ଦୈନିକ ପାଞ୍ଜି: ସେପ୍ଟେମ୍ବର ୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୭, ୨୦୧୮

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଲମ୍ବାସୁରବଧବେଶ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୨।୪୪ସେକେଣ୍ଡ ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା୫।୫୦।୨୧ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୨୨ ଦିନ  ରାଷ୍ଟ୍ରିୟ ଭାଦ୍ରବ ୧୬ଦିନ  ଶୁକ୍ରବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ  ଭାଦ୍ରବମାସ କୃଷ୍ଣପକ୍ଷ, ଦ୍ୱାଦଶୀତିଥୀ ସକାଳ ଘଣ୍ଟା ୯।୧୩।୧୪ସେକେଣ୍ଡ

ପୁଷ୍ୟାନକ୍ଷତ୍ର ଦିବା ଘଣ୍ଟା ୧୨।୫୬।୩୭ସେକେଣ୍ଡ, କର୍କଟଚନ୍ଦ୍ର ଅହୋରାତ୍ର

ପରିଘଯୋଗ ରାତ୍ର ଘଣ୍ଟା ୧୦।୧୫।୪୮ସେକେଣ୍ଡ

ତୈତିଳକରଣ ସକାଳ ଘଣ୍ଟା ୯।୧୩।୧୪ସେକେଣ୍ଡ, ଗରକରଣ ରାତ୍ର ଘଣ୍ଟା ୭।୩୮।୧୨ସେକେଣ୍ଡ

ରବ୍ୟଂଶଽ ୨୦।୧୩।୫୫, ସୂକ୍ଷ୍ମଚନ୍ଦ୍ର ରା୩।୧୨।୬।୩୦

ଦିନମାନ ଘଣ୍ଟା ୧୨।୧୭।୩୭ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୪୨।୨୩ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ନୈଋତ କୋଣେ ସକାଳ ଘଣ୍ଟା ୯।୧୩।୧୪ସେକେଣ୍ଡ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା ୯।୧୩।୧୪ ସେକେଣ୍ଡ ମଧ୍ୟେ ପୋଇ, ମଶୁର ଡାଲି ଓ ପରେ ବାଇଗଣ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୬-୨୨ ମିନିଟ୍‌, ଘଣ୍ଟା ୭-୧୧ ମିନିଟ୍‌ ରୁ ଘଣ୍ଟା ୯-୩୮ ମିନିଟ୍‌, ଦିବା ଘଣ୍ଟା ୧୨-୬ ମିନିଟ୍‌ ରୁ ଘଣ୍ଟା ୨-୩୩ ମିନିଟ୍‌, ଘଣ୍ଟା ୪-୧୧ ମିନିଟ୍‌ ରୁ ଘଣ୍ଟା ୫-୪୯ ମିନିଟ୍‌, ରାତ୍ର ଘଣ୍ଟା ୭-୨୩ ମିନିଟ୍‌ ରୁ ଘଣ୍ଟା ୮-୫୭ ମିନିଟ୍‌, ରାତ୍ର ଘଣ୍ଟା ୧-୩୮ ମିନିଟ୍‌ ରୁ ଘଣ୍ଟା ୩-୧୨ ମିନିଟ୍‌, ମାହେନ୍ଦ୍ର ରାତ୍ର ଘଣ୍ଟା ୮-୫୭ ମିନିଟ୍‌ ରୁ ଘଣ୍ଟା ୯-୪୪ ମିନିଟ୍‌, ରାତ୍ର ଘଣ୍ଟା ୩-୧୨ ମିନିଟ୍‌ ରୁ ଘଣ୍ଟା ୩-୫୯ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା,  ତୁଳା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୨।୫୬।୩୭ସେକେଣ୍ଡ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ।

ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବିଚ୍ଛା/ଧନୁ/ମୀନ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଦିବା ଘଣ୍ଟା ୧୨।୫୬।୩୭ସେକେଣ୍ଡ ଗତେ ପାତାଳ ଗଣ୍ଡଦୋଷ, ଫଳ-ସୁତହାନୀ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ବନ୍ଧ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ସକାଳ ଘଣ୍ଟା ୯।୧୩।୧୪ସେକେଣ୍ଡ  ମଧ୍ୟେ ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧୦।୧୧ମି ରୁ ଘଣ୍ଟା ୧୧।୪୩ମି, ବାରବେଳା ଓ କାଳବେଳା- ସକାଳ ଘଣ୍ଟା ୮।୩୯ମି ରୁ ଘଣ୍ଟା ୧୧।୪୩ମି, କାଳରାତ୍ରି- ରାତ୍ର  ଘଣ୍ଟା ୮।୪୮ମି ରୁ ଘଣ୍ଟା ୧୦।୧୬ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୨୦।୧୩।୫୫, ଚନ୍ଦ୍ର ରାଶି-୩।୧୨।୬।୩୦, ମଙ୍ଗଳ ରାଶି-୯।୫।୧୫।୩୪,

ବୁଧ ରାଶି-୪।୭।୩୦।୩୫, ବୃହସ୍ପତି ରାଶି-୬।୨୩।୫୬।୧୬, ଶୁକ୍ର ରାଶି-୬।୪।୮।୩୪,

ଶନି ରାଶି-୮।୮।୨୫।୧୭, ରାହୁ ରାଶି-୩।୧୧।୨୦।୫୦, କେତୁ ରାଶି-୯।୧୧।୨୦।୫୦।

ଉଦୟଲଗ୍ନ-

ନିଶାନ୍ତ ଘଣ୍ଟା ୪।୨ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୧୫ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୨୩ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୩୪ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୪୯ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୫୫ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୪୪ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୨୦ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୭।୫୩ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୩୬ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୩୬ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୪୮ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୨ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ନୂତନ ଅକ୍ଷର ଆରମ୍ଭ, ନୌକା ନିର୍ମାଣ, ମକଦ୍ଦମାଦାୟର କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୧୨।୫୬।୩୭ସେକେଣ୍ଡ ମଧ୍ୟେ ପୁଷ୍ୟାନକ୍ଷତ୍ର  କର୍କଟରାଶି ଶନିମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧୨।୫୬।୩୭ସେକେଣ୍ଡ ପରେ  ଅଶ୍ଳେଷାନକ୍ଷତ୍ର  କର୍କଟରାଶି ବୁଧମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!