ଆପଣଙ୍କ ରାଶି ଅନୁସାରେ ସୋମବାର ଦିନ କରନ୍ତୁ ଏହି ଉପାୟ, ବଦଳି ଯାଇପାରେ ଭାଗ୍ୟ। 

ଆପଣଙ୍କ ରାଶି ଅନୁସାରେ ସୋମବାର ଦିନ କରନ୍ତୁ ଏହି ଉପାୟ, ବଦଳି ଯାଇପାରେ ଭାଗ୍ୟ। ଶିବପୁରାଣ ଅନୁସାରେ ଶ୍ରାବଣ ମାସରେ ଭଗବାନ ଶିବ ପୃଥିବୀ ପୃଷ୍ଠରେ ଅବତରଣ କରି ନିଜର ଶ୍ଵଶୁର ଘରକୁ ଯାଇଥିଲେ, ସେଠାରେ ତାଙ୍କର ସ୍ଵାଗତ ଜଳାଭିଷେକ ଦ୍ଵାରା ହୋଇଥିଲା। ଏହା ମାନ୍ୟତା ଅଛି ଯେ ପ୍ରତ୍ୟକ ବର୍ଷ ଶ୍ରାବଣ ମାସରେ ଶିବ ନିଜର ଶ୍ଵଶୁର ଘରକୁ ଆସନ୍ତି, ସେଥିପାଇଁ ଭୂ-ଲୋକବାସୀଙ୍କ ପାଇଁ ଶିବ କୃପା ପ୍ରାପ୍ତ କରିବାର … ଅଧିକ ପଢନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ, ଜାଣନ୍ତୁ! ଗୃହର କେଉଁ ଦିଗରେ କରିବେ ସିଢି ଘର?

ଗୃହର ଏହି ଦିଗରେ ସିଢି ଘର ଥିଲେ କୌଣସି ସମସ୍ୟା କେବେ ଦେଖାଦିଏ ନାହିଁ। ଶ୍ରାବଣ ମାସରେ ପ୍ରବଳ ବର୍ଷା ହୋଇଥାଏ, ଏବଂ ଏହି ବର୍ଷାର ମଜା ନବା ପାଇଁ ଛୁଆଠୁ ବୃଦ୍ଧ ପର୍ଯ୍ୟନ୍ତ ନିଜ ଘରର ଛାତ ବା ବାଲକୋନୀ ଆଦିକୁ ଯାଇ ଥାନ୍ତି। ତେବେ ଏବେ କଥା ଆସିଲା ସିଢି ଘର ବା ସିଢିର, ଘରର ଛାତକୁ ଯିବା ପାଇଁ ସବୁ ଘରେ ସିଢି ତିଆରି ହୋଇଥାଏ। … ଅଧିକ ପଢନ୍ତୁ

ଜୀବନରେ ଆଣିଦେବ ସୁଖ ଓ ସମୃଦ୍ଧି କରନ୍ତୁ ସୂର୍ଯ୍ୟ ପୂଜାର ଏହି ସରଳ ଉପାୟ।

ଜୀବନରେ ଆଣିଦେବ ସୁଖ ଓ ସମୃଦ୍ଧି ସୂର୍ଯ୍ୟ ପୂଜାର ଏହି ସରଳ ଉପାୟ। ଯିଏ ଅନ୍ଧାରକୁ ଦୁରକରି ଆମକୁ ଆଲୋକ ପ୍ରଦାନ କରୁଥିବା ଦେବତା ସେ ହେଉଛନ୍ତି ସାକ୍ଷାତ ସୂର୍ଯ୍ୟ । ହିନ୍ଦୁ ଧର୍ମରେ ତାଙ୍କୁ ସୂର୍ଯ୍ୟ ଦେବ ବୋଲି ନାମ ଦିଆ ଯାଇଛି। ଧାର୍ମିକ ଆସ୍ଥା ଅଛି ଯେ ସୂର୍ଯ୍ୟ ଦେବଙ୍କର ସର୍ବଦା ପୂଜା କରିଲେ ବ୍ୟକ୍ତିକୁ ମାନସମ୍ମାନ, ସୁଖ ସମୃଦ୍ଧି ଓ ଯଶ ଆଦି ପ୍ରାପ୍ତ ହୁଏ। … ଅଧିକ ପଢନ୍ତୁ

ଜୀବନରେ ସମସ୍ତ ସମସ୍ୟାକୁ ଦୂର କରି ପାରିବ ଏହି ବାସ୍ତୁ ଟିପ୍ସ।

ଜୀବନରେ ସମସ୍ତ ସମସ୍ୟାକୁ ଦୂର କରି ପାରିବ ଏହି ବାସ୍ତୁ ଟିପ୍ସ। ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ତ ନିଶ୍ଚିନ୍ତ ଅଛି। କାହାର ପାରିବାରିକ ଜୀବନରେ ସୁଖ ଶାନ୍ତି ନାହିଁ ତ କାହାର ଧନର ଅଭାବକୁ ନେଇ ଚିନ୍ତା। କିନ୍ତୁ ବହୁତ ଥର ଏମିତି ବି ହୁଏ ଯେବେ ସବୁ କିଛି ଠିକ ଥାଏ କିନ୍ତୁ ସୁଖ ଶାନ୍ତି ନ ଥାଏ। ଯଦି ଅପାଣଙ୍କ ଜୀବନରେ ମଧ୍ୟ … ଅଧିକ ପଢନ୍ତୁ

ସନ୍ତାନ ପ୍ରାପ୍ତିର କୁଣ୍ଡଳୀ ସହ କଣ ସମ୍ବନ୍ଧ ଅଛି ଓ ସେଥିପାଇଁ ଆପଣ କି ଉପାୟ କରିବେ।

ସନ୍ତାନ ପ୍ରାପ୍ତିର କୁଣ୍ଡଳୀ ସହ କଣ ସମ୍ବନ୍ଧ ଅଛି ଓ ସେଥିପାଇଁ ଆପଣ କି ଉପାୟ କରିବେ। କୁଣ୍ଡଳୀର ପଞ୍ଚମ, ନବମ ଓ ଏକାଦଶ ଭାବ ସନ୍ତାନ ସହ ଜଡିତ। ଏହା ବ୍ୟତୀତ ସପ୍ତମ ଭାବ ମଧ୍ୟ ସନ୍ତାନ ପ୍ରାପ୍ତିର ଯୋଗ ଦର୍ଶାଇଥାଏ। ଏହି ଭାବର ସ୍ଥିତି ଖରାପ ହେଲେ ସନ୍ତାନ ହେବାରେ ସମସ୍ୟା ଦେଖା ଦେଇଥାଏ। ଏତଦ ବ୍ୟତୀତ ବୃହସ୍ପତି ମଧ୍ୟ ସନ୍ତାନ କାରକ ଗ୍ରହ ହୋଇଥିବାରୁ ତାଙ୍କର … ଅଧିକ ପଢନ୍ତୁ

ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣ ପୂର୍ବ ଜନ୍ମରେ କଣ ଥିଲେ? ତେବେ ଏହାକୁ ନିଶ୍ଚିନ୍ତ ପଢନ୍ତୁ।

ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣ ପୂର୍ବ ଜନ୍ମରେ କଣ ଥିଲେ? ତେବେ ଏହାକୁ ନିଶ୍ଚିନ୍ତ ପଢନ୍ତୁ। ଜନ୍ମ କୁଣ୍ଡଳୀରୁ ଜଣେ ବ୍ୟକ୍ତି ବିଷୟରେ ସବୁ କିଛି ଜଣା ପଡିଥାଏ। ତାହାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟ ସବୁ କିଛି ତାର କୁଣ୍ଡଳୀରୁ ଜଣା ପଡେ। ମନୁଷ୍ୟର କେବଳ ଶରୀର ନଷ୍ଟ ହୁଏ କିନ୍ତୁ ଆତ୍ମା ଅମର ଅଟେ ବୋଲି ଏହା ମାନ୍ୟତା ଅଛି। ଆତ୍ମା ଗୋଟେ ଶରୀରକୁ ତ୍ୟାଗ … ଅଧିକ ପଢନ୍ତୁ

ଜାଣିଲେ ଆଶ୍ଚର୍ଯ୍ୟ ହେବେ! ଦୀପ ଲଗାଇବା ଦ୍ଵାରା ଆମକୁ ମିଳିଥାଏ ଏହି ସବୁ ଉପକାର।

ଜାଣିଲେ ଆଶ୍ଚର୍ଯ୍ୟ ହେବେ! ଦୀପ ଲଗାଇବା ଦ୍ଵାରା ଆମକୁ ମିଳିଥାଏ ଏହି ସବୁ ଉପକାର। ଏହି ସଂସାରରେ ଦୀପ ହିଁ ଏକ ଏଭଳି ସାଥି ଯାହା ଜନ୍ମଠୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଆମର ସାଥି ହୋଇଥାଏ। ସମସ୍ତ ପୂଜା ପାଠରେ ଦୈନିକ ଆମେ ଦୀପ ଜଳାଇ ଭଗବାନଙ୍କର ଆରତୀ କରିଥାଉ। କିନ୍ତୁ ବାସ୍ତବରେ ଦୀପ, ଜ୍ୟୋତି ବା ଆଳତିର କଣ ଆବଶ୍ୟକ ରହିଛି, ଯାହା ବିନା କୌଣସି ବି ପୂଜା … ଅଧିକ ପଢନ୍ତୁ

ଜାଣନ୍ତୁ! ସିଂହ ରାଶି ବ୍ୟକ୍ତି ମାନଙ୍କର ଶୁଭ ଅଙ୍କ, ରତ୍ନ, ରଙ୍ଗ ଓ ଜୀବନମନ୍ତ୍ର।

ଜାଣନ୍ତୁ! ସିଂହ ରାଶି ବ୍ୟକ୍ତି ମାନଙ୍କର ଶୁଭ ଅଙ୍କ, ରତ୍ନ, ରଙ୍ଗ ଓ ଜୀବନମନ୍ତ୍ର। ସିଂହ ରାଶି ଜାତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ: ପ୍ରବଳ ପରାକ୍ରମୀ, ମହତ୍ୱାକାଂକ୍ଷୀ, ଅଧ୍ୟୟନପ୍ରିୟ, ଭାବୁକ, କଳ୍ପନାଶୀଳ, ସଚ୍ଚୋଟ, କ୍ଷମାଶୀଳ, କୁଶଳ ପ୍ରବନ୍ଧକ, ନୂତନ ଯୋଜନାରେ ସଫଳତା, ଚତୁର, ବୁଦ୍ଧିମାନ, କୁଶଳବ୍ୟବସାୟୀ, ତେଜଶ୍ୱୀ, ମାତୃୁଭକ୍ତ, ଉଦାର, କୃତଜ୍ଞ, ଦୟାଳୁ, ଧୈର୍ଯ୍ୟ ଓ ସାହସୀ, କ୍ରୋଧଯୁକ୍ତ,ପରୋପକାରୀ, ଯିଦ୍‌ଖୋର, ଦାମ୍ଭିକ, ସର୍ବଦା କାର୍ଯ୍ୟତତ୍ପର, କ୍ଷଣକୋପି ହେଲେମଧ୍ୟ ଦୟାବାନ। ଅକ୍ଷରରୁ ଜାଣନ୍ତୁ ନିଜର ନକ୍ଷତ୍ର- … ଅଧିକ ପଢନ୍ତୁ

error: Content is protected !!