ଡିର୍ପେସନର କାରଣ ହୋଇପାରେ ମୋତି, ଲଗ୍ନ କୁଣ୍ଡଳୀ ଅନୁସାରେ ଜାଣନ୍ତୁ ଏହାକୁ ଧାରଣ କରିବାର ତରିକା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରତ୍ନ ବିଜ୍ଞାନରେ ମୋତିକୁ ବହୁତ ମହତ୍ଵ ଦିଆହେଇଛି । ଗୋଲ ଲମ୍ବା ଆକାରର ମୋତି, ଯାହାର ରଙ୍ଗ ସଫା ହୋଇଥାଏ , ସେଥିରେ ଲାଲ ରଙ୍ଗର ଧ୍ଵଜ ଆକାରର ସୂକ୍ଷ୍ମ ଚିହ୍ନ ହୋଇଥାଏ । ଏହାକୁ ଧାରଣ କାଲେ ଧାରଣକର୍ତ୍ତାର ଧନ ଲାଭ ହୋଇଥାଏ । ସାମାନ୍ୟତଃ ଚନ୍ଦ୍ରମା କ୍ଷୀଣ ହେଲେ ମୋତି ପିନ୍ଧିବାକୁ କୁହାଯାଏ କିନ୍ତୁ ଏହା ସବୁ ଲଗ୍ନ ପ୍ରତି ଠିକ ନୁହେଁ ।  ଏମିତିଆ ଲଗ୍ନ ଯାହା ଚନ୍ଦ୍ରମା ଶୁଭ ସ୍ଥାନରେ ସ୍ଵାମୀ ହୋଇକି ନିର୍ବଳ ହୋଇଯାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ସମୟରେ ମୋତି ପିନ୍ଧିବା ଲାଭ ଦାୟକ ଅଟେ । ନେହେଲ ମୋତି ଡିପ୍ରେସନ, ଦୁଃଖ, ଆତ୍ମହତ୍ୟାର କାରଣ ହୋଇପାରେ ।  ଜାଣନ୍ତୁ ଲଗ୍ନ କୁଣ୍ଡଳୀ ଅନୁସାରେ କେଉଁ ସମୟରେ ମୋତି ଧାରଣ କରିପାରିବେ ।

ଲଗ୍ନ କୁଣ୍ଡଳୀରେ ଚନ୍ଦ୍ରମା ଶୁଭ ସ୍ଥାନରେ ସ୍ଥାୟୀ ହୋଇଥିବେ କିନ୍ତୁ

୧. ୬, ୮ କିମ୍ବା ୧୨ ଭାବରେ ଚନ୍ଦ୍ରମା ଥିଲେ ମୋତି ପିନ୍ଧ ।

୨. ତଳ ରାଶିରେ ଥିଲେ ମୋତି ପିନ୍ଧ ।

୩. ଚନ୍ଦ୍ରମା ଡ଼ାହୁ କି କେତୁ ସହ ଯୁକ୍ତ ଥିଲେ ମୋତି ପିନ୍ଧ ।

୪. ଚନ୍ଦ୍ରମା ପାପ ଗ୍ରହ ଦୃଷ୍ଟିରେ ଥିଲେ ମୋତି ପିନ୍ଧ ।

୫. ଚନ୍ଦ୍ରମା କ୍ଷୀଣ ହୋଇ କି ସୂର୍ଯ୍ୟଙ୍କ ସାଥିରେ ଥିଲେ ମୋତି ପିନ୍ଧିବ ।

୬. ଚନ୍ଦ୍ରମାର କ୍ଷୀଣ ହେଇଥିବା, କୃଷ୍ଣ ପକ୍ଷରେ ଜନ୍ମ ହୋଇଥିଲେ ମୋତି ପିନ୍ଧିବା ଲାଭ ଦାୟକ ହୋଇଥାଏ ।

ମୋତିର କିଛି ବିଶେଷ କଥା

ରତ୍ନ ୮୪ ପ୍ରକାରର ହୋଇଥାଏ । ସେଥିରେ ମୋତି ନିଜର ମହତ୍ଵ ଦର୍ଶାଇଥାଏ । ଚନ୍ଦ୍ରମାର ବଳି ହେବାଦ୍ଵାରା କେବଳ ମାନସିକ ପ୍ରଭାବ ଦୂର ହେଇଥାଏ ଆହୁରି ମଧ୍ୟ ପଥରୀ, ପେଶାବ ତଂତ୍ର ଏବଂ ଦେହ ଦରଜରୁ ମୁକ୍ତି ମିଳିଥାଏ ।
ଯଦି ଚନ୍ଦ୍ରମା ଲଗ୍ନ କୁଣ୍ଡଳୀରେ ଅଶୁଭ ହୋଇ ଶୁଭ ସ୍ତାନକୁ ପ୍ରଭାବିତ କରେ ତେବେ ଏହି ସ୍ଥିତିରେ ମୋତି ପିନ୍ଧିବା ଠିକ ନୁହେଁ । ମୋତି ନ ପିନ୍ଧିକି ସଫା ରଙ୍ଗର ବସ୍ତୁ ଦାନ କରନ୍ତୁ , ଶିବଙ୍କର ଅଭିଷେକ କରନ୍ତୁ , ହାତରେ ସଫା ରଙ୍ଗର ଧାଗା ବାନ୍ଧନ୍ତୁ ବ ଚାନ୍ଦିର ଗିଲାସରେ ପଣି ପିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!