ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୧, ୨୦୧୮

ବୈଷ୍ଣବ ମତ ଏକାଦଶୀ (ବିଜୟା ନାମ ଶ୍ରବଣା ମହାଦ୍ଵାଦଶୀ), ସର୍ବ ସମ୍ମତ ବାମନ ଜନ୍ମ ଦ୍ଵାଦଶୀ, ଶ୍ରବଣା- ଦ୍ଵାଦଶୀ ସ୍ନାନ, ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ୬୧ ଅଙ୍କ ଆରମ୍ଭ, ସୁନିଆଁ, ସନ- ୧୪୨୬ ସାଲ ଆରମ୍ଭ, ଗରୁଡ ପାର୍ଶ୍ଵ ପରିବର୍ତ୍ତନ, ଶକ୍ରୋଧ୍ଵଜ ଉତ୍ଥାପନ ଦ୍ଵାଦଶୀ ଓ ଇନ୍ଦ୍ରଧ୍ଵଜ ପୂଜାରମ୍ଭ, ମହାରମ୍ ପର୍ବ। 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୫।୩୫ ସେକେଣ୍ଡ  ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୩୭।୩୬ ସେକେଣ୍ଡ

ଉଡ୍ରାବ୍ଦ ୧୪୨୬ ସାଲ କନ୍ୟା ୫ ଦିନ ରାଷ୍ଟ୍ରିୟ ଭାଦ୍ରବ ୩୦ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ଦ୍ୱାଦଶୀତିଥୀ ରାତି ଘଣ୍ଟା ୩।୪୧।୩୭ ସେକେଣ୍ଡ

ଶ୍ରବଣାନକ୍ଷତ୍ର ଦିବା ଘଣ୍ଟା ୪। ୪୬।୧୩ ସେକେଣ୍ଡ, ମକରଚନ୍ଦ୍ର ଅହୋରାତ୍ର

ସୁକର୍ମାଯୋଗ ରାତି ଘଣ୍ଟା ୩।୨୦।୨୧ ସେକେଣ୍ଡ

ବବକରଣ ଦିବା ଘଣ୍ଟା ୨।୩୧।୨୮ ସେକେଣ୍ଡ,  ବାଳବକରଣ ରାତ୍ର ଘଣ୍ଟା ୩।୪୧।୩୭ ସେକେଣ୍ଡ

ରବ୍ୟଂଶଽ ୩।୫୧।୫୬, ସୂକ୍ଷ୍ମଚନ୍ଦ୍ର ରା୯।୧୭।୪୮।୨୬

ଦିନମାନ ଘଣ୍ଟା ୧୨।୨।୧ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୫୭।୫୯ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ନୈଋତ କୋଣେ ରାତି ଘଣ୍ଟା ୩।୪୧।୩୭ ସେକେଣ୍ଡ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତି ଘଣ୍ଟା ୩।୪୧।୩୭ ସେକେଣ୍ଡ ମଧ୍ୟେ ପୋଇ, ମଶୁର ଡାଲି ଓ ପରେ ବାଇଗଣ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯୋଦୟରୁ ସକାଳ ଘଣ୍ଟା ୭-୧୩ମିନିଟ୍, ଦିବା ଘଣ୍ଟା ୮-୪୭ମିନିଟ୍ ରୁ ଘଣ୍ଟା ୧୧-୯ମିନିଟ୍, ରାତ୍ର ଘଣ୍ଟା ୭-୫୩ମିନିଟ୍ ରୁ ଘଣ୍ଟା ୧୧-୮ମିନିଟ୍, ଘଣ୍ଟା ୨-୨୩ମିନିଟ୍ ରୁ ଘଣ୍ଟା ୩-୧୨ମିନିଟ୍।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୪। ୪୬।୧୩ ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ । ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବିଛା, ଧନୁ ଓ ମୀନ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ- ସଧବା ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ରାତି ଘଣ୍ଟା ୩।୪୧।୩୭ ସେକେଣ୍ଡ ମଧ୍ୟେ ଏକପାଦ ଦୋଷ।

ଅଶୁଭସମୟ-

ରାହୁକାଳ/ କାଳବେଳା- ଦିବା ଘଣ୍ଟା ୧୦।୯ମିନିଟ୍ ରୁ ଘଣ୍ଟା ୧୧।୩୯ମିନିଟ୍, ବାରବେଳା-ଦିବା ଘଣ୍ଟା ୮।୩୯ମିନିଟ୍ ରୁ ଘଣ୍ଟା ୧୦।୯ମିନିଟ୍, କାଳରାତ୍ରି-ରାତ୍ରି ଘଣ୍ଟା ୮।୪୦ମିନିଟ୍ ରୁ ଘଣ୍ଟା ୧୦।୧୦ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୫।୩।୫୧।୧୦ ଚନ୍ଦ୍ର ରାଶି-୯।୧୭।୪୫।୫୬, ମଙ୍ଗଳ ରାଶି-୯।୮।୨୦।୫୯, ବୁଧ ରାଶି-୫।୩।୪୭।୧୨, ବୃହସ୍ପତି ରାଶି-୬।୨୬।୯।୪୭, ଶୁକ୍ର ରାଶି-୬।୧୨।୫୫।୩୪, ଶନି ରାଶି-୮।୮।୩୬।୧, ରାହୁ ରାଶି-୩।୧୦।୩୭।୩୯, କେତୁ ରାଶି-୯।୧୦।୩୭।୩୯।

ଉଦୟଲଗ୍ନ-

ସକାଳ ଘଣ୍ଟା ୭।୨୯ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୪୧ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୫୬ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୨ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୩।୫୧ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୨୭ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୭ଟା ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୮।୪୩ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୪୩ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୫୫ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୯ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୫।୧୮ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ଋଣଦାନ ଓ ଗ୍ରହଣ, ବାଣିଜ୍ୟକରଣ, ନାମକରଣ, ଧାନ୍ୟସ୍ଥାପନ, ଔଷଧସେବନ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୪। ୪୬।୧୩ ସେକେଣ୍ଡ ଶ୍ରବଣାନକ୍ଷତ୍ର  ମକରରାଶି  ଚନ୍ଦ୍ରମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୪। ୪୬।୧୩ ସେକେଣ୍ଡ ପରେ  ଧନିଷ୍ଠାନକ୍ଷତ୍ର  ମକରରାଶି  ମଙ୍ଗଳମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!