ସ୍ମାର୍ତ୍ତ ସମ୍ମତ ପାର୍ଶ୍ଵ ପରିବର୍ତ୍ତନ (ବଡ)ଏକାଦଶୀ ଉପବାସ, ଲକ୍ଷ୍ମୀନାରାୟଣ ବ୍ରତ, ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୦, ୨୦୧୮

ସ୍ମାର୍ତ୍ତ ସମ୍ମତ ପାର୍ଶ୍ଵ ପରିବର୍ତ୍ତନ (ବଡ)ଏକାଦଶୀ ଉପବାସ, ଲକ୍ଷ୍ମୀନାରାୟଣ ବ୍ରତ, କରମା ଯାତ୍ରା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୫।୨୩ ସେକେଣ୍ଡ  ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୩୮।୩୧ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  କନ୍ୟା ୪ ଦିନ ରାଷ୍ଟ୍ରିୟ ଭାଦ୍ରବ ୨୯ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ଏକାଦଶୀତିଥୀ ରାତ୍ର ଘଣ୍ଟା ୧।୧୭।୫ ସେକେଣ୍ଡ

ଉତ୍ତରାଷାଢାନକ୍ଷତ୍ର ଦିବା ଘଣ୍ଟା ୧।୪୪।୧୯ ସେକେଣ୍ଡ, ମକରଚନ୍ଦ୍ର ଅହୋରାତ୍ର

ଅତିଗଣ୍ଡଯୋଗ ରାତ୍ର ଘଣ୍ଟା ୨।୨୭।୩୫ ସେକେଣ୍ଡ

ବାଣିଜ୍ୟକରଣ ଦିବା ଘଣ୍ଟା ୧୧।୫୯।୨୫ ସେକେଣ୍ଡ, ବିଷ୍ଟିକରଣ ରାତ୍ର ଘଣ୍ଟା ୧।୧୭।୫ ସେକେଣ୍ଡ

ରବ୍ୟଂଶଽ ୨।୫୩।୧୮, ସୂକ୍ଷ୍ମଚନ୍ଦ୍ର ରା୯।୫।୫୯।୪୫

ଦିନମାନ ଘଣ୍ଟା ୧୨।୩।୯ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୫୬।୫୧ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଅଗ୍ନିକୋଣେ ରାତ୍ର ଘଣ୍ଟା ୧।୧୭।୫ ସେକେଣ୍ଡ ଗତେ ନୈଋତ କୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୧।୧୭।୫ ସେକେଣ୍ଡ ମଧ୍ୟେ ଶିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ପ୍ରାତଃ ଘଣ୍ଟା ୬-୨୫ ମିନିଟ୍‌ ରୁ ଘଣ୍ଟା ୮-୪୭ ମିନିଟ୍‌, ଦିବା ଘଣ୍ଟା ୧୧-୫୭ ମିନିଟ୍‌ ରୁ ଘଣ୍ଟା ୩-୬ ମିନିଟ୍‌, ରାତ୍ର ଘଣ୍ଟା ୭-୫୪ ମିନିଟ୍‌ ରୁ ଘଣ୍ଟା ୯-୩୧ ମିନିଟ୍‌, ରାତ୍ର ଘଣ୍ଟା ୧୧-୫୭ ମିନିଟ୍‌ ରୁ ଘଣ୍ଟା ୧-୩୫ ମିନିଟ୍‌, ଘଣ୍ଟା ୨-୨୩ ମିନିଟ୍‌ ରୁ ଘଣ୍ଟା ୫-୩୮ ମିନିଟ୍‌, ମାହେନ୍ଦ୍ର ଦିବା ଘଣ୍ଟା ୩-୫୩ ମିନିଟ୍‌ ରୁ ଘଣ୍ଟା ୪-୪୧ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧।୪୪।୧୯ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ତୁଳା ଓ କୁମ୍ଭ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ ସଧବା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତ ବ୍ୟକ୍ତିର ଦିବା ଘଣ୍ଟା ୧।୪୪।୧୯ ସେକେଣ୍ଡ ମଧ୍ୟେ ଏକପାଦ ବାରଦୋଷ ପରେ ରାତ୍ର ଘଣ୍ଟା ୧।୧୭।୫ ସେକେଣ୍ଡ ଗତେ ଏକପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧।୧୦ମିନିଟ୍ ରୁ ଘଣ୍ଟା ୨।୪୦ମିନିଟ୍, କାଳବେଳା- ଦିବା ଘଣ୍ଟା ୨।୪୦ମିନିଟ୍ ରୁ ଘଣ୍ଟା ୪।୧୧ମିନିଟ୍, ବାରବେଳା-ଦିବା ଘଣ୍ଟା ୪।୧୧ମିନିଟ୍ ରୁ ଘଣ୍ଟା ୫।୪୧ମିନିଟ୍, କାଳରାତ୍ରି-ରାତ୍ରି ଘଣ୍ଟା ୧୧।୪୦ମିନିଟ୍ ରୁ ଘଣ୍ଟା ୧।୯ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୫।୨।୫୨।୩୩ ଚନ୍ଦ୍ର ରାଶି-୯।୫।୫୭।୨୧, ମଙ୍ଗଳ ରାଶି-୯।୮।୩।୧୨, ବୁଧ ରାଶି-୫।୧।୫୬।୫୭, ବୃହସ୍ପତି ରାଶି-୬।୨୫।୫୯।୨୯, ଶୁକ୍ର ରାଶି-୬।୧୨।୨୬।୨, ଶନି ରାଶି-୮।୮।୩୪।୩୯, ରାହୁ ରାଶି-୩।୧୦।୩୭।୫୧, କେତୁ ରାଶି-୯।୧୦।୩୭।୫୧।

ଉଦୟଲଗ୍ନ-

ସକାଳ ଘଣ୍ଟା ୭।୩୩ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୪୪୫ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୨ଟା ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୬ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୩।୫୫ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୩୧ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୭।୪ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୮।୪୭ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୪୭ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୫୯ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୧୩ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୫।୨୨ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ପୁଂସବନ, ସିମନ୍ତୋନୟନ, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, କ୍ରୟବିକ୍ରୟ, ଔଷଧକରଣ, ଔଷଧ ସେବନ, କୋର୍ଟବିବାହ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୧।୪୪।୧୯ ସେକେଣ୍ଡ ମଧ୍ୟେ  ଉତ୍ତରାଷାଢାନକ୍ଷତ୍ର  ମକରରାଶି  ରବିମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧।୪୪।୧୯ ସେକେଣ୍ଡ ପରେ  ଶ୍ରବଣାନକ୍ଷତ୍ର  ମକରରାଶି  ଚନ୍ଦ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!