ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୨, ୨୦୧୮

ବାଲିତୃତୀୟା ବା ଗୌରୀ ବ୍ରତ, ହରିତାଳିକା ବ୍ରତ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୩।୪୫ ସେକେଣ୍ଡ  ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୫।୪୫।୫୧ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ ସିଂହ ୨୭ ଦିନ ରାଷ୍ଟ୍ରିୟ ଭାଦ୍ରବ ୨୧ଦିନ ବୁଧବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ତୃତୀୟାତିଥୀ ଦିବା ଘଣ୍ଟା ୪।୭।୪୪ ସେକେଣ୍ଡ

ଚିତ୍ରାନକ୍ଷତ୍ର ରାତ୍ର ଘଣ୍ଟା ୧।୭।୨୨ ସେକେଣ୍ଡ, କନ୍ୟାଚନ୍ଦ୍ର ଦିବା ଘଣ୍ଟା ୧।୩୧ମିନିଟ୍

ବ୍ରହ୍ମଯୋଗ ରାତ୍ର ଘଣ୍ଟା ୨।୨୪।୩୦ ସେକେଣ୍ଡ

ଗରକରଣ ଦିବା ଘଣ୍ଟା ୪।୭।୪୪ ସେକେଣ୍ଡ, ବାଣିଜ୍ୟକରଣ ରାତ୍ର ଘଣ୍ଟା ୩।୨୫।୨୩ ସେକେଣ୍ଡ

ରବ୍ୟଂଶଽ ୨୫।୫।୨୩, ସୂକ୍ଷ୍ମଚନ୍ଦ୍ର ରା୫।୨୫।୨୨।୨୦

ଦିନମାନ ଘଣ୍ଟା ୧୨।୧୨।୬ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୪୭।୫୪ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଅଗ୍ନିକୋଣେ ଦିବା ଘଣ୍ଟା ୪।୭।୪୪ ସେକେଣ୍ଡ ଗତେ ନୈଋତ କୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୪।୭।୪୪ ସେକେଣ୍ଡ ମଧ୍ୟେ ପୋଟଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୧୧ମିନିଟ୍, ଦିବା ଘଣ୍ଟା ୯-୩୮ମିନିଟ୍ ରୁ ଘଣ୍ଟା ୧୧-୧୫ମିନିଟ୍, ଦିବା ଘଣ୍ଟା ୩-୧୯ମିନିଟ୍ ରୁ ଘଣ୍ଟା ୪-୫୬ମିନିଟ୍, ସଂଧ୍ୟା ଘଣ୍ଟା ୬-୩୨ମିନିଟ୍ ରୁ ଘଣ୍ଟା ୮-୫୪ମିନିଟ୍, ରାତ୍ର ଘଣ୍ଟା ୧-୩୮ମିନିଟ୍ ରୁ ଘଣ୍ଟା ୫-୩୪ମିନିଟ୍, ମାହେନ୍ଦ୍ର ଦିବା ଘଣ୍ଟା ୧-୪୧ମିନିଟ୍ ରୁ ୩-୧୯ମିନିଟ୍, ରାତ୍ର ଘଣ୍ଟା ୮-୫୪ମିନିଟ୍ ରୁ ଘଣ୍ଟା ୧୦-୨୯ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୧।୩୧ମିନିଟ୍ ଗତେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧।୭।୨୨ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

କର୍କଟ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ- ବିପୁତ୍ରା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ ଓ ବାରବେଳା- ଦିବା ଘଣ୍ଟା ୧୧।୪୧ମିନିଟ୍ ରୁ ଘଣ୍ଟା ୧।୧୩ମିନିଟ୍, କାଳବେଳା- ସକାଳ ଘଣ୍ଟା ୮।୩୯ମିନିଟ୍ ରୁ ଘଣ୍ଟା ୧୦।୧୦ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୨।୩୯ମିନିଟ୍ ରୁ ଘଣ୍ଟା ୪।୭ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୨୫।୫।୨୩, ଚନ୍ଦ୍ର ରାଶି-୫।୨୫।୨୨।୨୦, ମଙ୍ଗଳ ରାଶି-୯।୬।୬।୩୯, ବୁଧ ରାଶି-୪।୧୬।୫୨।୪୮, ବୃହସ୍ପତି ରାଶି-୬।୨୪।୪୨।୧୭, ଶୁକ୍ର ରାଶି-୬।୭।୪୨।୧୬, ଶନି ରାଶି-୮।୮।୨୬।୪୮, ରାହୁ ରାଶି-୩।୧୧।୬।୧୫, କେତୁ ରାଶି-୯।୧୧।୬।୧୫।

ଉଦୟଲଗ୍ନ-

ରାତ୍ର ଘଣ୍ଟା ୩।୪୨ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୫।୫୫ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୩ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧୫ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୨୯ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୩୫ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୨୪ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬ଟା ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୭।୩୪ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୧୬ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୧୬ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୨୯ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୪୨ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଦେବତା ଗଠନ, ନୂତନ ଅକ୍ଷର ଆରମ୍ଭ, ନାମକରଣ, ଔଷଧ କରଣ, ଔଷଧ ସେବନ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୧।୩୧ମିନିଟ୍ ମଧ୍ୟେ ଚିତ୍ରାନକ୍ଷତ୍ର  କନ୍ୟାରାଶି  ମଙ୍ଗଳମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧।୩୧ମିନିଟ୍ ପରେ ରାତ୍ର ଘଣ୍ଟା ୧।୭।୨୨ ସେକେଣ୍ଡ ମଧ୍ୟେ ଚିତ୍ରାନକ୍ଷତ୍ର  ତୁଳାରାଶି  ମଙ୍ଗଳମହାଦଶାରେ ଜନ୍ମହୋଇଛି।  ରାତ୍ର ଘଣ୍ଟା ୧।୭।୨୨ ସେକେଣ୍ଡ ପରେ  ସ୍ଵାତୀନକ୍ଷତ୍ର  ତୁଳାରାଶି  ରାହୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!