ତୁଳସିଦେବୀ ଭଗବାନ ବିଷ୍ଣୁଙ୍କୁ ପଥର ପାଲଟିଯିବା ପାଇଁ ଦେଇଥିଲେ ଅଭିଶାପ, ଜାଣନ୍ତୁ ସମ୍ପୂର୍ଣ କଥା

ଭଗବାନ ବିଷ୍ଣୁଙ୍କ ପୂଜା କରିବା ସମୟରେ ତୁଳସୀ ପତ୍ର ଅର୍ପଣ କରାଯାଏ । କୁହାଯାଏ କି ଭଗବାନ ବିଷ୍ଣୁଙ୍କୁ ଯଦି ତୁଳସୀ ପତ୍ର ଅର୍ପିତ କରାଯାଏ ନାହିଁ ତେବେ ପୂଜାରେ ସଫଳ ହୁଏ ନାହିଁ । ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଚଢାଇବା ଏକ ପୌରାଣିକ କଥା ଅଛି ଓ ଏହି କଥା ଅନୁସାରେ ତୁଳସୀ ଦ୍ଵାରା ଭଗବାନ ବିଷ୍ଣୁଙ୍କୁ ଏକ ଅଭିଶାପ ଦେଇଥିଲେ । ସେହି ଅଭିଶାପରେ ଭଗବାନ … ଅଧିକ ପଢନ୍ତୁ

ରବିବାର ଦିନ ଓସ୍ତ ଗଛ ପାଖରେ କରନ୍ତୁ ଏହି ଉପାୟ, ସୂର୍ଯ୍ୟ ଦେବ ହେବେ ପ୍ରସନ୍ନ- ଚମକିବ ଭାଗ୍ୟ

ହିନ୍ଦୁ ମାନ୍ୟତା ଅନୁସାରେ ରବିବାର ସୂର୍ଯ୍ୟଦେବଙ୍କ ଦିନ ହୋଇଥାଏ । କୁହାଯାଏ କି ଏହି ଦିନ ଯିଏ ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିଦିଏ ତାର ଭାଗ୍ୟ ପରିବର୍ତ୍ତନ ହୋଇ ଶୁଭ ପ୍ରାପ୍ତି ହୁଏ । ସୂର୍ଯ୍ୟଦେବ ତେଜସ୍ଵୀ ଦେବତା ଅଟନ୍ତି । ଯେକୌଣସି ବ୍ୟକ୍ତି ହେଉ ନା କାହିଁକି ତାର ଭାଗ୍ୟକୁ ପରିବର୍ତ୍ତନ କରିବାର ଶକ୍ତି ସୂର୍ଯ୍ୟଦେବଙ୍କର ଅଛି । ସୂର୍ଯ୍ୟଙ୍କ କିରଣରେ ହିଁ ବହୁତ ପଜିଟିଭ ଏନର୍ଜି ରହିଥାଏ । … ଅଧିକ ପଢନ୍ତୁ

ଜାଣନ୍ତୁ ହାତରେ କାହିଁକି ବନ୍ଧା ଯାଏ ମୌଳିର ଧାଗା, ଏବଂ କେମିତି ଏହା ଆପଣଙ୍କ ରକ୍ଷା କରେ

ପୂଜା ବା ଯଜ୍ଞ  ଆରମ୍ଭ କରିବା ପୂର୍ବରୁ ହାତରେ ମୌଳିସୂତା ବନ୍ଧାଯାଏ । ଶାସ୍ତ୍ରରେ ଏହି ମୌଳିସୂତା କୁ ବହୁତ ପବିତ୍ର ମନାଯାଏ । ମୌଳି ଶବ୍ଦର ଅର୍ଥ “ସବୁଠାରୁ ଉପରେ” । କେତେ ଲୋକମାନେ ଏହାକୁ କଲାବା ମଧ୍ୟ କହିଥାନ୍ତି । ଯେବେକି ପୁରାଣରେ ଏହାକୁ ଉପ ମଣିବନ୍ଧ କୁହାଯାଏ । ଏହାକୁ ବାନ୍ଧିବା ସମୟରେ ପୂଜା ବା ଯଜ୍ଞ କରିବା ପାଇଁ ସଂକଳ୍ପ କରାଯାଏ । ଏଥିପାଇଁ … ଅଧିକ ପଢନ୍ତୁ

ଶାଳଗ୍ରାମ ପୂଜା କରିଲେ ହୁଏ ନାହିଁ ଧନର ଅଭାବ, କେବଳ ଏହି ସବୁ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ

ଶାଳଗ୍ରାମକୁ ଭଗବାନ ବିଷ୍ଣୁଙ୍କ ପଥର କୁହାଯାଏ ଓ ଏହାକୁ ପୂଜା କରି ବିଷ୍ଣୁଙ୍କୁ ପ୍ରସନ୍ନ କରାଯାଏ । ଶାଳଗ୍ରାମ ପଥର ନେପାଳର ମୁକ୍ତିନାଥ ଓ କଲି ଗଣ୍ଡକୀ ନଦୀରେ ହିଁ ମିଳିଥାଏ, ଏବଂ ଏହା ୩୩ ପ୍ରକାର ହୋଇଥାଏ । ଏହି ୩୩ ପ୍ରକାର ଶାଳଗ୍ରାମରୁ ୨୪ପ୍ରକାର ଶାଳଗ୍ରାମକୁ ବିଷ୍ଣୁଙ୍କ ୨୪ ପ୍ରକାର ଅବତାର ବୋଲି କୁହାଯାଏ । ଏହାବ୍ୟତୀତ ଆମେ ପାଳନ କରୁଥିବା ୨୪ଟି ଏକାଦଶୀକୁ ଏହି ଶାଳଗ୍ରାମକୁ … ଅଧିକ ପଢନ୍ତୁ

କିଛି ଅଶୁଭ ଘଟିବା ପୂର୍ବରୁ ଆମକୁ ମିଳିଥାଏ ଏହି ୧୦ ଟି ସଂକେତ, ଭୁଲରେ ବି କରନ୍ତୁ ନାହିଁ ଅଣଦେଖା

ଆମ ଦେଶରେ ସମସ୍ତେ ଜ୍ୟୋତିଷ ବିଦ୍ୟାକୁ ବିଶ୍ଵାସ କରିଥାନ୍ତି । କିଛି ଲୋକମାନେ ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜ୍ୟୋତିଷ ବିଦ୍ୟା ଦ୍ଵାରା ଭଲ ଭାବରେ ବୁଝି ସୁଝି କାର୍ଯ୍ୟ ଆରମ୍ଭ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ନକ୍ଷତ୍ରର ଗଣନା କାଲେ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜାଣିହୁଏ । କେତେ ବ୍ୟକ୍ତି ଏହି ଜ୍ୟୋତିଷ ବିଦ୍ୟାକୁ ବିଶ୍ଵାସ କରନ୍ତି ଓ ଆଉ କିଛି ଲୋକ ଏହାକୁ ବିଶ୍ଵାସ … ଅଧିକ ପଢନ୍ତୁ

ସ୍ନାନ କରୁଥିବା ପାଣିରେ ଏହି ୭ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ ମିଶାନ୍ତୁ ଦେଖିବେ ସବୁ କାମ ହେବ ସଫଳ ଓ ବଢିବ ମାନସମ୍ମାନ

ଜୀବନରେ ସମସ୍ତେ ଚାହାନ୍ତି ଧନୀ ହେବାକୁ ଓ ଯାହା ବି କରିବେ ସେଥିରେ ସଫଳ ହେବାକୁ । ଏମିତି ରେ ବି ସମାଜରେ ମାନ-ସମ୍ମାନ କିଏ ବା ନ ଚାହେଁ, କିନ୍ତୁ ଏହା ଏତେ ସହଜରେ ମିଳି ନଥାଏ, ଏହା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ । କିନ୍ତୁ କଣ ଆପଣ ଜାଣି ଛନ୍ତି ଯଦି କୌଣସି ଉପାୟ କରା ଯାଏ ତେବେ ଏହା ବହୁତ ସହଜରେ ମିଳି … ଅଧିକ ପଢନ୍ତୁ

ଡିର୍ପେସନର କାରଣ ହୋଇପାରେ ମୋତି, ଲଗ୍ନ କୁଣ୍ଡଳୀ ଅନୁସାରେ ଜାଣନ୍ତୁ ଏହାକୁ ଧାରଣ କରିବାର ତରିକା

ରତ୍ନ ବିଜ୍ଞାନରେ ମୋତିକୁ ବହୁତ ମହତ୍ଵ ଦିଆହେଇଛି । ଗୋଲ ଲମ୍ବା ଆକାରର ମୋତି, ଯାହାର ରଙ୍ଗ ସଫା ହୋଇଥାଏ , ସେଥିରେ ଲାଲ ରଙ୍ଗର ଧ୍ଵଜ ଆକାରର ସୂକ୍ଷ୍ମ ଚିହ୍ନ ହୋଇଥାଏ । ଏହାକୁ ଧାରଣ କାଲେ ଧାରଣକର୍ତ୍ତାର ଧନ ଲାଭ ହୋଇଥାଏ । ସାମାନ୍ୟତଃ ଚନ୍ଦ୍ରମା କ୍ଷୀଣ ହେଲେ ମୋତି ପିନ୍ଧିବାକୁ କୁହାଯାଏ କିନ୍ତୁ ଏହା ସବୁ ଲଗ୍ନ ପ୍ରତି ଠିକ ନୁହେଁ ।  ଏମିତିଆ ଲଗ୍ନ … ଅଧିକ ପଢନ୍ତୁ

ଏହି ଛୋଟ ଛୋଟ ଉପାୟ ଦ୍ଵାରା ଖୁସି ହୋଇଯିବେ ଗୁରୁ, ଶନି ଓ କେତୁ

ବୃହସ୍ପତି ମାନେ ଗୁରୁ ୫ ନଭେମ୍ବର ୨୦୧୯ କୁ ନିଜ ରାଶି ଧନୁ ରେ ଗୋଚର କରଛନ୍ତି ଓ ୨୯ ମାର୍ଚ ୨୦୨୦ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଗୁରୁଙ୍କର ରାଶି ପରିବର୍ତ୍ତନ ପରିଣାମ ଅନ୍ୟରାଶି ଗୁଡିକରେ ମଧ୍ୟ ପଡେ । ସେଥିପାଇଁ ଶନି ଦେବ ଆଉ କେତୁ ଗୁରୁଙ୍କର ସ୍ଵାଗତ ପାଇଁ ପ୍ରଥମରୁ ହିଁ ଧନୁ ରାଶିରେ ଅଛନ୍ତି । ଗୁରୁ ୧୪୩ ମାସ ପରେ ନିଜ … ଅଧିକ ପଢନ୍ତୁ

error: Content is protected !!