ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୨, ୨୦୧୮

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବଳିବାମନ ବେଶ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୫।୪୮ ସେକେଣ୍ଡ  ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୩୬।୪୧ ସେକେଣ୍ଡ

ଉଡ୍ରାବ୍ଦ ୧୪୨୬ସାଲ କନ୍ୟା ୬ ଦିନ ରାଷ୍ଟ୍ରିୟ ଭାଦ୍ରବ ୩୧ଦିନ ଶନିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ତ୍ରୟୋଦଶୀତିଥୀ ଅହୋରାତ୍ର

ଧନିଷ୍ଠାନକ୍ଷତ୍ର ରାତ୍ର ଘଣ୍ଟା ୭।୩୦।୩୩ ସେକେଣ୍ଡ, ମକରଚନ୍ଦ୍ର ସକାଳ ଘଣ୍ଟା ୬।୧୧ମିନିଟ୍

ଧୃତିଯୋଗ ରାତ୍ର ଘଣ୍ଟା ୩।୫୬।୨୫ ସେକେଣ୍ଡ

କୌଳବକରଣ ଦିବା ଘଣ୍ଟା ୪।୪୬ମିନିଟ୍, ତୈତିଳକରଣ ଅହୋରାତ୍ର

ରବ୍ୟଂଶଽ ୪।୫୦।୩୬, ସୂକ୍ଷ୍ମଚନ୍ଦ୍ର ରା୯।୨୯।୪୨।୨୩

ଦିନମାନ ଘଣ୍ଟା ୧୨।୦।୫୪ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୫୯।୬ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ରାତ୍ର ଶେଷ ପର୍ଯ୍ୟନ୍ତ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଶେଷ ପର୍ଯ୍ୟନ୍ତ ବାଇଗଣ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯୋଦୟରୁ ପ୍ରାତଃ ଘଣ୍ଟା ୬-୨୫ ମିନିଟ୍‌, ଦିବା ଘଣ୍ଟା ୭-୧୩ ମିନିଟ୍‌ ରୁ ଘଣ୍ଟା ୧୧-୯ ମିନିଟ୍‌, ରାତ୍ର ଘଣ୍ଟା ୭-୫୩ ମିନିଟ୍‌ ରୁ ଘଣ୍ଟା ୮-୪୨ ମିନିଟ୍‌, ଘଣ୍ଟା ୯-୩୧ ମିନିଟ୍‌ ରୁ ଘଣ୍ଟା ୧୧-୫୭ ମିନିଟ୍‌, ଦିବା ଘଣ୍ଟା ୪-୦୧ ମିନିଟ୍‌ ରୁ ଘଣ୍ଟା ୫-୩୮ ମିନିଟ୍‌, ମାହେନ୍ଦ୍ର ସୂର୍ଯ୍ୟାସ୍ତରୁ ରାତ୍ର ଘଣ୍ଟା ୭-୫୩ ମିନିଟ୍‌, ରାତ୍ର ଘଣ୍ଟା ୧-୩୪ ମିନିଟ୍‌ ରୁ ଘଣ୍ଟା ୩-୧୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳ ଘଣ୍ଟା ୬।୧୧ମିନିଟ୍ ଗତେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୭।୩୦।୩୩ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର। ପ୍ରାତଃ ଘ ୬।୧୦ ମି ଗତେ ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ- ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୮।୩୯ମିନିଟ୍ ରୁ ଘଣ୍ଟା ୧୦।୯ମିନିଟ୍, କାଳବେଳା- ପ୍ରାତଃ ଘଣ୍ଟା ୫।୩୮ମିନିଟ୍ ରୁ ଘଣ୍ଟା ୭।୯ମିନିଟ୍, ଦିବା ଘଣ୍ଟା ୪।୯ମିନିଟ୍ ରୁ ଘଣ୍ଟା ୫।୩୯ମିନିଟ୍, ବାରବେଳା-ଦିବା ଘଣ୍ଟା ୧।୯ମିନିଟ୍ ରୁ ଘଣ୍ଟା ୨।୩୯ମିନିଟ୍, କାଳରାତ୍ରି- ସଂଧ୍ୟା ଘଣ୍ଟା ୫।୩୯ମିନିଟ୍ ରୁ ଘଣ୍ଟା ୭।୯ମିନିଟ୍, ରାତ୍ରି ଘଣ୍ଟା ୪।୯ମିନିଟ୍ ରୁ ଘଣ୍ଟା ୫।୩୯ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୫।୪।୪୯।୪୯ ଚନ୍ଦ୍ର ରାଶି-୯।୨୯।୩୯।୪୫, ମଙ୍ଗଳ ରାଶି-୯।୮।୩୯।୨୩, ବୁଧ ରାଶି-୫।୫।୩୬।୩୪, ବୃହସ୍ପତି ରାଶି-୬।୨୬।୨୦।୧୦, ଶୁକ୍ର ରାଶି-୬।୧୩।୨୩।୩୪, ଶନି ରାଶି-୮।୮।୩୭।୨୯, ରାହୁ ରାଶି-୩।୧୦।୩୫।୩୮, କେତୁ ରାଶି-୯।୧୦।୩୫।୩୮।

ଉଦୟଲଗ୍ନ-

ସକାଳ ଘଣ୍ଟା ୭।୨୬ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୩୭ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୫୨ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୧।୫୮ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୩।୪୭ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୨୩ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୬।୫୬ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୮।୩୯ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୩୯ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୫୨ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୫ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୫।୧୪ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ଋଣଦାନ ଓ ଗ୍ରହଣ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସକାଳ ଘଣ୍ଟା ୬।୧୧ମିନିଟ୍ ମଧ୍ୟେ ଧନିଷ୍ଠାନକ୍ଷତ୍ର  ମକରରାଶି  ମଙ୍ଗଳମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା ୬।୧୧ମିନିଟ୍ ପରେ ରାତ୍ର ଘଣ୍ଟା ୭।୩୦।୩୩ ସେକେଣ୍ଡ ମଧ୍ୟେ ଧନିଷ୍ଠାନକ୍ଷତ୍ର  କୁମ୍ଭରାଶି  ମଙ୍ଗଳମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୭।୩୦।୩୩ ସେକେଣ୍ଡ ପରେ  ଶତଭିଷାନକ୍ଷତ୍ର  କୁମ୍ଭରାଶି  ରହୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!