ପଢନ୍ତୁ ଏହି ୫ ଟି ଗୁପ୍ତ ରହସ୍ୟ! ଯାହା କରିପାରେ ଆପଣଙ୍କୁ ଧନୀ।

ଯଦି ଆପଣ ବି ହବାକୁ ଚାହୁଁଛନ୍ତି ଧନୀ, ପଢନ୍ତୁ ଏହି ୫ ଟି ଗୁପ୍ତ ରହସ୍ୟ। ଧନୀ ହେବାର ଅଛି କିଛି ଏଭଳି ଗୁପ୍ତ ରହସ୍ୟ ଯାହାକୁ ନିଜ ଜୀବନରେ କାର୍ଯ୍ୟରେ ଲଗାଇଲେ ଆପଣ ବି ହୋଇପାରିବେ ଧନୀ। ଜ୍ୟୋତିଷ ଓ ଅନ୍ୟ ମାଧ୍ୟମ ରୁ ଆମେ ଆଣିଛୁ ଏହି ୫ ଟି ସରଳ ଉପାୟ ଯାହାଦ୍ଵାରା ଆପଣ ଧନୀ ହେବାର ପଥରେ ଅଗ୍ରସର ହୋଇପାରିବେ। ପ୍ରଥମ ରହସ୍ୟ ନିଜ … ଅଧିକ ପଢନ୍ତୁ

ଜାଣନ୍ତୁ! କନ୍ୟା ରାଶି ବ୍ୟକ୍ତି ମାନଙ୍କ ବିଷୟରେ କିଛି ମହତ୍ଵପୂର୍ଣ୍ଣ ତଥ୍ୟ ।

ଜାଣନ୍ତୁ! କନ୍ୟା ରାଶି ବ୍ୟକ୍ତି ମାନଙ୍କର ଶୁଭ ଅଙ୍କ, ରତ୍ନ, ରଙ୍ଗ ଓ ଜୀବନମନ୍ତ୍ର। କନ୍ୟା ରାଶି ଜାତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ- ମହତ୍ୱାକାଂକ୍ଷୀ, ଅଧ୍ୟୟନପ୍ରିୟ, ସଚ୍ଚୋଟ, କ୍ଷମାଶୀଳ, କୁଶଳପ୍ରବନ୍ଧକ, ଚତୁର, ବୁଦ୍ଧିମାନ , କୁଶଳ ବ୍ୟବସାୟୀ, ତେଜଶ୍ୱୀ, ସ୍ତ୍ରୀଭକ୍ତ, ଉଦାର, କୃତଜ୍ଞ, କ୍ରୋଧଯୁକ୍ତ, ପରୋପକାରୀ, ସର୍ବଦା କାର୍ଯ୍ୟତତ୍ପର, ଆଲୋଚକ, ଯୁଦ୍ଧଭୀରୁ, ଲେଖକ, ଅତିଛିଦ୍ରାନ୍ୱେଷୀ, ଅଶୁଭ ଚିନ୍ତନ, ନପୁଂସକତା, ମନ୍ଦକୁ ଖୋଜିବା ଅଭ୍ୟାସ ଅକୃତଜ୍ଞ ହେଲେ ମଧ୍ୟ ଦୟାବାନ। ଅକ୍ଷରରୁ ଜାଣନ୍ତୁ ନିଜର ନକ୍ଷତ୍ର- … ଅଧିକ ପଢନ୍ତୁ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୂବରେ ଅଛି କିଛି ଏଭଳି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ! 

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୂବରେ ଅଛି କିଛି ଏଭଳି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ! ପରିଚୟ ଓ ଦେଶଭେଦରେ ନାମ ଏହା ଦୁଇପ୍ରକାର ଥାଏ । ଗୋଟିଏ ଜାତି ନୀଳ, ଆଉ ଗୋଟିଏ ଜାତି ଶ୍ୱେତ । ଉଭୟ ପ୍ରକାର ଦୁବ ବିଭିନ୍ନ କାର୍ଯ୍ୟରେ ଦରକାରୀ ଅଟେ । ନୀଳଦୁର୍ବା ପୂଜା ପ୍ରଭୃତିରେ ଲୋଡ଼ାହୁଏ ଏବଂ ଶ୍ୱେତଦୁର୍ବା ମନ୍ତ୍ର ଯନ୍ତ୍ରାଦି କର୍ମାଦିରେ ଲାଗେ । ଏହା ସର୍ବତ୍ର ଅଛି । … ଅଧିକ ପଢନ୍ତୁ

ଶୋଇବା ଆଗରୁ କରନ୍ତୁ ଏହି ୧୦ଟି କାର୍ଯ୍ୟ, ନ ହେଲେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଶୋଇବା ଆଗରୁ କରନ୍ତୁ ଏହି ୧୦ଟି କାର୍ଯ୍ୟ, ନ ହେଲେ ବହୁତ ସମସ୍ୟା ଦେଖାଦେଇ ପାରେ। ଦିନରେ ୨୪ ଘଣ୍ଟାରୁ ପ୍ରାୟତଃ ୮ ଘଣ୍ଟା ଆମେ ଅଫିସ୍ ଚେୟାରରେ ଓ ୮ ଘଣ୍ଟା ନିଜ ଶୋଇବା ଶେଯରେ ବିତାଇ ଥାଉ। ଶେଯ ଭଳି ଯଦି ଚେୟାର ଭଲ ନ ହୋଇଥାଏ ତେବେ ଶାରୀରିକ କଷ୍ଟ ସହ ମାନସିକ କଷ୍ଟ ମଧ୍ୟ ଭୋଗିବାକୁ ପଡିଥାଏ। ଦୁଇଟା ଯାକ କଥା ଆମ ସ୍ୱାସ୍ଥ୍ୟ … ଅଧିକ ପଢନ୍ତୁ

ଭାଇର ରାଶି ଅନୁସାରେ ବାନ୍ଧନ୍ତୁ ରାକ୍ଷୀ।

କଣ ଆପଙ୍କ ଭାଇର ରାଶି? ବାନ୍ଧନ୍ତୁ ରାଶି ଅନୁସାରେ ରାକ୍ଷୀ। ଭାଇଙ୍କୁ ବାନ୍ଧନ୍ତୁ ରାଶି ଅନୁସାରେ ରାକ୍ଷୀ। ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ନେଇ ମନାଯାଉଥିବା ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀମାନେ ନିଜ ଭାଇ ମାନଙ୍କ ହାତରେ ରଙ୍ଗ ବେରଙ୍ଗର ରାକ୍ଷୀ ବାନ୍ଧି ନିଜର ସ୍ନେହ, ଆଶୀର୍ବାଦ ଓ ରକ୍ଷାର କାମନା କରିଥାନ୍ତି। ଏମିତି ଦେଖିଲେ ରକ୍ଷାସୂତ୍ରର ସମସ୍ତ ରଙ୍ଗ ବହୁତ ଭଲ, କିନ୍ତୁ ଯଦି … ଅଧିକ ପଢନ୍ତୁ

ଭାଗ୍ୟର ଉନ୍ନତି ପାଇଁ ନିଜ ରାଶି ଅନୁସାରେ କରନ୍ତୁ ଏହି ସରଳ ଉପାୟ।

ଭାଗ୍ୟର ଉନ୍ନତି ପାଇଁ ନିଜ ରାଶି ଅନୁସାରେ କରନ୍ତୁ ଏହି ସରଳ ଉପାୟ। ସମସ୍ତେ ଚାହାଁନ୍ତି କି ନିଜ ବ୍ୟାପାରରେ ଉନ୍ନତି ହେଉ ଓ ସେମାନେ ସଫଳତାର ଶିଖରରେ ପାଦ ଦିଅନ୍ତୁ। କିନ୍ତୁ ବ୍ୟବସାୟରେ ତ ଲାଭ କ୍ଷତି ଲାଗି ରହେ, ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ବ୍ୟବସାୟରେ ଆପଣଙ୍କର ସେମିତି ଉନ୍ନତି ଲାଗି ରହୁ ତେବେ ଏହି ସବୁ ଉପାୟ ନିଶ୍ଚିନ୍ତ କରନ୍ତୁ। ମେଷ ରାଶି- ଏହି ରାଶିର … ଅଧିକ ପଢନ୍ତୁ

ସ୍ଵର୍ଗରୁ ଗଢା ହୋଇଥାଏ ଏହି ୩ଟି ଯୋଡ଼ି।

ଭଗବାନ ଗଢିଥାନ୍ତି ଏହି ଅକ୍ଷରରେ ଥିବା ବ୍ୟକ୍ତିଙ୍କ ଯୋଡ଼ି। ଲୋକମାନେ କହିବାର ଆପଣ ଶୁଣିଥିବେ ଯେ ଯୋଡ଼ି ଉପରେ ଭଗବାନ ବନେଇକି ପଠେଇ ଥାଆନ୍ତି। ଭଗବାନ ଯାହା ଭାଗ୍ୟରେ ଯାହାକୁ ଲେଖି ଥାଆନ୍ତି ତାକୁ ସେ ଯେ କୌଣସି ପରିସ୍ଥିତି ରେ ମିଳିଥାଏ। ଏହି କଥା ର ପୁରା ସତ୍ୟତା ଅଛି। ବର୍ତ୍ତମାନ ଆସନ୍ତୁ ଦେଖିବା ସେହି ଭଳି କିଛି ଯୋଡ଼ି ମାନଙ୍କ ବିଷୟରେ, ଏମାନେ ବହୁତ୍ ଭାଗ୍ୟଶାଳୀ ହୋଇଥାନ୍ତି। … ଅଧିକ ପଢନ୍ତୁ

ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହିବ୍ରତ। ଜାଣନ୍ତୁ ପୁତ୍ରଦା ଏକାଦଶୀ ବ୍ରତବିଧି, ମହତ୍ଵ, ଓ ତାର ଫଳ କଥା।

ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହିବ୍ରତ ଜାଣନ୍ତୁ କେମିତି କରିବେ ପୁତ୍ରଦା ଏକାଦଶୀ ବ୍ରତ ? ପୁତ୍ରଦା ଏକାଦଶୀର ସମ୍ପୂର୍ଣ ବ୍ରତବିଧି, ମହତ୍ଵ, ଓ ତାର ଫଳ କଥା:- ହିନ୍ଦୁ ପଞ୍ଜିକା ଅନୁସାରେ ଶ୍ରାବଣମାସ ଶୁକ୍ଳପକ୍ଷର ଏକାଦଶୀକୁ ପୁତ୍ରଦା ଏକାଦଶୀ କୁହାଯାଏ। ଏହି ଏକାଦଶୀ ଦିନ ମାନବାଞ୍ଚିତ ଫଳ ପ୍ରାପ୍ତି ପାଇଁ ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚ୍ଚନା କରାଯାଏ। ଏହି ଏକାଦଶୀ ଅଗଷ୍ଟମାସ ୨୨ତାରିଖ ବୁଧବାରରେ ପଡୁଛି। ଧର୍ମ ଗ୍ରନ୍ଥ … ଅଧିକ ପଢନ୍ତୁ

error: Content is protected !!