ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୧, ୨୦୧୮

ଦ୍ଵିତୀୟା ଚନ୍ଦ୍ରଦର୍ଶନ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୩।୩୩ ସେକେଣ୍ଡ  ସୂର୍ଯ୍ୟାସ୍ତ  ସଂଧ୍ୟା ଘଣ୍ଟା ୫।୪୬।୪୫ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୨୬ ଦିନ ରାଷ୍ଟ୍ରିୟ ଭାଦ୍ରବ ୨୦ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ଦ୍ୱିତିୟାତିଥୀ ସଂଧ୍ୟା ଘଣ୍ଟା ୬।୫ମିନିଟ୍

ହସ୍ତାନକ୍ଷତ୍ର ରାତ୍ର ଘଣ୍ଟା ୨।୪।୫୬ ସେକେଣ୍ଡ, କନ୍ୟାଚନ୍ଦ୍ର ଅହୋରାତ୍ର

ଶୁଭଯୋଗ ସକାଳ ଘଣ୍ଟା ୭।୪୫।୧୫ ସେକେଣ୍ଡ, କ୍ଷୟ ଶୁକ୍ଳଯୋଗ ରାଘ୪।୫୧ମିନିଟ୍

ବାଳବକରଣ ସକାଳ ଘଣ୍ଟା ୭।୧୭ମିନିଟ୍, କୌଳବକରଣ ସଂଧ୍ୟା ଘଣ୍ଟା ୬।୫ମିନିଟ୍,

କ୍ଷୟ ତୈତିଳକରଣ ନିଶାନ୍ତ ଘଣ୍ଟା ୫।୩।୧୧ ସେକେଣ୍ଡ

ରବ୍ୟଂଶଽ ୨୪।୭।୨, ସୂକ୍ଷ୍ମଚନ୍ଦ୍ର ରା୫।୧୧।୮।୪୦

ଦିନମାନ ଘଣ୍ଟା ୧୨।୧୩।୧୨ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୪୬।୪୮ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଉତ୍ତରେ ସଂଧ୍ୟା ଘଣ୍ଟା ୬।୫ମିନିଟ୍ ଗତେ ଅଗ୍ନି କୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସଂଧ୍ୟା ଘଣ୍ଟା ୬।୫ମିନିଟ୍ ମଧ୍ୟେ ବୋଇତି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସକାଳ ଘଣ୍ଟା ୮ ଟା ରୁ ଦିବା ଘଣ୍ଟା ୧୦-୨୭ ମିନିଟ୍‌, ଦିବା ଘଣ୍ଟା ୧୨-୫୩ ମିନିଟ୍‌ ରୁ ଘଣ୍ଟା ୨-୩୧ ମିନିଟ୍‌, ଦିବା ଘଣ୍ଟା ୩-୨୦ ମିନିଟ୍‌ ରୁ ଘଣ୍ଟା ୪-୫୭ ମିନିଟ୍‌, ସୂର୍ଯ୍ୟାସ୍ତରୁ ଘଣ୍ଟା ୬-୩୩ ମିନିଟ୍‌, ରାତ୍ର ଘଣ୍ଟା ୮-୫୫ ମିନିଟ୍‌ ରୁ ଘଣ୍ଟା ୧୧-୧୬ ମିନିଟ୍‌, ରାତ୍ର ଘଣ୍ଟା ୧-୩୮ ମିନିଟ୍‌ ରୁ ଘଣ୍ଟା ୩-୧୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମା ନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୨।୪।୫୬ ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମକର ରାଶିର ଘାତବାର। ବୃଷରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ- ସୁଭଗା ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଦ୍ୱିପାଦ ଦୋଷ ଓ ସଂଧ୍ୟା ଘଣ୍ଟା ୬।୫ମିନିଟ୍ ଗତେ ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୨।୪୫ମିନିଟ୍ ରୁ ଘଣ୍ଟା ୪।୧୬ମିନିଟ୍, ବାରବେଳା- ସକାଳ ଘଣ୍ଟା ୭।୭ମିନିଟ୍ ରୁ ଘଣ୍ଟା ୮।୩୯ମିନିଟ୍, କାଳବେଳା- ଦିବା ଘଣ୍ଟା ୧।୧୪ମିନିଟ୍ ରୁ ଘଣ୍ଟା ୨।୪୫ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୭।୧୭ମିନିଟ୍ ରୁ ଘଣ୍ଟା ୮।୪୫ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୨୪।୭।୨, ଚନ୍ଦ୍ର ରାଶି-୫।୧୧।୮।୪୦, ମଙ୍ଗଳ ରାଶି-୯।୫।୫୪।୫୭, ବୁଧ ରାଶି-୪।୧୪।୫୮।୪୧, ବୃହସ୍ପତି ରାଶି-୬।୨୪।୩୨।୫୨, ଶୁକ୍ର ରାଶି-୬।୭।୧।୩୦, ଶନି ରାଶି-୮।୮।୨୬।୧୮, ରାହୁ ରାଶି-୩।୧୧।୯।୨୧, କେତୁ ରାଶି-୯।୧୧।୯।୨୧।

ଉଦୟଲଗ୍ନ-

ରାତ୍ର ଘଣ୍ଟା ୩।୪୬ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୫।୫୯ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୭ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧୯ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୩୩ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୩୯ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୨୮ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୪ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୭।୩୮ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୨୦ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୨୦ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୩୩ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୪୬ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସିମନ୍ତୋନୟନ, ପୁଂସବନ, ଖଡ୍ଗଧାରଣ, ଋଣଦାନ ଓ ଋଣଗ୍ରହଣ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୨।୪।୫୬ ସେକେଣ୍ଡ ମଧ୍ୟେ ହସ୍ତାନକ୍ଷତ୍ର  କନ୍ୟାରାଶି  ଚନ୍ଦ୍ରମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୨।୪।୫୬ ସେକେଣ୍ଡ ପରେ  ଚିତ୍ରାନକ୍ଷତ୍ର  କନ୍ୟାରାଶି  ମଙ୍ଗଳମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!