ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୨, ୨୦୧୮
ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୨, ୨୦୧୮ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବଳିବାମନ ବେଶ। ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୫।୪୮ ସେକେଣ୍ଡ ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୫।୩୬।୪୧ ସେକେଣ୍ଡ ଉଡ୍ରାବ୍ଦ ୧୪୨୬ସାଲ କନ୍ୟା ୬ ଦିନ ରାଷ୍ଟ୍ରିୟ ଭାଦ୍ରବ ୩୧ଦିନ ଶନିବାର ଆଜିର ପଞ୍ଚାଙ୍ଗ– ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ତ୍ରୟୋଦଶୀତିଥୀ ଅହୋରାତ୍ର ଧନିଷ୍ଠାନକ୍ଷତ୍ର ରାତ୍ର ଘଣ୍ଟା ୭।୩୦।୩୩ ସେକେଣ୍ଡ, ମକରଚନ୍ଦ୍ର ସକାଳ ଘଣ୍ଟା ୬।୧୧ମିନିଟ୍ ଧୃତିଯୋଗ ରାତ୍ର ଘଣ୍ଟା ୩।୫୬।୨୫ ସେକେଣ୍ଡ କୌଳବକରଣ ଦିବା … ଅଧିକ ପଢନ୍ତୁ