ସକାଳୁ ଉଠି କରନ୍ତୁ ଏହି ୧୫ଟି କାର୍ଯ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା- Vastu Tips

ସକାଳେ ଆଖି ଖୋଲିବା ପୂର୍ବରୁ ପ୍ରଥମେ ବ୍ୟକ୍ତି ଉଠେ ପରେ ଆଖି ଖୋଲିଥାଏ । ଆଖି ଖୋଲିବା ପରେ ମସ୍ତିଷ୍କ ମଧ୍ୟ ଧିରେ ଧୀରେ କାମ କରେ । ଏହା ବୁଝିବା ଜରୁରୀ ଅଟେ କି ଯେପରି ସୂର୍ଯ୍ୟ ଉଦୟ ପୂର୍ବରୁ ପ୍ରଥମେ ଆଲୋକ ଦେଖାଦିଏ ଓ ପରେ ସୂର୍ଯ୍ୟ ଦେଖା ଦିଅନ୍ତି । ଠିକ୍ ସେହିପରି ବ୍ୟକ୍ତିକୁ ପୂର୍ଣ୍ଣ ଚେତନା ହେବା ପାଇଁ ସମୟ ଲାଗେ । ଏହି … ଅଧିକ ପଢନ୍ତୁ

ଘରେ ସୁଖ ଶାନ୍ତିରେ ରହିବାକୁ ଚାହୁଁଥିଲେ, ନିଶ୍ଚୟ କରନ୍ତୁ ଏହି ଉପାୟ- Astro Tips

ସବୁ ଲୋକମାନେ ଚାହିଁଥାନ୍ତି ଯେ ଘରେ ସୁଖ ଶାନ୍ତି ଓ ଆରାମ ଲାଗିରହୁ । ଏଥିପାଇଁ ଲୋକମାନେ ଅନେକ ଅନେକ ଉପାୟ ମଧ୍ୟ କରୁଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଉପାୟ କରାଯାଏ ତେବେ ଘରେ ସୁଖ ଶାନ୍ତି ଓ ଆରାମ ମିଳିଥାଏ । ଏଥିପାଇଁ ଜ୍ୟୋତିଷ ଓ ବାସ୍ତୁ ବିଶେଷଜ୍ଞମାନେ ଅନେକ ଉପାୟ ମଧ୍ୟ କହିଛନ୍ତି । ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ ।୧- … ଅଧିକ ପଢନ୍ତୁ

ନଖ ଦ୍ଵାରା ଜାଣନ୍ତୁ ବ୍ୟକ୍ତିର ଚରିତ୍ର ଓ ସ୍ଵଭାବ- Jyotisha Shastra

ଆମ ଶରୀରର ପ୍ରତି ଅଙ୍ଗ ପ୍ରତ୍ୟଙ୍ଗ ଗଠନକୁ ନେଇ ଆମର ସ୍ଵଭାବ ମଧ୍ୟ ହୋଇଥାଏ । ଯେପରି କି ନଖ । ନଖ ଦେଖି ବ୍ୟକ୍ତି ବିଷୟରେ ବହୁତ କଥା ଜାଣିପାରିବେ । ଆସନ୍ତୁ ଜାଣିବା ନଖ ଦ୍ଵାରା ବ୍ୟକ୍ତିର ସ୍ଵଭାବକୁ କିପରି ଜାଣିପାରିବା । ଯେଉଁ ଲୋକମାନଙ୍କର ନଖ ଧଳା ହୋଇଥାଏ- ଯେଉଁ ଲୋକମାନଙ୍କର ନଖ ଧଳା ହୋଇଥାଏ ସେହି ବ୍ୟକ୍ତିମାନେ ଜନ୍ମରୁ ଧନୀ ହୋଇଥାନ୍ତି । ଉଦାର … ଅଧିକ ପଢନ୍ତୁ

ଘରକୁ ଲାଲ୍ ରଙ୍ଗର ପିମ୍ପୁଡି ଆସିବା ଦେଇଥାଏ ଏହି ସଂକେତ- Shakuna Shastra

ଘରେ ଲାଲ୍ ରଙ୍ଗର ପିମ୍ପୁଡି ଆସିବା ଅଶୁଭ କୁହାଯାଏ । ସେଥିପାଇଁ ପିମ୍ପୁଡିକୁ ଦେଖିଲେ ଅଟା ବା ହଳଦୀ ପକାଇ ବିଦା କରିଦେଉ । କଣ ଲାଲ୍ ରଙ୍ଗର ପିମ୍ପୁଡି ଆସିବା ଅଶୁଭ ହୋଇଥାଏ ? ଘରେ ଲାଲ୍ ରଙ୍ଗର ପିମ୍ପୁଡି ଆସିଲେ କଣ ହୁଏ ଆସନ୍ତୁ ଜାଣିବା । ଆପଣ ମଧ୍ୟ ଘରେ ବେଳେବେଳେ ଲାଲ୍ ରଙ୍ଗର ପିମ୍ପୁଡି ଆସିବା ଦେଖିଥିବେ । ଯେବେ ବର୍ଷା ଦିନ ଆସିଲେ … ଅଧିକ ପଢନ୍ତୁ

ଦକ୍ଷିଣ ଦିଗକୁ ଗୋଡ କରି ଶୋଇବା ଉଚିତ ନୁହେଁ କାହିଁକି ? Vastu Tips

ଦକ୍ଷିଣ ଦିଗକୁ ଗୋଡ କରି ଶୋଇବାକୁ ସମସ୍ତେ ମନା କରନ୍ତି କାହିଁକି ? ଏହି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ଆସିଥିବ । ତେଣୁ ଅନ୍ୟ କାହାକୁ ଏହି ପ୍ରଶ୍ନ ବିଷୟରେ ମଧ୍ୟ ପଚାରି ବୁଝିଥିବେ । କିନ୍ତୁ ଲୋକମାନଙ୍କ ଠାରୁ ଏହି ପ୍ରଶ୍ନର ସଠିକ ଉତ୍ତର ପାଇନଥିବେ । ଯଦି ଆମେ ଧାର୍ମିକ ମାନ୍ୟତା ବିଷୟରେ ଜାଣିବାକୁ ଚାହିଁବା ତେବେ ଏହା ଏକ ବୈଜ୍ଞାନିକ ତଥ୍ୟ ଅଟେ । … ଅଧିକ ପଢନ୍ତୁ

ଏହି ୩ଟି ରାଶିର ପୁଅମାନେ ହୋଇଥାନ୍ତି ଭଲ ଜୀବନସାଥୀ, ଦେଖନ୍ତୁ କଣ ଲିଷ୍ଟରେ ଆପଣ ମଧ୍ୟ ଅଛନ୍ତି ସାମିଲ ?

ବୈବାହିକ ଜୀବନରେ ସୁଖରେ ରହିବା ପାଇଁ ଭଲ ପାର୍ଟନର ବା ଜୀବନସାଥୀ ମିଳିବା ବହୁତ ଜରୁରୀ ଅଟେ । ଯଦି ଜୀବନସାଥୀ ଭଲ ହୋଇଥାନ୍ତି ତେବେ ଜୀବନ ସରଳ ଓ ସୁଖମୟ ହୋଇଥାଏ । ଯଦି ଜୀବନସାଥୀ ଭଲ ହୋଇ ନଥାନ୍ତି ତେବେ ଜୀବନରେ ଅନେକ କଷ୍ଟ ସାମ୍ନା କରିବାକୁ ପଡିଥାଏ । ଏହି କଥା ସ୍ତ୍ରୀ ଓ ପୁରୁଷ ଦୁହିଁଙ୍କ ପାଇଁ ଲାଗୁ ହୋଇଥାଏ । ଯେ କୌଣସି … ଅଧିକ ପଢନ୍ତୁ

ପୂଜା କରିବା ସମୟରେ ଦୀପ ଲିଭିବା ଦିଏ ଏହି ସଂକେତ ? ଜାଣନ୍ତୁ ଦୀପ ଲିଭିବାର ଶୁଭ ଅଶୁଭ ସଂକେତ ବିଷୟରେ- Sakun Sashtra

ଆମ ସମସ୍ତଙ୍କ ସହିତ ଏମିତି କିଛି ଘଟିଥାଏ ଯେ ଆମେ ପୂଜା କରିବା ପାଇଁ ଦୀପ ଜଳାଇଥାଉ । ଯଦି କୌଣସି କାରଣରୁ ଦୀପ ଲିଭିଯାଏ ତେବେ ଆମ ମନରେ ଓ ପାଖରେ ଥିବା ଅନ୍ୟ ସଦସ୍ୟଙ୍କ ମନରେ ଆଶଙ୍କା ସୃଷ୍ଟି ହୁଏ । ଯାହାକି କିଛି ଅଶୁଭ ହେବାର ସଂକେତ ବୋଲି ଜାଣିଥାଉ । କଣ ସତରେ ଦୀପ ଲିଭିଯିବା ଏକ ଅଶୁଭ ସଂକେତ କି ? ଶୁଭ … ଅଧିକ ପଢନ୍ତୁ

ସର୍ବଦା ଘରେ ଅଶାନ୍ତି ଲାଗି ରହୁଥିଲେ କରନ୍ତୁ ଏହି ସରଲ ଉପାୟ- Vastu Tips

ସମସ୍ତେ ସୁସ୍ଥ ଓ ଫିଟ୍ ନେସ ରହିବାକୁ ଚାହାଁନ୍ତି । ସେଥିପାଇଁ ଯୋଗ, ପ୍ରାଣାୟାମ ଓ ଜୀବନ ପ୍ରଣାଳୀ ବହୁତ ଗୁରତ୍ଵପୂର୍ଣ୍ଣ ଅଟେ । ଏହା ସହିତ ଅନେକ ସରଳ ବାସ୍ତୁ ଉପାୟ ମଧ୍ୟ ରହିଛି । ଏହାକୁ ବ୍ୟବହାର କରି ମନକୁ ସୁସ୍ଥ କରିପାରିବେ । ମନ ସୁସ୍ଥ ଥିଲେ ପ୍ରତ୍ୟେକ ବ୍ୟକ୍ତିର ଅପ୍ରତ୍ୟକ୍ଷ ରୂପରେ ଶରୀର ମଧ୍ୟ ସୁସ୍ଥ ହୋଇଯାଏ । କହିବାକୁ ଗଲେ ଶରୀର ଓ … ଅଧିକ ପଢନ୍ତୁ

error: Content is protected !!