କଣ ଆପଣ ଜାଣିଛନ୍ତି କୈଳାସ ପର୍ବତର ଏହି ରହସ୍ୟ? ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ – ଦେଖନ୍ତୁ ଏହି ଭିଡିଓ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ କୈଳାସ ପର୍ବତର ଏହି ରହସ୍ୟ? – ଦେଖନ୍ତୁ ଏହି ଭିଡିଓ

କୈଳାସ ପର୍ବତକୁ ଭଗବାନ ଶଙ୍କର ଙ୍କର ବାସ ସ୍ଥାନ ବୋଲି କୁହାଯାଏ। ଏହି ପର୍ବତ ସମ୍ବନ୍ଧରେ କିଛି ଏପରି ତଥ୍ୟ ଅଛି ଯାହା ଆଜି ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି। ଏହି ପର୍ବତରେ ଭଗବାନ ଶଙ୍କର ମାତା ପାର୍ବତୀଙ୍କ ସହ ଏଠାରେ ବାସ କରୁଥିଲେ। ଯଦିଓ ଆଜି ଏହି ଜାଗା ପୁରା ଖାଲି ପଡିଛି, କିନ୍ତୁ ଆଜି ଯାକେ ସେଠାରେ କେହି ପହଞ୍ଚି ପାରି ନାହାଁନ୍ତି। କୈଳାସ ପର୍ବତକୁ ହିନ୍ଦୁ ଧର୍ମରେ ବହୁତ ପବିତ୍ର ବୋଲି କୁହାଯାଏ ଏବଂ ବେଦରେ ମଧ୍ୟ ଏହି ପର୍ବତର ବ୍ୟାଖ୍ୟା କରାଯାଇଛି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏମିତି ମଧ୍ୟ ଲୋକ କଥା ଅଛି ଯେ ଏହି ପର୍ବତକୁ କୌଣସି ଅପବିତ୍ର ଆତ୍ମା ଯାଇପାରେ ନାହିଁ। ଏହି ପର୍ବତ 6630 ମିଟରରୁ ମଧ୍ୟ ଅଧିକ। ଆଜି ପର୍ଯ୍ୟନ୍ତ କୌଣସି ପର୍ବତାରୋହୀ ଏହି ପର୍ବତରେ ଚଢିପାରି ନାହାଁନ୍ତି। ଏହାର ଉଚ୍ଚତା ପାଇଁ ନୁହେଁ ବରଂ ଡରିକି କେହି ଏହି ପର୍ବତରେ ଚଢଉ ନାହାଁନ୍ତି। କୈଳାସ ପର୍ବତର ରହସ୍ୟ ହେଉଛି ଯେ ଏହା ଭିତରୁ ଫମ୍ପା। କିଛି ବର୍ଷ ପୂର୍ବରୁ ବୈଜ୍ଞାନିକ ମାନେ ଏହା ପରୀକ୍ଷା କରି ଦେଖିଥିଲେ ଯେ କୈଳାସ ପର୍ବତ ଏକ ଅତ୍ୟନ୍ତ ରେଡିୟୋଂ ଏକ୍ଟିବ ଜାଗା ଅଟେ। ଏହି ରେଡିୟୋଂ ଏକ୍ଟିବ ସବୁ ଦିଗରେ ଏକା ପ୍ରକାର ଥିଲା।

କୈଳାସ ପର୍ବତ ଦୁନିଆର ସବୁଠୁ ବଡ ପର୍ବତ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ସେହି ପର୍ବତ ସହ ଜଡିତ କିଛି ରହସ୍ୟ ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବୁ।

କୈଳାସ ପର୍ବତ ରହସ୍ୟ-

ଏହି ପର୍ବତ ଶିବଙ୍କ ବାସ ସ୍ଥାନ। ଏହି ପର୍ବତ ତିବ୍ବତରେ ଥିବା ଏକ ରହସ୍ୟମୟୀ ପର୍ବତ ଅଟେ। ଏହା ୪ଟି ନଦୀ ବ୍ରହ୍ମପୁତ୍ର, ସିନ୍ଧୁ, ସତଲୁଜ ଏବଂ କ୍ରନାଲୀ ମଝିରେ ଅବସ୍ଥାନ କରିଛି। ଏହି ପର୍ବତ ପାଖରେ ୨ଟି ବଡ ହ୍ରଦ ଅଛି- ମାନସରୋବର ଓ ରାକ୍ଷସ। ମାନସରୋବର ଏକ ସ୍ବଚ୍ଛ ପାଣିର ହ୍ରଦ ଯାହାର ଆକାର ସୂର୍ଯ୍ୟଙ୍କ ଭଳି। ରାକ୍ଷସ ହରଦର ପାଣି ଖରିଆ ଅଟେ ଓ ଏହାର ଆକାର ଚନ୍ଦ୍ରଙ୍କଭଳି।

କୁହାଯାଏ ଯଦି ଏହି ପର୍ବତର 108 ଥର ପରିକ୍ରମା କରାଯାଏ ତେବେ ମୋକ୍ଷ ପ୍ରାପ୍ତି ହୁଏ। ଏହି ପର୍ବତର ରହସ୍ୟ ଏବେ ପର୍ଯ୍ୟନ୍ତ ମଧ୍ୟ ଅଗୋଚର। ଏହି ପର୍ବତ ବିଷୟରେ କିଛି ବୈଜ୍ଞାନିକ ମାନେ ମତ ଦେଇଛନ୍ତି ଯେ ଏହା ପ୍ରାକୃତିକ ନୁହେଁ ଏହାକୁ ତିଆରି କରାଯାଇଛି। ଏହାର ନିର୍ମାଣ ବିଲକୁଲ ସେମିତି ହେଇଛି ଯେମିତି Egypt ର ପିରାମିଡ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!