ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୮, ୨୦୧୮

ତାଳ ନବମୀ, ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୧ ଜନ୍ମୋତ୍ସବ ବା ଶୁଭାବିର୍ଭାବତିଥି

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୪।୫୮ ସେକେଣ୍ଡ  ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୪୦।୨୨ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ କନ୍ୟା ୨ ଦିନ ରାଷ୍ଟ୍ରିୟ ଭାଦ୍ରବ ୨୭ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ନବମୀତିଥୀ ରାତ୍ର ଘଣ୍ଟା ୮।୫।୩ ସେକେଣ୍ଡ

ମୂଳାନକ୍ଷତ୍ର ସକାଳ ଘଣ୍ଟା ୭।୩୫।୨ ସେକେଣ୍ଡ, ଧନୁଚନ୍ଦ୍ର ଅହୋରାତ୍ର

ସୌଭାଗ୍ୟଯୋଗ ରାତ୍ର ଘଣ୍ଟା ୧୨।୨୨।୨୯ ସେକେଣ୍ଡ

ବାଳବକରଣ ସକାଳ ଘଣ୍ଟା ୬।୫୨।୧୫ ସେକେଣ୍ଡ, କୌଳବକରଣ ରାତ୍ର ଘଣ୍ଟା ୮।୫।୩ ସେକେଣ୍ଡ

ରବ୍ୟଂଶଽ ୦।୫୬।୮, ସୂକ୍ଷ୍ମଚନ୍ଦ୍ର ରା୮।୧୨।୨୦।୨୫

ଦିନମାନ ଘଣ୍ଟା ୧୨।୫।୨୪ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୫୪।୩୬ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ପୂର୍ବେ ରାତ୍ର ଘଣ୍ଟା ୮।୫।୩ ସେକେଣ୍ଡ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୮।୫।୩ ସେକେଣ୍ଡ ମଧ୍ୟେ ଲାଉ ଓ ପରେ କଳମ ଶାଗ ନ ଖାଇଲେ ଭଲ।

ଶୁଭସମୟ- ଅମୃତ ସୂର୍ଯୋଦୟରୁ ସକାଳ ଘଣ୍ଟା ୬-୨୫ମିନିଟ୍, ଦିବା ଘଣ୍ଟା ୭-୧୨ମିନିଟ୍ ରୁ ଘଣ୍ଟା ୯-୩୫ମିନିଟ୍, ଘଣ୍ଟା ୧୧-୫୭ମିନିଟ୍ ରୁ ଘଣ୍ଟା ୩-୭ମିନିଟ୍, ଘଣ୍ଟା ୩-୫୫ମିନିଟ୍ ରୁ ଘଣ୍ଟା ୫-୩୦ମିନିଟ୍, ରାତ୍ର ଘଣ୍ଟା ୬-୧୮ମିନିଟ୍ ରୁ ଘଣ୍ଟା ୯-୩୨ମିନିଟ୍, ଘଣ୍ଟା ୧୧-୫୮ମିନିଟ୍ ରୁ ଘଣ୍ଟା ୧-୩୫ମିନିଟ୍, ଘଣ୍ଟା ୨-୨୩ମିନିଟ୍ ରୁ ଘଣ୍ଟା ୪ ଟା।

ଚନ୍ଦ୍ରଶୁଦ୍ଧି

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୭।୩୫।୨ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମକରରାଶିର ଘାତବାର। ତୁଳା/କୁମ୍ଭ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ସକାଳ ଘଣ୍ଟା ୭।୩୫।୨ ସେକେଣ୍ଡ ଗତେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ଦୋଷ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୨।୪୨ମିନିଟ୍ ରୁ ଘଣ୍ଟା ୪।୧୨ମିନିଟ୍, କାଳବେଳା- ଦିବା ଘଣ୍ଟା ୧।୧୧ମିନିଟ୍ ରୁ ଘଣ୍ଟା ୨।୪୨ମିନିଟ୍, ବାରବେଳା-ସକାଳ ଘଣ୍ଟା ୭।୮ମିନିଟ୍ ରୁ ଘଣ୍ଟା ୮।୩୯ମିନିଟ୍, କାଳରାତ୍ରି-ରାତ୍ରି ଘଣ୍ଟା ୭।୧୨ମିନିଟ୍ ରୁ ଘଣ୍ଟା ୮।୪୨ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୫।୦।୫୫।୨୫, ଚନ୍ଦ୍ର ରାଶି-୮।୧୨।୧୮।୨୦, ମଙ୍ଗଳ ରାଶି-୯।୭।୨୯।୩୦, ବୁଧ ରାଶି-୪।୨୮।୧୩।୫୮, ବୃହସ୍ପତି ରାଶି-୬।୨୫।୩୯।୯, ଶୁକ୍ର ରାଶି-୬।୧୧।୨୨।୩୯, ଶନି ରାଶି-୮।୮।୩୨।୧୧, ରାହୁ ରାଶି-୩।୧୦।୩୫।୪୨, କେତୁ ରାଶି-୯।୧୦।୩୫।୪୨।

ଉଦୟଲଗ୍ନ-

ସକାଳ ଘଣ୍ଟା ୭।୪୧ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୫୩ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୮ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୧୪ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୩୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୭।୧୨ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୮।୫୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୫୫ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୭ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୨୧ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୫।୩୦ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସକାଳ ଘଣ୍ଟା ୭।୩୫।୨ ସେକେଣ୍ଡ ମଧ୍ୟେ  ମୂଳାନକ୍ଷତ୍ର  ଧନୁରାଶି  କେତୁମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା ୭।୩୫।୨ ସେକେଣ୍ଡ ପରେ  ପୂର୍ବାଷାଢାନକ୍ଷତ୍ର  ଧନୁରାଶି  ଶୁକ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!