ଚନ୍ଦ୍ର ଗ୍ରହଣର ୧୨ଟି ରାଶି ଉପରେ ପ୍ରଭାବ। ଏହି ୪ଟି ରାଶି ରୁହନ୍ତୁ ସତର୍କ!

ଚନ୍ଦ୍ର ଗ୍ରହଣର ୧୨ଟି ରାଶି ଉପରେ କ’ଣ ରହିଛି ପ୍ରଭାବ ଆସନ୍ତୁ ଜାଣିବା ଏହି ବର୍ଷର ସବୁଠୁ ବଡ କେତୁଗ୍ରସ୍ତ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ୨୭-୨୮ ଜୁଲାଇ ଆଷାଢ ପୂର୍ଣ୍ଣିମା ଦିନ ହେବାକୁ ଯାଉଛି। ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସବୁଠୁ ଅଧିକ ସମୟ ରହିବ। ଏହା ୩ଘଣ୍ଟା ୫୫ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ଗ୍ରହଣ ଭାରତ ସହ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଦେଖା ଯିବ। ମେଷ, ବୃଷ, … ଅଧିକ ପଢନ୍ତୁ

୨୭ ଜୁଲାଇ ଦିନ କେତୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ। ଜାଣନ୍ତୁ! ଗ୍ରହଣ ସମୟ ଓ ପାଳନ ବିଧି ଏବଂ କ’ଣ କରିବା ଉଚିତ୍ ବା ଅନୁଚିତ୍।

କେତୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ପୂର୍ଣ୍ଣିମା ଓ କୃଷ୍ଣ ପ୍ରତିପଦ ତିଥିର ସନ୍ଧି ମଧ୍ୟରେ ଚନ୍ଦ୍ରଗ୍ରହଣ ଓ ଅମାବାସ୍ୟା ଶେଷଭାଗ ଶୁକ୍ଳ ପ୍ରତିପଦ ତିଥିର ସନ୍ଧି ମଧ୍ୟରେ ସୂର୍ଯ୍ୟପରାଗ ହୁଏ। ଗଣନାର ବିଶେଷ ବିବରଣୀ ଜ୍ୟୋତିଷ ଶାସ୍ତ୍ରରେ ଲେଖା ଅଛି। ପ୍ରତିପଦରେ ଗ୍ରହଣ ମୋକ୍ଷ ହୁଏ। ଗ୍ରହଣ ଆରମ୍ଭ ସମୟରେ ସ୍ନାନ ଓ ଅସ୍ତ ସମୟରେ ହୋମ କରାଯାଏ। ମୁକ୍ତିକାଳରେ ଦାନ ହୁଏ ଓ ମୁକ୍ତିପରେ ପୁଣି ସ୍ନାନ କରନ୍ତି। ଦାନ … ଅଧିକ ପଢନ୍ତୁ

ଜାଣନ୍ତୁ! ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ଶୁଭ ରଙ୍ଗ, ରତ୍ନ, ଅଙ୍କ ଓ ସହଯୋଗୀ ରାଶି ।

ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ। ମିଥୁନ ରାଶିରେ ଚନ୍ଦ୍ରଥିଲେ ଜାତକ ମିଥୁନ ରାଶି ହେବ। ଯାହାଫଳରେ ଜାତକ ଚତୁର, ବୁଦ୍ଧିମାନ, ବାକ୍‌ପଟ୍ଟୁ, ନିର୍ମୋହୀ, କୁଶଳ ବ୍ୟବସାୟୀ, ଆତ୍ମକେନ୍ଦ୍ରିତ, ନିଷ୍ଠୁର, ମାତୃୁଭକ୍ତ, କୃତଜ୍ଞ, ଦୟାଳୁ, ସାହସୀ, କ୍ରୋଧଯୁକ୍ତ, ପରୋପକାରୀ, ଯିଦ୍‌ଖୋର, ଦାମ୍ଭିକ, ସର୍ବଦା କାର୍ଯ୍ୟତତ୍ପର, କ୍ଷଣକୋପି ହେଲେମଧ୍ୟ ହାସ୍ୟପ୍ରିୟ । <<Vastu>>> | <<< Jataka Bichara >>> ଅକ୍ଷରରୁ ଜାଣନ୍ତୁ ନିଜର ନକ୍ଷତ୍ର:- କ, କି – ମୃଗଶିରା ନକ୍ଷତ୍ର। … ଅଧିକ ପଢନ୍ତୁ

ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଚାହୁଁଛନ୍ତି କି? ତେବେ ଏହି ଶ୍ରାବଣ ମାସରେ ନିଜ ରାଶି ଅନୁସାରେ ଏମିତି କରନ୍ତୁ ଶିବଙ୍କ ଅଭିଷେକ, ମିଳିବ ଶୁଭ ଫଳ। ଶ୍ରାବଣ ମାସ ପ୍ରଥମ ସୋମବାର- ୩୦ ଜୁଲାଇ ୨୦୧୮।

ଏହି ଶ୍ରାବଣ ମାସରେ ନିଜ ରାଶି ଅନୁସାରେ ଏମିତି କରନ୍ତୁ ଶିବଙ୍କ ଅଭିଷେକ, ମିଳିବ ଶୁଭ ଫଳ। ଶ୍ରାବଣ ମାସ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଏହି ସମୟରେ ଯେଉଁ ଭକ୍ତ ଶ୍ରଦ୍ଧା ପୂର୍ବକ ଭଗବାନ ଶିବଙ୍କର ଆରାଧନା କରନ୍ତି ସେମାନଙ୍କର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ। ଶ୍ରାବଣ ମାସରେ ଶିବଙ୍କର ଅଭିଷେକ କରିବା ଦ୍ଵାରା କୁଣ୍ଡଳୀରେ ଥିବା ସମସ୍ତ ଅଶୁଭତ୍ଵ ଖଣ୍ଡନ ହୋଇ ଶୁଭ ଫଳ ପ୍ରାପ୍ତି ହୁଏ। … ଅଧିକ ପଢନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୁଭତ୍ଵ ଆଣିଥାଏ ଏହି ୭ଟି ଚିତ୍ର। କ’ଣ ଆପଣ ବି ଲଗାଇଛନ୍ତି କି ଏହା ମଧ୍ୟରୁ କିଛି? No.6 ନିଶ୍ଚୟ ଦେଖନ୍ତୁ।

ଏହି ୭ଟି ଚିତ୍ର ଆଣିଥାଏ ଅଶୁଭତ୍ଵ! ଜାଣନ୍ତୁ ସେହି ଚିତ୍ର ସମ୍ବନ୍ଧରେ ଯାହାକୁ ଘରେ ଭୁଲ୍ ରେ ବି ଲଗାଇବା ମନା। ଆମେ ନିଜ ଘରର ଶୋଭା ବଢାଇବା ପାଇଁ ବେଳେ ବେଳେ କେତେ ପ୍ରକାରର ସାଜସଜା ଜିନିଷରେ ଘରକୁ ସଜାଇ ଥାଉ। କିନ୍ତୁ ଲୋକମାନେ ଭୁଲବଶତଃ ବେଳେ ବେଳେ ଏଭଳି କିଛି ଜିନିଷ ରେ ଘର ସଜାଇଥାନ୍ତି ଯାହାକି ବାସ୍ତୁ ଶାସ୍ତ୍ର ଅନୁସାରେ ଖରାପ ପ୍ରଭାବ ପକାଇଥାଏ। ବାସ୍ତୁ … ଅଧିକ ପଢନ୍ତୁ

ଜାଣନ୍ତୁ! ବୃଷରାଶି ଜାତ ବ୍ୟକ୍ତିଙ୍କ ଆରାଧ୍ୟ ଦେବାଦେବୀ, ଜୀବନମନ୍ତ୍ର, ସମସ୍ୟା ଓ ପ୍ରତିକାର।

ବୃଷରାଶି ଜାତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ। ବୃଷ ରାଶିରେ ଚନ୍ଦ୍ରଥିଲେ ଜାତକ ବୃଷରାଶି ହେବ। ଯାହାଫଳରେ ଜାତକ ପରୋପକାରୀ, ପୁଣ୍ୟକର୍ମି, କାର୍ଯ୍ୟକୁଶଳ, ସତ୍କାର୍ଯ୍ୟ କର୍ତ୍ତା, ବୁଦ୍ଧିମାନ, ସୁନ୍ଦର, ରାଜସମ୍ମାନ ପ୍ରାପ୍ତ, ସ୍ତ୍ରୀ, ପୁତ୍ର ଓ ଧନର ସୁଖୀ, ବାହନ ପ୍ରାପ୍ତି, କୁଟୁମ୍ବସୁଖୀ, ଧୈର୍ଯ୍ୟବାନ, ବୀର, ଚତୁର, ଧନୀ, ସୌଭାଗ୍ୟଶୀଳ, ଦୃଢ଼ଶରୀର, ସୁନ୍ଦରରୂପ, କଷ୍ଟ ସହିଷ୍ଣୁ, ମିଷ୍ଟାନ୍ନଭୋଜୀ, ବିଳାସୀ, ସତ୍ୟବାଦୀ, ଦାନୀ, ଅଳଙ୍କାର ପ୍ରିୟ, ବାପା ମା ଓ ଗୁରୁଜନଙ୍କ ଭକ୍ତି, ରାଜପ୍ରିୟ, … ଅଧିକ ପଢନ୍ତୁ

ଜାଣନ୍ତୁ! ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ।

ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ। ମେଷ ରାଶିରେ ଚନ୍ଦ୍ରଥିଲେ ଜାତକ ମେଷରାଶି ହେବ। ଯାହାଫଳରେ ଜାତକ ପୁତ୍ରବାନ, ସ୍ୱଜନ ରହିତ, ଆପଣା ଦକ୍ଷତାରେ ଯଶ ଅର୍ଜନ କରିଥାଏ। ସ୍ତ୍ରୀଠାରୁ ପରାଜିତ, ଦେବ, ବ୍ରାହ୍ମଣଭକ୍ତି, ଚଞ୍ଚଳ, ଦୟାଳୁ ହୃଦୟ, ସୁଶୀଳ, ଗୁଣୀ, ରାଜପ୍ରିୟ, ସେବାପ୍ରିୟ, ଶୀଘ୍ରଗାମୀ, କଠୋରଚିତ୍ତ, ଦୃଢ଼ଶରୀର, ମାନୀ, ବୃଥା ଭ୍ରମଣ, ସୁରବୀର, ଚିଡିଚିଡ଼ାସ୍ୱଭାବ, ସ୍ୱତନ୍ତ୍ରବ୍ୟବସାୟୀ, ଶୁଭଖର୍ଚ୍ଚି, ମାତୃସୁଖହୀନ, ଦ୍ୱିଭାର୍ଯ୍ୟା … ଅଧିକ ପଢନ୍ତୁ

ଅଗଷ୍ଟ ୧ ପର୍ଯ୍ୟନ୍ତ ସିଂହ ରାଶିରେ ଶୁକ୍ର ରହିବେ, ଜାଣନ୍ତୁ ଗୋଚରରେ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ।

ଅଗଷ୍ଟ ୧ପର୍ଯ୍ୟନ୍ତ ସିଂହ ରାଶିରେ ଶୁକ୍ର ରହିବେ, ଜାଣନ୍ତୁ ଗୋଚରରେ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ। ୪ ଜୁଲାଇ ୨୦୧୮ ର ମଧ୍ୟ ରାତ୍ରିରୁ ଶୁକ୍ର ସିଂହ ରାଶିକୁ ଚଳିଲେ। ସୂର୍ଯ୍ୟ ସିଂହ ରାଶିର ସ୍ଵାମୀ ଅଟନ୍ତି। ଶୁକ୍ର ସୂର୍ଯ୍ୟଙ୍କର ଶତ୍ରୁ ଗ୍ରହ ବା ସିଂହ ରାଶି ଶୁକ୍ରଙ୍କର ଶତୃ ରାଶି ଅଟେ। ଆସନ୍ତୁ ଜାଣିବା ନିଜର ଶତ୍ରୁ ଗୃହରେ ଥିବା ଶୁକ୍ର ସମସ୍ତ୧୨ଟି ରାଶିରେ କି ପ୍ରଭାବ … ଅଧିକ ପଢନ୍ତୁ

error: Content is protected !!