ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୦, ୨୦୧୮

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୩।୨୧ ସେକେଣ୍ଡ  ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୫।୪୭।୪୦ ସେକେଣ୍ଡ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଉଡ୍ରାବ୍ଦ ୧୪୨୫ସାଲ ସିଂହ ୨୫ ଦିନ ରାଷ୍ଟ୍ରିୟ ଭାଦ୍ରବ ୧୯ଦିନ ସୋମବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ  ଭାଦ୍ରବମାସ ଶୁକ୍ଳପକ୍ଷ, ପ୍ରତିପଦାତିଥୀ ରାତ୍ର ଘଣ୍ଟା ୮।୩୬।୮ ସେକେଣ୍ଡ

ପୂର୍ବାଫାଲଗୁନୀନକ୍ଷତ୍ର ସକାଳ ଘଣ୍ଟା ୫।୪୧।୨୪ ସେକେଣ୍ଡ,

କ୍ଷୟ ଉତ୍ତରାଫାଲଗୁନୀନକ୍ଷତ୍ର ରାତ୍ର ଘଣ୍ଟା ୩।୩୯ମିନିଟ୍, ସିଂହଚନ୍ଦ୍ର ଦିବା ଘଣ୍ଟା ୧୧।୯ମିନିଟ୍

ସାଧ୍ୟଯୋଗ ଦିବା ଘଣ୍ଟା ୧୧।୫।୧୭ ସେକେଣ୍ଡ,

କିଂସ୍ତୁଘ୍ନକରଣ ଦିବା ଘଣ୍ଟା ୧୦।୧।୪୧ ସେକେଣ୍ଡ, ବବକରଣ ରାତ୍ର ଘଣ୍ଟା ୮।୩୬।୮ ସେକେଣ୍ଡ

ରବ୍ୟଂଶଽ ୨୩।୮।୪୧, ସୂକ୍ଷ୍ମଚନ୍ଦ୍ର ରା୪।୨୬।୩୫।୫,

ଦିନମାନ ଘଣ୍ଟା ୧୨।୧୪।୧୯ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୪୫।୪୧ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ରାତ୍ର ଘଣ୍ଟା ୮।୩୬।୮ ସେକେଣ୍ଡ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୮।୩୬।୮ ସେକେଣ୍ଡ ମଧ୍ୟେ ପାଣି କଖାରୁ ଓ ପରେ ବୋଇତି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ଘଣ୍ଟା ୭-୧୨ ମିନିଟ୍‌, ଦିବା ଘଣ୍ଟା ୧୦-୨୭ ମିନିଟ୍‌ ରୁ ଘଣ୍ଟା ୧୨-୫୪ ମିନିଟ୍‌, ରାତ୍ର ଘଣ୍ଟା ୬-୩୪ ମିନିଟ୍‌ ରୁ ଘଣ୍ଟା ୮-୫୬ ମିନିଟ୍‌, ରାତ୍ର ଘଣ୍ଟା ୧୧-୧୭ ମିନିଟ୍‌ ରୁ ଘଣ୍ଟା ୨-୨୫ ମିନିଟ୍‌, ମାହେନ୍ଦ୍ର ଘଣ୍ଟା ୩-୨୦ ମିନିଟ୍‌ ରୁ ଘଣ୍ଟା ୪-୫୮ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୧୧।୯ମିନିଟ୍ ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି ଓ ସକାଳ ଘଣ୍ଟା ୫।୪୧।୨୪ ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି ଏବଂ ରାତ୍ର ଘଣ୍ଟା ୩।୩୯ମିନିଟ୍ ପରେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମିଥୁନ ରାଶିର ଘାତବାର। କର୍କଟ ଓ ମକର ରାଶିର ଘାତଚନ୍ଦ୍ର ଓ ଦିବା ଘଣ୍ଟା ୧୧।୯ମିନିଟ୍ ପରେ ବୃଷ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ସକାଳ ଘଣ୍ଟା ୫।୪୧।୨୪ସେକେଣ୍ଡ ମଧ୍ୟେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ସକାଳ ଘଣ୍ଟା ୫।୪୧ମିନିଟ୍ ପରେ ଏକପାଦ ଦୋଷ ଓ ରାତ୍ର ଘଣ୍ଟା ୮।୩୬।୮ସେକେଣ୍ଡ ଗତେ ଦ୍ଵିପାଦ ଦୋଷ ପୁନଶ୍ଚ ରାତ୍ର ଘଣ୍ଟା ୩।୩୯ମିନିଟ୍ ଗତେ ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ ଓ କାଳବେଳା- ସକାଳ ଘଣ୍ଟା ୭।୭ମିନିଟ୍ ରୁ ଘଣ୍ଟା ୮।୩୯ମିନିଟ୍, ବାରବେଳା- ଦିବା ଘଣ୍ଟା ୨।୪୬ମିନିଟ୍ ରୁ ଘଣ୍ଟା ୪।୧୮ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୧୦।୧୪ମି ରୁ ଘଣ୍ଟା ୧୧।୪୩ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୨୩।୮।୪୨, ଚନ୍ଦ୍ର ରାଶି-୪।୨୬।୩୫।୫, ମଙ୍ଗଳ ରାଶି-୯।୫।୪୩।୫୯, ବୁଧ ରାଶି-୪।୧୩।୫।୪, ବୃହସ୍ପତି ରାଶି-୬।୨୪।୨୩।୩୩, ଶୁକ୍ର ରାଶି-୬।୬।୧୯।୪୨, ଶନି ରାଶି-୮।୮।୨୫।୫୪, ରାହୁ ରାଶି-୩।୧୧।୧୨।୨୭, କେତୁ ରାଶି-୯।୧୧।୧୨।୨୭।

ଉଦୟଲଗ୍ନ-

ରାତ୍ର ଘଣ୍ଟା ୩।୫୦ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୩ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୧୧ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୨୩ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୩୭ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୪୩ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୩୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୭।୪୨ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୨୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୨୪ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୩୭ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୫୦ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ଦେବତା ଗଠନ, ନାମକରଣ, ଔଷଧ କରଣ, ଔଷଧ ସେବନ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ହଳ ଆରମ୍ଭ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସକାଳ ଘଣ୍ଟା ୫।୪୧।୨୪ ସେକେଣ୍ଡ ମଧ୍ୟେ ପୂର୍ବାଫାଲଗୁନୀନକ୍ଷତ୍ର  ସିଂହରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା ୫।୪୧।୨୪ ସେକେଣ୍ଡ ପରେ ସକାଳ ଘଣ୍ଟା ୧୧।୯ ମିନିଟ୍ ମଧ୍ୟେ ଉତ୍ତରାଫାଲଗୁନୀନକ୍ଷତ୍ର  ସିଂହରାଶି  ରବିମହାଦଶାରେ ଜନ୍ମହୋଇଛି ଓ ସକାଳ ଘଣ୍ଟା ୧୧।୯ ମିନିଟ୍ ପରେ ଉତ୍ତରାଫାଲଗୁନୀନକ୍ଷତ୍ର  କନ୍ୟାରାଶି  ରବିମହାଦଶାରେ ଜନ୍ମହୋଇଛି ଏବଂ ରାତ୍ର ଘଣ୍ଟା ୩।୩୯ମିନିଟ୍ ପରେ ହସ୍ତାନକ୍ଷତ୍ର  କନ୍ୟାରାଶି  ଚନ୍ଦ୍ରମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!