ଆର୍ଥିକ ସମସ୍ଯା ଦୂର କରି ଧନ ବୃଦ୍ଧି କରାଏ ଏହି ୫ଟି ରତ୍ନ

ସବୁ ଲୋକମାନଙ୍କର ମନରେ ଥାଏ ଯେ କଦାପି ପଇସା ଅଭାବ ନହେଉ ଓ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେଉ । ଅନେକ ଥର ବହୁତ ପରିଶ୍ରମ କରିବା ପରେ ମଧ୍ୟ ପାଖରେ ଗୋଟିଏ ପଇସା ରୁହେ ନାହିଁ । ଅଯଥାରେ ପଇସା ଖର୍ଚ୍ଚ ହୋଇଯାଏ । ରତ୍ନ ଶାସ୍ତ୍ରରେ ଧନ ବା ପଇସା ସହିତ ଜଡିତ କେତେକ ଉପାୟ ଦିଆଯାଇଛି । ଏହି ଶାସ୍ତ୍ରରେ କିଛି ରତ୍ନ ବିଷୟରେ … ଅଧିକ ପଢନ୍ତୁ

ଖରାପ ସ୍ଵପ୍ନ ବା ଭୟବିତ ସ୍ଵପ୍ନ ରୁ ରକ୍ଷା ପାଇବା ପାଇଁ ୧୦ଟି ସହଜ ସରଳ ଉପାୟ

ଅନେକ ଲୋକମାନେ ରାତିରେ ଠିକ୍ ଭାବରେ ଶୋଇ ପାରନ୍ତି ନାହିଁ । ଯଦି ବା ଶୋଇଥାନ୍ତି ତେବେ ଖରାପ ସ୍ଵପ୍ନ ଦେଖି ନିଦ ଭାଙ୍ଗିଯାଏ । ଅନେକ ସମୟରେ ସାପ ସ୍ଵପ୍ନ, ଭୂତ ପ୍ରେତ ସ୍ଵପ୍ନ ବା ଭୟ ଜାତ ହେଉଥିବା ସ୍ଵପ୍ନ ଦେଖାଯାଏ । ଏହି ସବୁ ଖରାପ ସ୍ଵପ୍ନରୁ ରକ୍ଷା ପାଇବା ପାଇଁ ୧୦ଟି ସରଳ ଉପାୟ ଆସନ୍ତୁ ଜାଣିବା । ୧- ଏକ କଳା ରଙ୍ଗର … ଅଧିକ ପଢନ୍ତୁ

ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଏକ ଚାମଚ ଘିଅ ପକାଇ କ୍ଷୀର ପିଇଲେ ଶରୀରକୁ ମିଳିଥାଏ ଏହି ୫ ପ୍ରକାର ଫାଇଦା

ପ୍ରତିଦିନ ଆମ ଶରୀର ଭଲ ରହିବା ପାଇଁ କିଛି ନା କିଛି ଖାଦ୍ୟ ଖାଇଥାଉ ବା ପିଇଥାଉ । ସୁସ୍ଥ ରହିବା ଏକ ପ୍ରକ୍ରିୟା ଅଟେ । ଯଦି ଆମେ ଗୋଟିଏ ଦିନ ଖାଇବା ତେବେ ଆମେ ସେଥିରେ ସୁସ୍ଥ ହେବା ନାହିଁ, ତେଣୁ ଆମକୁ ପ୍ରତିଦିନ କିଛି ନା କିଛି ଭଲ ଖାଦ୍ୟ ଖାଇବାକୁ ହେବ । ଯେମିତି କି ପ୍ରତିଦିନ କ୍ଷୀର ପିଇଥାଉ, ସେଥିରୁ କ୍ୟାଲସିୟମ ମିଳିଥାଏ … ଅଧିକ ପଢନ୍ତୁ

ଜୀବନରେ ସୁଖ ଶାନ୍ତିରେ ରହିବାକୁ ଚାହୁଁଥିଲେ କରନ୍ତୁ ସିନ୍ଦୂରର ଏହି ଉପାୟ

ହିନ୍ଦୁ ଧର୍ମରେ ସିନ୍ଦୂରର ବିଶେଷ ମହତ୍ଵ ରହିଛି । ଶାସ୍ତ୍ରରେ ଦିଆଯାଇଛି ଯେ ସଧବା ସ୍ତ୍ରୀମାନେ ସିନ୍ଦୂର ଲଗାଇଲେ ସ୍ଵାମୀଙ୍କର ଆୟୁଷ ବୃଦ୍ଧି ପାଇଥାଏ ଓ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ତେଣୁ ସଧବା ସ୍ତ୍ରୀମାନେ ମଥାରେ ସିନ୍ଦୂର ଲଗାଇଥାନ୍ତି । ସିନ୍ଦୂର ସଧବା ସ୍ତ୍ରୀମାନଙ୍କର ଶୃଙ୍ଗାର ହେବାର ଏକ ବିଶେଷ ଭାଗ ଅଟେ । ସଧବା ସ୍ତ୍ରୀମାନେ ସିନ୍ଦୂର ନ ଲଗାଇଲେ ଅଶୁଭ ବୋଲି କୁହାଯାଏ । … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ମଇ ୨୪ ତାରିଖ ରୁ ମଇ ୩୦ ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ସମସ୍ତ ଦୁଃଖରୁ ମୁକ୍ତି

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାମାଜିକ ପତିଆରା ଅମଳିନ ରହିବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ । ଦୂରଯାତ୍ରାର ସୁଯୋଗ ପାଇବେ । ବୃତ୍ତିଗତ ଦୃଷ୍ଟିରୁ ସମୟ ଅତ୍ୟନ୍ତ ଶୁଭ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଧୈର୍ଯ୍ୟ … ଅଧିକ ପଢନ୍ତୁ

Vastu- କେଉଁ ଦିଗ ସବୁଠାରୁ ଭଲ ଓ କାହିଁକି, ଜାଣନ୍ତୁ

ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଆଗ୍ନେୟ, ନୈରୁତ, ବାୟବ୍ୟ ଓ ଐଶାନ୍ୟ ଆଦି ଦିଗରେ ଘର କରିଥାଉ । ଯେ କୌଣସି ଦିଗରେ ଘର ହେଇଥାଉ ନା କାହିଁକି ତାହା ଲୋକମାନଙ୍କର ଜୀବନର ଦଶାକୁ ପରିବର୍ତ୍ତନ କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଦିଗ ସବୁଠାରୁ ଭଲ ଓ କାହିଁକି । ୧- ଯେଉଁ ଦିଗରେ ସୂର୍ଯ୍ୟ ଉଦୟ ହୁଅନ୍ତି ତାକୁ ପୂର୍ବ ଦିଗ କୁହାଯାଏ । ପୂର୍ବ … ଅଧିକ ପଢନ୍ତୁ

ଶୋଇବା ଘରେ ରଖୁଥିଲେ ଏହି ୫ଟି ଜିନିଷ, ତୁରନ୍ତ ହଟାନ୍ତୁ ନଚେତ…

ଶୋଇବା ଘର ଏକ ଏମିତିକା ଘର ଯାହା କି ଦୁନିଆର ସବୁ ଚିନ୍ତାକୁ ଭୁଲିଯାଇ ଶାନ୍ତିରେ ଆରମ ଭାବରେ ଶୋଇଥାଉ ଓ ଦାମ୍ପତ୍ୟ ଜୀବନରେ ଶାନ୍ତି ମଧ୍ୟ ମିଳିଥାଏ । କିନ୍ତୁ ଆପଣ ଜାଣି ନଥିବେ ଯେ ଶୋଇବାଘରେ ରଖାଯାଇଥିବା କିଛି ଏମିତି ଜିନିଷ ଆପଣଙ୍କ ଶାନ୍ତିରେ ବାଧା ସୃଷ୍ଟି କରିଥାଏ । ଏହି ବାଧା ଦୂର କରିବା ପାଇଁ ଯଦି ଶୋଇବାଘରେ ଏହି ୫ଟି ଜିନିଷ ଥାଏ ତେବେ … ଅଧିକ ପଢନ୍ତୁ

କୁଣ୍ଡଳୀରେ ଶନି ଗ୍ରହ ଥିଲେ ଅଶୁଭରେ ସବୁ ହୋଇଯାଏ ବର୍ବାଦ, ଜାଣନ୍ତୁ କେମିତି କରିବେ ଶନି ଗ୍ରହଙ୍କୁ ଶୁଭ

ଗ୍ରହମାନଙ୍କ ମଧ୍ୟରୁ ଶନି ଗ୍ରହଙ୍କୁ କୃର ଗ୍ରହ କୁହାଯାଏ । ଏହି ଶନିଦେବଙ୍କୁ ସମସ୍ତେ ଭୟ ମଧ୍ୟ କରନ୍ତି । ଯଦି ବ୍ୟକ୍ତିର ଜାତକ କୁଣ୍ଡଳୀରେ ଶନିଗ୍ରହ ଅଶୁଭ ହୋଇଥାନ୍ତି ତେବେ ସେହି ବ୍ୟକ୍ତିକୁ ଅନେକ ଅଶୁଭ ପରିଣାମ ଭୋଗ ଅକରିବାକୁ ପଡିଥାଏ । ଶନି ଖରାପ ହେଲେ ବ୍ୟକ୍ତିର ଘର, ଧନ ସମ୍ପତ୍ତି ବିକ୍ରି ହୋଇଯାଏ । ଯେ କୌଣସି କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ଫଶି ଯାଏ, … ଅଧିକ ପଢନ୍ତୁ

error: Content is protected !!