ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୪୦ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୩୯ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୫୨ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୬ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସିମନ୍ତୋନୟନ, ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ନୂତନ ଅକ୍ଷର ଆରମ୍ଭ, ପୁଂସବନ, ନାମକରଣ, ନିଷ୍କ୍ରାମଣ, ଔଷଧ କରଣ ଓ ସେବନ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଋଣଦାନ ଓ ଋଣଗ୍ରହଣ, ବିହନ ବୁଣା ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସକାଳ ଘଣ୍ଟା ୯।୪୬ମିନିଟ୍ ମଧ୍ୟେ ପୁନର୍ବସୁନକ୍ଷତ୍ର  ମିଥୁନରାଶି ଗୁରୁମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା ୯।୪୬ମିନିଟ୍ ପରେ ଦିବା ଘଣ୍ଟା ୩।୧୪।୨ ସେକେଣ୍ଡ ମଧ୍ୟେ ପୁନର୍ବସୁନକ୍ଷତ୍ର କର୍କଟରାଶି ଗୁରୁମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୩।୧୪।୨ ସେକେଣ୍ଡ ପରେ ପୁଷ୍ୟାନକ୍ଷତ୍ର  କର୍କଟରାଶି ଶନିମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!