ଦୈନିକ ପାଞ୍ଜି: ସେପ୍ଟେମ୍ବର ୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୮, ୨୦୧୮

ଶିବ ଚତୁର୍ଦ୍ଦଶ୍ୟୁପବାସ ଓ ବେଢ଼ା ପରିକ୍ରମା, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ କୃଷ୍ଣ-ବଳରାମ ବେଶ, ସ୍ଵାମୀ ଶିବାନନ୍ଦ ଜୟନ୍ତୀ, ବିଶ୍ଵ ସାକ୍ଷରତା ଦିବସ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା୫।୩୨।୫୬ସେକେଣ୍ଡ ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା୫।୪୯।୨୭ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ ସିଂହ ୨୩ ଦିନ ରାଷ୍ଟ୍ରିୟ ଭାଦ୍ରବ ୧୭ଦିନ ଶନିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ  ଭାଦ୍ରବମାସ କୃଷ୍ଣପକ୍ଷ, ତ୍ରୟୋଦଶୀତିଥୀ ସକାଳ ଘଣ୍ଟା୫।୫୯।୩୩ସେକେଣ୍ଡ,

କ୍ଷୟ ଚତୁର୍ଦ୍ଦଶୀତିଥି ରାତ୍ର ଘଣ୍ଟା୨।୪୨।୧୩ସେକେଣ୍ଡ

ଅଶ୍ଳେଷାନକ୍ଷତ୍ର ଦିବା ଘଣ୍ଟା୧୦।୨୯।୩୮ସେକେଣ୍ଡ, କର୍କଟଚନ୍ଦ୍ର ଦିବା ଘଣ୍ଟା୧୦।୨୯।୩୮ସେକେଣ୍ଡ

ଶିବଯୋଗ ସଂଧ୍ୟା ଘଣ୍ଟା୬।୨୮।୫ସେକେଣ୍ଡ

ବାଣିଜ୍ୟକରଣ ଅହୋରାତ୍ର, ବିଷ୍ଟିକରଣ ଦିବା ଘଣ୍ଟା୪।୨୨।୨୧ସେକେଣ୍ଡ,

କ୍ଷୟ ଶକୁନିକରଣ ରାତ୍ର ଘଣ୍ଟା୨।୪୨।୧୩ସେକେଣ୍ଡ

ରବ୍ୟଂଶଽ ୨୧।୧୨।୯, ସୂକ୍ଷ୍ମଚନ୍ଦ୍ର ରା୩।୨୬।୫୬।୧୦

ଦିନମାନ ଘଣ୍ଟା୧୨।୧୬।୩୧ସେକେଣ୍ଡ, ରାତ୍ରମାନ ଘଣ୍ଟା୧୧।୪୩।୨୯ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଦକ୍ଷିଣେ ସକାଳ ଘଣ୍ଟା୫।୫୯।୩୩ସେକେଣ୍ଡ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା୫।୫୯।୩୩ସେକେଣ୍ଡ ମଧ୍ୟେ ବାଇଗଣ ଓ ପରେ ବିରି ଜାତିୟ ଖାଦ୍ୟ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିବା ଘଣ୍ଟା୯-୩୮ମିନିଟ୍ ରୁ ଘଣ୍ଟା୧୨-୫୪ମିନିଟ୍, ରାତ୍ର ଘଣ୍ଟା୮-୯ମିନିଟ୍ ରୁ ଘଣ୍ଟା୧୦-୩୦ମିନିଟ୍, ରାତ୍ର ଘଣ୍ଟା୧୨-୪ମିନିଟ୍ ରୁ ଘଣ୍ଟା୧-୩୮ମିନିଟ୍, ରାତ୍ର ଘଣ୍ଟା୨-୨୫ମିନିଟ୍ ରୁ ଘଣ୍ଟା୩-୫୯ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା,  ତୁଳା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା୧୦।୨୯।୩୮ସେକେଣ୍ଡ ଗତେ  ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା୧୦।୨୯।୩୮ସେକେଣ୍ଡ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବୃଷ/ସିଂହ/କନ୍ୟା ରାଶିର ଘାତବାର। ଦିବା ଘଣ୍ଟା୧୦।୨୯ମିନିଟ୍ ପରେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଦିବା ଘଣ୍ଟା୧୦।୨୯।୩୮ସେକେଣ୍ଡ ମଧ୍ୟେ ପାତାଳ ଗଣ୍ଡଦୋଷ, ଫଳ-ସୁତହାନୀ ଓ ପରେ ପାଞ୍ଚମାସ ଗଣ୍ଡଦୋଷ, ଫଳ-ବିଧବା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ଦିବା ଘଣ୍ଟା୧୦।୨୯।୩୮ସେକେଣ୍ଡ ମଧ୍ୟେ ବନ୍ଧ୍ୟା ଓ ପରେ ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭ ସମୟ-

ରାହୁକାଳ- ସକାଳ ଘଣ୍ଟା୮।୩୯ମିନିଟ୍ ରୁ ଘଣ୍ଟା୧୦।୧୧ମିନିଟ୍, ବାରବେଳା- ଦିବା ଘଣ୍ଟା୧।୧୫ମିନିଟ୍ ରୁ ଘଣ୍ଟା୨। ୪୭ମିନିଟ୍, କାଳବେଳା- ସକାଳ ଘଣ୍ଟା୫।୩୫ମିନିଟ୍ ରୁ ଘଣ୍ଟା୭।୭ମିନିଟ୍, ଦିବା ଘଣ୍ଟା୪।୧୯ମିନିଟ୍ ରୁ ଘଣ୍ଟା୫।୫୧ମିନିଟ୍, କାଳରାତ୍ରି- ସଂଧ୍ୟା ଘଣ୍ଟା୫।୫୧ମିନିଟ୍ ରୁ ଘଣ୍ଟା୭।୧୯ମିନିଟ୍, ରାତ୍ର ଘଣ୍ଟା୪।୭ମିନିଟ୍ ରୁ ଘଣ୍ଟା୫।୩୫ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୨୧।୧୨।୯, ଚନ୍ଦ୍ର ରାଶି-୩।୨୬।୫୬।୧୦, ମଙ୍ଗଳ ରାଶି-୯।୫।୨୪।୧୭, ବୁଧ ରାଶି-୪।୯।୨୦।୩୯, ବୃହସ୍ପତି ରାଶି-୬।୨୪।୫।୧୫, ଶୁକ୍ର ରାଶି-୬।୪।୫୩।୧୨, ଶନି ରାଶି-୮।୮।୨୫।୨୪, ରାହୁ ରାଶି-୩।୧୧।୧୮।୨୫, କେତୁ ରାଶି-୯।୧୧।୧୮।୨୫।

ଉଦୟଲଗ୍ନ-

ରାତ୍ର ଘଣ୍ଟା ୩।୫୮ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୧୧ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୧୯ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୩୧ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୪୫ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୫୧ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୪୦ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୧୬ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୭।୪୯ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୩୨ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୩୨ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୪୪ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୫୮ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ଔଷଧ ସେବନ, ନାଟ୍ୟାରମ୍ଭ, ଖଡ୍ଗଧାରଣ, ଧାନ୍ୟ ସ୍ଥାପନ, ଋଣଦାନ ଓ ଋଣଗ୍ରହଣ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା୧୦।୨୯।୩୮ସେକେଣ୍ଡ ମଧ୍ୟେ ଅଶ୍ଳେଷାନକ୍ଷତ୍ର  କର୍କଟରାଶି ବୁଧମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା୧୦।୨୯।୩୮ସେକେଣ୍ଡ ପରେ  ମଘାନକ୍ଷତ୍ର  ସିଂହରାଶି କେତୁମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!