ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୪, ୨୦୧୮

ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ନୂଆଖାଇ, ନବାନ୍ନ ଭକ୍ଷଣ, ବିଶ୍ଵ ହିନ୍ଦୀ ଦିବସ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୪।୯ ସେକେଣ୍ଡ  ସୂର୍ଯ୍ୟାସ୍ତ ସଂଧ୍ୟା  ଘଣ୍ଟା ୫।୪୪।୨ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ ସିଂହ ୨୯ ଦିନ ରାଷ୍ଟ୍ରିୟ ଭାଦ୍ରବ ୨୩ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ପଞ୍ଚମୀତିଥୀ ଦିବା ଘଣ୍ଟା ୨।୨୪।୨୫ ସେକେଣ୍ଡ

ବିଶାଖାନକ୍ଷତ୍ର ରାତ୍ର ଘଣ୍ଟା ୧।୨୮ମିନିଟ୍, ତୁଳାଚନ୍ଦ୍ର ରାତ୍ର ଘଣ୍ଟା ୭।୧୫ମିନିଟ୍

ବୈଧୃତିଯୋଗ ରାତ୍ର ଘଣ୍ଟା ୧୧।୨୫।୧୩ ସେକେଣ୍ଡ

ବାଳବକରଣ ଦିବା ଘଣ୍ଟା ୨।୨୪।୨୫ ସେକେଣ୍ଡ, କୌଳବକରଣ ରାତ୍ର ଘଣ୍ଟା ୨।୩୦।୩୨ ସେକେଣ୍ଡ

ରବ୍ୟଂଶଽ ୨୭।୨।୧୦, ସୂକ୍ଷ୍ମଚନ୍ଦ୍ର ରା୬।୨୨।୩୪।୧୪

ଦିନମାନ ଘଣ୍ଟା ୧୨।୯।୫୨ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୫୦।୮ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଦକ୍ଷିଣେ ଦିବା ଘଣ୍ଟା ୨।୨୪।୨୫ ସେକେଣ୍ଡ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୨।୨୪।୨୫ ସେକେଣ୍ଡ ମଧ୍ୟେ ବେଲ, ପଣଶ ଓ ପରେ ନିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୬-୨୩ ମିନିଟ୍‌, ଦିବା ଘଣ୍ଟା ୭-୧୧ ମିନିଟ୍‌ ରୁ ଘଣ୍ଟା ୯-୩୭ ମିନିଟ୍‌, ଦିବା ଘଣ୍ଟା ୧୨-୩ ମିନିଟ୍‌ ରୁ ଘଣ୍ଟା ୨-୨୯ ମିନିଟ୍‌, ଦିବା ଘଣ୍ଟା ୪-୬ ମିନିଟ୍‌ ରୁ ଘଣ୍ଟା ୫-୪୩ ମିନିଟ୍‌, ରାତ୍ର ଘଣ୍ଟା ୭-୧୯ ମିନିଟ୍‌ ରୁ ଘଣ୍ଟା ୮-୫୩ ମିନିଟ୍‌, ରାତ୍ର ଘଣ୍ଟା ୧-୩୭ ମିନିଟ୍‌ ରୁ ଘଣ୍ଟା ୩-୧୨ ମିନିଟ୍‌, ମାହେନ୍ଦ୍ର ଦିବା ଘଣ୍ଟା ୮-୫୩ ମିନିଟ୍‌ ରୁ ଘଣ୍ଟା ୯-୪୦ ମିନିଟ୍‌, ରାତ୍ର ଘଣ୍ଟା ୩-୧୨ ମିନିଟ୍‌ ରୁ ଘଣ୍ଟା ୩-୯ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୭।୧୫ମିନିଟ୍ ଗତେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧।୨୮ମିନିଟ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବିଚ୍ଛା/ଧନୁ/ମୀନ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ- ପୁତ୍ରବତୀ

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ରାତ୍ର ଘଣ୍ଟା ୧।୨୮ମିନିଟ୍ ମଧ୍ୟେ ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିଘ୧୦।୯ମି ରୁ ଘ୧୧।୪୧ମି, ବାରବେଳା ଓ କାଳବେଳା- ସଘ୮।୩୯ମି ରୁ ଘ୧୧।୪୧ମି, କାଳରାତ୍ରି- ରାଘ୮।୪୩ମି ରୁ ଘ୧୦।୧୨ମି।

ସୂର୍ଯ୍ୟଉଦୟ କାଳିନ ଗ୍ରହସ୍ଫୁଟ-

ରବି ରା୪।୨୭।୨।୧୦, ଚ୬।୨୨।୩୪।୧୪, ମଙ୍ଗଳ ରାଶି-୯।୬।୩୨।୧୧, ବୁଧ ରାଶି ୪।୨୦।୪୧।୩୦, ବୃହସ୍ପତି ରାଶି-୬।୨୫।୧।୨୬, ଶୁକ୍ର ରାଶି-୬।୯।୦।୩୫, ଶନି ରାଶି-୮।୮।୨୮।୬, ରାହୁ ରାଶି-୩।୧୧।୦।୩, କେତୁ ରାଶି-୯।୧୧।୦।୩।

ଉଦୟଲଗ୍ନ-

ଘଣ୍ଟା ୩।୩୫ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୫।୪୭ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୭।୫୫ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୭ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୨୨ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୨୭ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୧୬ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୫୨ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୭।୨୬ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୯ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୮ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୨୧ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୩।୩୫ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ନୌକା ନିର୍ମାଣ, ଔଷଧ ସେବନ, ଖଡ୍ଗଧାରଣ, ଋଣଦାନ ଓ ଋଣଗ୍ରହଣ, ହଳ ଆରମ୍ଭ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୭।୧୫ମିନିଟ୍ ମଧ୍ୟେ  ବିଶାଖାନକ୍ଷତ୍ର  ତୁଳାରାଶି  ଗୁରୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୭।୧୫ମିନିଟ୍ ପରେ ରାତ୍ର ଘଣ୍ଟା ୧।୨୮ମିନିଟ୍ ମଧ୍ୟେ  ବିଶାଖାନକ୍ଷତ୍ର  ବିଛାରାଶି ଗୁରୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୧।୨୮ମିନିଟ୍ ପରେ  ଅନୁରାଧାନକ୍ଷତ୍ର  ବିଛାରାଶି ଶନି ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!