କଣ ଆପଣଙ୍କର ଜନ୍ମ ସୂର୍ଯ୍ୟାସ୍ତ ପୂର୍ବରୁ ହୋଇଛି କି?  ଯଦି ହଁ, ତେବେ ନିଶ୍ଚୟ ଜାଣନ୍ତୁ ଏହି ୪ଟି ମୁଖ୍ୟ କଥା।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯଦି ଆପଣଙ୍କ ଜନ୍ମ ମଧ୍ୟ ସୂର୍ଯ୍ୟାସ୍ତ ପୂର୍ବରୁ ହୋଇଛି, ତେବେ ନିଶ୍ଚୟ ଜାଣନ୍ତୁ ଏହି ୪ଟି ମୁଖ୍ୟ କଥା।

ଯଦି ଆପଣଙ୍କ ଜନ୍ମ ସୂର୍ଯ୍ୟାସ୍ତ ପୂର୍ବରୁ ହୋଇଥାଏ, ତେବେ ଏହାକୁ ପଢିବା ପରେ ଜାଣିପାରିବେ ଯେ ଆପଣ ସ୍ଵଭାବ ଯେମିତି ଅଟେ ଏହା ପଛର କାରଣ କଣ। ଜ୍ୟୋତିଷ ବିଦ୍ୟାରେ ଏହାର ତଥ୍ୟ ଲୁଚି ରହିଛି। ଶାସ୍ତ୍ର ପଢିଲେ କେତେ ଗୁଡିଏ ତଥ୍ୟ ଜାଣି ପାରିବେ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବ୍ୟକ୍ତିର ଜନ୍ମ ସମୟକୁ ନେଇ ତାହାର ସ୍ଵଭାବ ଓ ତାହାର ଭବିଷ୍ୟ ଉପରେ ଅଲଗା ପ୍ରକାରରେ ପ୍ରଭାବ ପକାଇଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜନ୍ମ ସମୟ ର ପ୍ରଭାବ ପଡିଥାଏ।

ଏକ ବା ସମାନ ସମୟରେ ଜନ୍ମ କେତେକ ବ୍ୟକ୍ତିର ସ୍ଵଭାବ ଏକା ପ୍ରକାର ହୋଇଥିଲେ ମଧ୍ୟ ତାଙ୍କର ଭବିଷ୍ୟ ସଂପୂର୍ଣ୍ଣ ଅଲଗା ହୋଇଥାଏ। ଯାହାର ଜନ୍ମ ସୂର୍ଯ୍ୟ ଉଦୟ ପୂର୍ବରୁ ବା ସୂର୍ଯ୍ୟାସ୍ତ ପରେ ହୋଇଥାଏ, ତାଙ୍କର ସ୍ଵଭାକୁ ନେଇ କେତେକ ରୋଚକ ତଥ୍ୟ ଅଛି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜନ୍ମ ସମୟରୁ ମଧ୍ୟ ବ୍ୟକ୍ତିର ସ୍ଵଭାବ ଜଣା ପଡିଥାଏ। ଯେମିତିକି ଆପଣ ଜାଣିଥିବେ ଯେଉଁ ମାନେ ମଧ୍ୟାହ୍ନ ସମୟରେ ଜନ୍ମ ହୋଇଥାନ୍ତି ସେମାନେ ଟିକେ ଦୁଷ୍ଟ ଅଧିକା ହୋଇଥାନ୍ତି ବୋଲି ସମସ୍ତେ କୁହନ୍ତି। ସେହି ଭଳି ସକାଳେ ବା ରାତ୍ରିରେ ଜନ୍ମ ନେଇଥିବା ଶିଶୁ ମାନଙ୍କର ସ୍ଵଭାବ ମଧ୍ୟ ଭିନ୍ନ ଭିନ୍ନ ଅଟେ।

ଅନ୍ୟ ବ୍ୟକ୍ତିଙ୍କ ଠାରୁ ଏହି ବ୍ୟକ୍ତି ବହୁତ ଅଲଗା

ସୂର୍ଯ୍ୟାସ୍ତ ପୂର୍ବରୁ ଜନ୍ମିତ ବ୍ୟକ୍ତି ସ୍ଵୟଂ ସକ୍ଷମ ହୋଇଥାନ୍ତି, ଅନ୍ୟ ବ୍ୟକ୍ତିଙ୍କ ଠାରୁ ଏହି ବ୍ୟକ୍ତିଙ୍କ ଚିନ୍ତା ଧାରା ସଂପୂର୍ଣ୍ଣ ଅଲଗା ହୋଇଥାଏ। ସୂର୍ଯ୍ୟାସ୍ତ ପରେ ଜନ୍ମିତ ବ୍ୟକ୍ତି ବହୁତ ପରିଶ୍ରମୀ। ଯେଉଁ କାମ ମିଳେ ସେମାନେ ଡରନ୍ତି ନାହିଁ।

ମଜବୁତ୍ ହୋଇଥାଏ ଦୁଇଟି ଗ୍ରହ

ଜ୍ୟୋତିଷଙ୍କ ମତରେ ସୂର୍ଯ୍ୟାସ୍ତ ପରେ ଜନ୍ମିତ ବ୍ୟକ୍ତିର କୁଣ୍ଡଳୀରେ ବୃହସ୍ପତି ଓ ରାହୁ ଗ୍ରହ ମଜବୁତ୍ ହୋଇଥାଏ। ଧନର ଅଭାବ କେବେବି ହୁଏ ନାହିଁ। କିନ୍ତୁ ସବୁବେଳେ ପରିଶ୍ରମ କରିବାକୁ ପଡିଥାଏ। ସୂର୍ଯ୍ୟାସ୍ତ ପରେ ଜନ୍ମିତ ବ୍ୟକ୍ତି ନିଜର ଭବିଷ୍ୟତ ଭଲରେ ରହିବାକୁ ଚାହୁଁଥିଲେ ତାଙ୍କ ପାଇଁ ଏକ ବିଶେଷ ମନ୍ତ୍ର ଅଛି। ଏହାର ଜପ କରନ୍ତୁ ଓ ଭବିଷ୍ୟତକୁ ଉଜ୍ଜ୍ଵଳ କରନ୍ତୁ।

ମନ୍ତ୍ର ଜପ ଦ୍ଵାରା କଲ୍ୟାଣ ହୁଏ।

ମନ୍ତ୍ର:

ଓଁ ଶ୍ରାଂ ଶ୍ରୀଂ ଶ୍ରୌଂ ସଃ ଚନ୍ଦ୍ରମସେ ନମଃ। ଏହି ମନ୍ତ୍ର ଜପ ପରେ ଆପଣଙ୍କ କୁଣ୍ଡଳୀରେ ଥିବା ଅଶୁଭ ସଂଯୋଗ ଦୂର ହେବ ଓ  ଆପଣଙ୍କ ଭବିଷ୍ୟତ ଜୀବନ ଉଜ୍ଜ୍ଵଳ ହେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!