ଶ୍ରୀ ଗଣେଶ ଚତୁର୍ଥୀ ବା ଗଣେଶ ପୂଜା, ବିନାୟକ ବ୍ରତ, ଚନ୍ଦ୍ରଦର୍ଶନ ନିଷେଧ, ଋଷି ପଞ୍ଚମୀ। ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୩, ୨୦୧୮

ଶ୍ରୀ ଗଣେଶ ଚତୁର୍ଥୀ ବା ଗଣେଶ ପୂଜା, ବିନାୟକ ବ୍ରତ, ଚନ୍ଦ୍ରଦର୍ଶନ ନିଷେଧ, ଋଷି ପଞ୍ଚମୀ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୩।୫୭ ସେକେଣ୍ଡ  ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୫।୪୪।୫୬ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ ସିଂହ ୨୮ ଦିନ ରାଷ୍ଟ୍ରିୟ ଭାଦ୍ରବ ୨୨ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ଚତୁର୍ଥୀତିଥୀ ଦିବା ଘଣ୍ଟା ୨।୫୨।୨୦ ସେକେଣ୍ଡ

ସ୍ୱାତୀନକ୍ଷତ୍ର ରାତ୍ର ଘଣ୍ଟା ୧୨।୫୩।୪୩ ସେକେଣ୍ଡ, ତୁଳାଚନ୍ଦ୍ର ଅହୋରାତ୍ର

ଇନ୍ଦ୍ରଯୋଗ ରାତ୍ର ଘଣ୍ଟା ୧୨।୩୫।୨୯ ସେକେଣ୍ଡ

ବିଷ୍ଟିକରଣ ଦିବା ଘଣ୍ଟା ୨।୫୨।୨୦ ସେକେଣ୍ଡ, ବବକରଣ ରାତ୍ର ଘଣ୍ଟା ୨।୩୩।୧୮ ସେକେଣ୍ଡ

ରବ୍ୟଂଶଽ ୨୬।୩।୪୬, ସୂକ୍ଷ୍ମଚନ୍ଦ୍ର ରା୬।୯।୧୧।୩୦

ଦିନମାନ ଘଣ୍ଟା ୧୨।୧୦।୫୯ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୪୯।୧ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ନୈଋତ କୋଣେ ଦିବା ଘଣ୍ଟା ୨।୫୨।୨୦ ସେକେଣ୍ଡ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୨।୫୨।୨୦ ସେକେଣ୍ଡ ମଧ୍ୟେ ମୂଳା ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୧୧ ମିନିଟ୍‌, ଦିବା ଘଣ୍ଟା ୧୦-୨୬ ମିନିଟ୍‌ ରୁ ଘଣ୍ଟା ୧୨-୫୨ ମିନିଟ୍‌, ଅମୃତ ରାତ୍ର ଘଣ୍ଟା ୨-୨୫ ମିନିଟ୍‌ ରୁ ଘଣ୍ଟା ୩-୧୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୨।୫୩।୪୩ ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ତୁଳା/କୁମ୍ଭ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ- ବିପୁତ୍ରା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ରାତ୍ର ଘଣ୍ଟା ୧୨।୫୩।୪୩ ସେକେଣ୍ଡ ଗତେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧।୧୨ମି ରୁ ଘଣ୍ଟା ୨।୪୪ମି, କାଳବେଳା ଓ ବାରବେଳା- ଦିବା ଘଣ୍ଟା ୨।୪୪ମି ରୁ ଘଣ୍ଟା ୫।୪୭ମି, କାଳରାତ୍ରି- ରାତ୍ର ଘଣ୍ଟା ୧୧।୪୧ମି ରୁ ଘଣ୍ଟା ୧।୧୦ମି।

ସୂର୍ଯ୍ୟଉଦୟ କାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୨୬।୩।୪୬, ଚନ୍ଦ୍ର ରାଶି-୬।୯।୧୧।୩୦, ମଙ୍ଗଳ ରାଶି-୯।୬।୧୯।୩, ବୁଧ ରାଶି-୪।୧୮।୪୭।୯, ବୃହସ୍ପତି ରାଶି-୬।୨୪।୫୧।୪୮, ଶୁକ୍ର ରାଶି-୬।୮।୨୧।୫୯, ଶନି ରାଶି-୮।୮।୨୭।୨୪, ରାହୁ ରାଶି-୩।୧୧।୩।୯, କେତୁ ରାଶି-୯।୧୧।୩।୯।

ଉଦୟଲଗ୍ନ-

ରାତ୍ର ଘଣ୍ଟା ୩।୩୯ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୫।୫୧ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୭।୫୯ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧୧ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୨୫ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୩୧ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୨୦ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୫୬ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୭।୩୦ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୧୨ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୧୨ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୨୫ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୩୯ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ନୂତନ ଅକ୍ଷର ଆରମ୍ଭ, ଔଷଧ କରଣ, ଔଷଧ ସେବନ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଅସ୍ତ୍ରୋପଚାର, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୧୨।୫୩।୪୩ ସେକେଣ୍ଡ ମଧ୍ୟେ  ସ୍ଵାତୀନକ୍ଷତ୍ର  ତୁଳାରାଶି  ରାହୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୧୨।୫୩।୪୩ ସେକେଣ୍ଡ ପରେ  ବିଶାଖାନକ୍ଷତ୍ର  ତୁଳାରାଶି ଗୁରୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!