ଦୈନିକ ପାଞ୍ଜି: ସେପ୍ଟେମ୍ବର ୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୯, ୨୦୧୮

ସପ୍ତପୁରୀ ଅମାବାସ୍ୟା, ନଷ୍ଟ ଚନ୍ଦ୍ରୋପବାସ ଓ ନିଶାପାଳନ, କୁଶ ସଂଗ୍ରହ, ଶ୍ରୀ ମନ୍ଦିରେ ସପ୍ତପୁରୀ ଅମାବାସ୍ୟା ଭୋଗ । ଖୁଦୁରୀକୁଣୀ ଓଷା ଦ୍ଵିତୀୟପାଳି

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା୫।୩୩।୯ସେକେଣ୍ଡ ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୫।୪୮।୩୪ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ ସିଂହ ୨୪ ଦିନ ରାଷ୍ଟ୍ରିୟ ଭାଦ୍ରବ ୧୮ଦିନ ରବିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ  ଭାଦ୍ରବମାସ କୃଷ୍ଣପକ୍ଷ ରାତ୍ର ଘଣ୍ଟା୧୧।୩୧।୫୮ସେକେଣ୍ଡ ପରେ ଶୁକ୍ଳପକ୍ଷ,

ଅମାବାସ୍ୟାତିଥୀ ରାତ୍ର ଘଣ୍ଟା୧୧।୩୧।୫୮ସେକେଣ୍ଡ

ମଘାନକ୍ଷତ୍ର ସକାଳ ଘଣ୍ଟା୮।୧।୨୮ସେକେଣ୍ଡ, ସିଂହଚନ୍ଦ୍ର ଅହୋରାତ୍ର

ସିଦ୍ଧଯୋଗ ଦିବା ଘଣ୍ଟା୨।୪୨।୬ସେକେଣ୍ଡ

ଚତୁଷ୍ପଦକରଣ ଦିବା ଘଣ୍ଟା୧।୬।୧୬ସେକେଣ୍ଡ, ନାଗକରଣ ରାତ୍ର ଘଣ୍ଟା୧୧।୩୧।୫୮ସେକେଣ୍ଡ

ରବ୍ୟଂଶଽ ୨୨।୧୦।୨୫, ସୂକ୍ଷ୍ମଚନ୍ଦ୍ର ରା୪।୧୧।୪୮।୧୬

ଦିନମାନ ଘଣ୍ଟା୧୨।୧୫।୨୫ସେକେଣ୍ଡ, ରାତ୍ରମାନ ଘଣ୍ଟା୧୧।୪୪।୩୫ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଐଶାନ୍ୟେ ରାତ୍ର ଘଣ୍ଟା୧୧।୩୧।୫୮ସେକେଣ୍ଡ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା୧୧।୩୧।୫୮ସେକେଣ୍ଡ ମଧ୍ୟେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ ଓ ପରେ ପାଣି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ସକା ଘଣ୍ଟା୬-୨୨ ମିନିଟ୍‌, ଦିବା ଘଣ୍ଟା୧୨-୫୩ ମିନିଟ୍‌ ରୁ ଘଣ୍ଟା୧-୪୨ ମିନିଟ୍‌, ଦିବା ଘଣ୍ଟା୧୨-୪ ମିନିଟ୍‌ ରୁ ଘଣ୍ଟା୩-୧୨ ମିନିଟ୍‌, ରାତ୍ର ଘଣ୍ଟା୬-୩୪ ମିନିଟ୍‌ ରୁ ଘଣ୍ଟା୭-୨୧ ମିନିଟ୍‌, ଅମୃତ ଦିବା ଘଣ୍ଟା୬-୨୨ ମିନିଟ୍‌ ରୁ ଘଣ୍ଟା୯-୩୮ ମିନିଟ୍‌, ରାତ୍ର ଘଣ୍ଟା୭-୨୧ ମିନିଟ୍‌ ରୁ ଘଣ୍ଟା୮-୫୫ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା୮।୧।୨୮ସେକେଣ୍ଡ ଗତେ  ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ମେଷ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ସକାଳ ଘଣ୍ଟା୮।୧।୨୮ସେକେଣ୍ଡ ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ ଓ ପରେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ପତିଭକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା୪।୧୮ମିନିଟ୍ ରୁ ଘଣ୍ଟା୫।୫୦ମିନିଟ୍, ବାରବେଳା ଓ କାଳବେଳା- ଦିବା ଘଣ୍ଟା୧୦।୧୧ମିନିଟ୍ ରୁ ଘଣ୍ଟା୧।୧୫ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା୧।୧୧ମିନିଟ୍ ରୁ ଘଣ୍ଟା୨।୩୯ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୨୨।୧୦।୨୫, ଚନ୍ଦ୍ର ରାଶି-୪।୧୧।୪୮।୧୮, ମଙ୍ଗଳ ରାଶି-୯।୫।୩୩।୪୬, ବୁଧ ରାଶି-୪।୧୧।୧୨।୧୭, ବୃହସ୍ପତି ରାଶି-୬।୨୪।୧୪।୨୧, ଶୁକ୍ର ରାଶି-୬।୫।୩୬।୫୬, ଶନି ରାଶି-୮।୮।୨୫।୩୬, ରାହୁ ରାଶି-୩।୧୧।୧୫।୩୨, କେତୁ ରାଶି-୯।୧୧।୧୫।୩୨।

ଉଦୟ ଲଗ୍ନ-

ରାତ୍ର ଘଣ୍ଟା ୩।୫୪ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୭ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୧୫ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୨୭ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୪୧ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୪୭ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୩୬ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୧୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୭।୪୫ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୨୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୨୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୪୦ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୫୪ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସକାଳ ଘଣ୍ଟା୮।୧।୨୮ସେକେଣ୍ଡ ମଧ୍ୟେ ମଘାନକ୍ଷତ୍ର  ସିଂହରାଶି କେତୁମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା୮।୧।୨୮ସେକେଣ୍ଡ ପରେ  ପୂର୍ବାଫାଲଗୁନୀନକ୍ଷତ୍ର  ସିଂହରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!