ସ୍ନାନ କରୁଥିବା ପାଣିରେ ଏହି ୭ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ ମିଶାନ୍ତୁ ଦେଖିବେ ସବୁ କାମ ହେବ ସଫଳ ଓ ବଢିବ ମାନସମ୍ମାନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜୀବନରେ ସମସ୍ତେ ଚାହାନ୍ତି ଧନୀ ହେବାକୁ ଓ ଯାହା ବି କରିବେ ସେଥିରେ ସଫଳ ହେବାକୁ । ଏମିତି ରେ ବି ସମାଜରେ ମାନ-ସମ୍ମାନ କିଏ ବା ନ ଚାହେଁ, କିନ୍ତୁ ଏହା ଏତେ ସହଜରେ ମିଳି ନଥାଏ, ଏହା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ । କିନ୍ତୁ କଣ ଆପଣ ଜାଣି ଛନ୍ତି ଯଦି କୌଣସି ଉପାୟ କରା ଯାଏ ତେବେ ଏହା ବହୁତ ସହଜରେ ମିଳି ପାରେ ବୋଲି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସମାଜରେ ନିଜ ପ୍ରତିଷ୍ଟା ଲଗାତାର ରହିବା ପାଇଁ ଏବଂ ବୃଦ୍ଧି ହେବା ପାଇଁ କିଛି ସହଜ ଉପାୟ ଆଜି ଆମେ ଆପଣଙ୍କୁ କହିବୁ । ଆସନ୍ତୁ ଜାଣିବା ଏହା ବିଷୟରେ ।

ସକାଳେ ସ୍ନାନ କରିବା ସମୟରେ ପାଣିରେ ଏହି ଜିନିଷ ମିଶାନ୍ତୁ –

ଗୁଡ, ସୁନାର କୌଣସି ବସ୍ତୁ, ହଳଦୀ, ମହୁ, ଚିନି, ଲୁଣ, ହଳଦିଆ ଫୁଲ ଏହି ସବୁ ଜିନିଷ ମଧ୍ୟରୁ କୌଣସି ଏକ ଜିନିଷକୁ ପାଣିରେ ମିଶେଇ ଗାଧାନ୍ତୁ । ସକାଳୁ ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।

ଦୁର୍ଗା ସପ୍ତଶତୀ ର ଦ୍ୱାଦଶ ଅଧ୍ୟାୟ ନିୟମିତ ପାଠ କଲେ ସମାଜରେ ପ୍ରତିଷ୍ଟା ବୃଦ୍ଧି ହୁଏ । ପ୍ରତିଦିନ ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ , ଏହା କରିବା ଦ୍ଵାରା ସମ୍ମାନ ବଢେ । ରାତିରେ ଶୋଇବା ପୂର୍ବରୁ ନିଜ ଖଟ ତଳେ ଏକ ଛୋଟ ପାତ୍ରରେ କିଛି ପାଣି ରଖନ୍ତୁ ଏବଂ ସକାଳୁ ଉଠିକି ଏହି ପାଣିକୁ ଘର ବାହାରେ ଢାଳି ଦିଅନ୍ତୁ । ଏହା ଦ୍ଵାରା ମଧ୍ୟ ଖୁବ ପ୍ରତିଷ୍ଟା ବଢେ ।

ତେବେ ଆପଣ ବି ଯଦି ଚାହୁଁଛନ୍ତି ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେଉ ଓ ସମସ୍ତ କାର୍ଯ୍ୟ ସଫଳ ହେଉ ତେବେ ନିଶ୍ଚୟ ଗାଧୋଇବା ପାଣି ରେ ଏହି ସବୁ ରୁ କୌଣସି ଗୋଟେ ଜିନିଷ ପକାନ୍ତୁ ଦେଖିବେ ସବୁ ଇଚ୍ଛା ପୂର୍ଣ୍ଣ ହେବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!