ଚାକିରି ମିଳୁ ନାହିଁ ତ ଚେଷ୍ଟା କରିବା ସହ କରନ୍ତୁ ଏହି ବିଶେଷ ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

ସଂସରରେ ଚଳିବା ପାଇଁ ଧନ ଦରକାର । ସେହି ଧନ ରୋଜଗାର କରିବା ପାଇଁ ଚାକିରି, କିନ୍ତୁ ଆଜିକାଲି ସମୟ ଯାହା ହେଲାଣି ଚାକିରି ଟିଏ ମିଳିବା ବହୁତ କଷ୍ଟକର ହୋଇ ପଡିଲାଣି । ଯାହା ଅନେକ ଲୋକଙ୍କୁ ବହୁତ ଅସୁବିଧାରେ ମଧ୍ୟ ପକାଉଛି, ତେବେ ଯଦି ଆପଣଙ୍କୁ ଚାକିରି ମିଳୁ ନାହିଁ ବା ଚାକିରି ବା ରୋଜଗାର ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହେଉଛି ତେବେ ଚେଷ୍ଟା କରିବା ସହିତ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ମଇ ୧୭ ତାରିଖ ରୁ ମଇ ୨୩ ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସହଯୋଗୀ, ସହକର୍ମୀ, ବରିଷ୍ଠ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ନିବିଡ଼ ହେବା ସହ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ଶତୃମାନେ ଦୁର୍ବଳ ହେବା ଫଳରେ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରରେ ଲୁଚକାଳି ଖେଳଭଳି ଦେଖା ଦେବ । ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବା ସହ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ କଟିବ । … ଅଧିକ ପଢନ୍ତୁ

Lal Kitab- ମରିଗଲେ ବି ଭୁଲରେ କରନ୍ତୁ ନାହିଁ ଏହି 6ଟି କାମ, ନଚେତ ସାରା ଜୀବନ କାନ୍ଦିବେ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଲୋକମାନଙ୍କର ଆଚରଣ ବ୍ୟବହାର ଶୁଦ୍ଧ ହେବା ଜରୁରୀ ଅଟେ । ନିଜର ଆଚରଣକୁ ନ ବଦଳାଇଲେ ଅନ୍ୟଥା ଧନ, ସମ୍ପତ୍ତି ନଷ୍ଟ ହୋଇଯାଏ । ଏହା ଛଡା ରୋଗ ଓ ଶୋକ ମଧ୍ୟ ଲାଗିରହିଥାଏ । ସେଥିପାଇଁ କିଛି ନିୟମ ପାଳନ କରିବା ଆବଶ୍ୟକ ଅଟେ । ଏହି ନିୟମ ଗୁଡିକ କଣ ଆସନ୍ତୁ ଜାଣିବା । ୧- ଯେଉଁଠାରେ ମ-ଦ୍ୟ ପାନ କରିବା, … ଅଧିକ ପଢନ୍ତୁ

ରାହୁଙ୍କର ପଡିବ କୋପଦ୍ରୁଷ୍ଟି, ଯଦି ଘରେ କରୁଛନ୍ତି ଏହି ଭୁଲ- ହୋଇଯିବେ ବର୍ବାଦ

ରାହୁଗ୍ରହଙ୍କ ହେତୁ ଜୀବନରେ ଅନେକ ବାଧା ଓ ଦୁର୍ଘଟଣା ବୃଦ୍ଧି ପାଏ । ବ୍ୟକ୍ତି ରୋଗରେ କଷ୍ଟ ଭୋଗ କରନ୍ତି । ମାନସିକ ଚିନ୍ତା ଲାଗିରୁହେ ଓ ମନ ବିଚଳିତ ହୋଇଯାଏ । ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ରାହୁଙ୍କ ସ୍ଥିତି ବିଷୟରେ ମଧ୍ୟ କୁହାଯାଇଛି । ଯଦି ଘରର ଦୁଇଟି ସ୍ଥାନ କୁ ସର୍ବଦା ସଫା ସୁତୁରା ନ କରିବେ ତେବେ ରାହୁଗ୍ରହଙ୍କ ପ୍ରଭାବ ପଡିଥାଏ । ତେଣୁ … ଅଧିକ ପଢନ୍ତୁ

ଜାଣନ୍ତୁ ଭାରତୀୟ ମହିଳା ମାନଙ୍କର ଶୃଙ୍ଗାର ଚିହ୍ନର ମହତ୍ଵ ଓ ବୈଜ୍ଞାନିକ ତଥ୍ୟ

ସବୁ ଝିଅମାନେ ବିବାହ କରିବାକୁ ସ୍ଵପ୍ନ ଦେଖିଥାନ୍ତି । ବିବାହ ପରେ ଜୀବନ ମଧ୍ୟ ପରିବର୍ତ୍ତନ ହୋଇଯାଏ । ଆମ ଦେଶରେ ମହିଳା ମାନଙ୍କର ଶୃଙ୍ଗାରର ବହୁତ ମହତ୍ଵ ରହିଛି । ବିବାହ ପରେ ଏହି ଶୃଙ୍ଗାର ଲଗେଇବାର ଏକ ରହସ୍ୟ ମଧ୍ୟ ରହିଛି । ଆପଣ ଜାଣନ୍ତି କି ଶୃଙ୍ଗାର ଲଗେଇବାର ରହସ୍ୟ କଣ ଅଛି ? ବିବାହ ପରେ ମହିଳାମାନେ ମଥାରେ ସିନ୍ଦୂର କାହିଁକି ଲଗେଇଥାନ୍ତି ? … ଅଧିକ ପଢନ୍ତୁ

ଶନିବାର ମହାଉପାୟ- କରନ୍ତୁ ଏହି ଉପାୟ ଶନିଦେବ ହେବେ ପ୍ରସନ୍ନ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟଧୀଶ ବୋଲି କୁହାଯାଏ । ସେ ଲୋକମାନଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି । ଭଲ କର୍ମରେ ଭଲ ଫଳ ଓ ମନ୍ଦ କର୍ମରେ ଦଣ୍ଡ ଦେଇଥାନ୍ତି । ଜ୍ୟୋତିଷଙ୍କ ଅନୁସାରେ ଶନିଦେବଙ୍କର ଏହି ଦଣ୍ଡ ବିଧାନ ହେତୁ ତାଙ୍କୁ କୃର କୁହାଯାଏ । ଏହାକୁ ନେଇ ଲୋମାମାନଙ୍କ ମନରେ ଭୟ ଜାତ ହୁଏ । କିନ୍ତୁ ଶନିଦେବ କେବଳ ମନ୍ଦକର୍ମ … ଅଧିକ ପଢନ୍ତୁ

ଘରେ ଥିଲେ ବାସ୍ତୁ ସମସ୍ଯା, ସବୁ ହେବ ଦୂର… ବାସ କରନ୍ତୁ ଏହି ସହଜ ଉପାୟ- Vastu Tips

୧- ବାସ୍ତୁଦୋଷ ମୁକ୍ତି- ଯଦି ଘରର କବାଟ, ଝରକା ଓ ବାଲକୋନୀ ଏପରି ଅଶୁଭ ଦିଗକୁ ଖୋଲାଥାଏ କି ଯେଉଁଠାରେ ଭଙ୍ଗା ଘର, ଜନଶୂନ୍ୟ ଜମି ବା ପ୍ଲଟ୍, କାରବାର ହେଉନଥିବା ଘର ଓ ଶ୍ମଶାନ ଆଦି ଥାଏ ତେବେ ନିଜ ଗୃହରେ ନକରାତ୍ମକ ଊର୍ଜା ସୃଷ୍ଟି ହୁଏ ଓ ବହୁତ ଅଶୁଭ ଘଟେ । ଗୃହର ନକରାତ୍ମକ ଊର୍ଜାକୁ ଦୂର କରି ସକାରାତ୍ମକ ଊର୍ଜାର ଶକ୍ତି ପ୍ରବାହକୁ ଆଣିବା ପାଇଁ … ଅଧିକ ପଢନ୍ତୁ

ବହୁତ ଦୟାଳୁ ହୋଇଥାନ୍ତି ଏହି ୫ଟି ରାଶିର ବ୍ୟକ୍ତି- Jyotisha Shastra

ସମସ୍ତ ବ୍ୟକ୍ତିମାନଙ୍କର ଅଲଗା ଅଲଗା ରାଶି ହୋଇଥାଏ ଓ ସ୍ଵଭାବ ମଧ୍ୟ ଅଲଗା ଅଲଗା ହୋଇଥାଏ । ଅନେକ ଲୋକମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗେଇଥାନ୍ତି । ସେମାନେ ବହୁତ ଦୟାଳୁ ହୋଇଥାନ୍ତି । ସୁଖ ହେଉ ବା ଦୁଃଖ  ସବୁବେଳେ ସାହାଯ୍ୟ କରିଥାନ୍ତି । ଆସନ୍ତୁ ଜାଣିବା କେଉଁ ୫ଟି ରାଶିର ବ୍ୟକ୍ତିମାନେ ସର୍ବଦା ସମସ୍ତଙ୍କ ପାଇଁ ଅସୁବିଧା ସମୟରେ ସାହାଯ୍ୟ କରନ୍ତି । ୧- … ଅଧିକ ପଢନ୍ତୁ

error: Content is protected !!