ଶିବ ରୁଦ୍ରାଷ୍ଟକ ର ବିଶେଷ ମାହାତ୍ମ୍ୟ କଣ?
ଶିବ ରୁଦ୍ରାଷ୍ଟକ ର ବିଶେଷ ମାହାତ୍ମ୍ୟ କଣ? ଏମିତିରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସନାତନ ଗ୍ରନ୍ଥରେ, ପୁରାଣରେ ଅନେକ ମନ୍ତ୍ର ଉଲ୍ଲେଖ କରାଯାଇଛି,ଅନେକ ସ୍ତୁତି ବା ସ୍ତୋତ୍ର ମଧ୍ୟ ଅଛି,ଯାହାକୁ ଅନେକ ଋଷି ଏବଂ ଆଚାର୍ଯ୍ୟ ମାନେ କହିଛନ୍ତି। ଯାହାଙ୍କୁ ଜପ ବା ଗାନ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି। କିନ୍ତୁ ଶ୍ରୀ ଶିବ ରୁଦ୍ରାଷ୍ଟକ ସ୍ତୋତ୍ର ର ମହତ୍ଵ ଏବଂ ପ୍ରଭାବ ଅତୁଳନୀୟ ଅଟେ।ପ୍ରତିଦିନ … ଅଧିକ ପଢନ୍ତୁ