ଶୁକ୍ର ନିଜ ରାଶି ତୁଳାକୁ ଚଳିବେ! ଏହି ୫ଟି ରାଶିର ବଦଳିପାରେ ଭାଗ୍ୟ। ଏଥିରେ ଆପଣଙ୍କ ରାଶି ମଧ୍ୟ ଥାଇପାରେ, ନିଶ୍ଚୟ ପଢନ୍ତୁ।

ଶୁକ୍ର ନିଜ ରାଶି ତୁଳାକୁ ଚଳିବେ! ଏହି ୫ଟି ରାଶିର ବଦଳିଯିବ ଭାଗ୍ୟ। ୧ ସେପ୍ଟେମ୍ବର ୨୦୧୮ ଶନିବାର ରାତ୍ରି ୧୧:୨୯ ମିନିଟ୍ ରେ ଶୁକ୍ର ନିଚ୍ଚ ରାଶି କନ୍ୟାକୁ ତ୍ୟାଗ କରି ଚିତ୍ରା ନକ୍ଷତ୍ର ତୃତୀୟ ଚରଣ ନିଜ ରାଶି ତୁଳାକୁ ଚଳିବେ। ବର୍ଷ ଶେଷ ପର୍ଯ୍ୟନ୍ତ ଶୁକ୍ର ସ୍ଵରାଶିରେ ରହୁଥିବାରୁ ଏହି ୫ଟି ରାଶି ଅତ୍ୟନ୍ତ ଶୁଭ ଫଳ ପାଇବେ। ଶିକ୍ଷା କ୍ଷେତ୍ରର, ରାଜନୀତିର, ଦାମ୍ପତ୍ୟ ସୁଖର ଓ … ଅଧିକ ପଢନ୍ତୁ

ବାସ୍ତୁଦୋଷ ଖଣ୍ଡନ ପାଇଁ ରେଖାପଞ୍ଚମୀରେ କରନ୍ତୁ ଏହି ଉପାୟ।  

ଗୃହର ସମସ୍ତ ବାସ୍ତୁଦୋଷ ଖଣ୍ଡନ ପାଇଁ ରେଖାପଞ୍ଚମୀ ଦିନ କରନ୍ତୁ ଏହି ପୂଜା। ପ୍ରଦୋଷ ସମୟେ ଗୃହର ପ୍ରବେଶ ଦ୍ଵାର କପାଟେ ଗଣପତି, ମହାଦେବ ଓ ଭୈରବାନ୍ ବିଲିଖ୍ୟ, ପୂଜା ପୂର୍ବକ ରକ୍ଷା ବିଧାନଂ କୁର୍ଜ୍ୟାତ୍। ରକ୍ଷା ବିଧାନଂ ରତ୍ରୌ କ୍ରିୟତେ – ରାତ୍ରି ପଦେନ ପ୍ରଦୋଷ ଏବ କର୍ମକାଳ। ରକ୍ଷା କାରଣ ମନ୍ତ୍ର- ଓଁ ଘଣ୍ଟକର୍ଣ୍ଣ ମହାବୀର ! ସର୍ବବ୍ୟାଧି ନିବାରଣ, ସର୍ବୋପଦ୍ରବ ସଂଘାତ ବିଦ୍ରାବଣ ହରପ୍ରିୟାଃ। କଣ୍ଠେ … ଅଧିକ ପଢନ୍ତୁ

ରାଶି ଅନୁଯାଇ କରନ୍ତୁ ଜନ୍ମାଷ୍ଟମୀ ପୂଜା, ମିଳିବ ମନୋବାଞ୍ଛିତ ଫଳ।

ରାଶି ଅନୁସାରେ ଜାଣନ୍ତୁ ଜନ୍ମାଷ୍ଟମୀରେ କେମିତି କରିବେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା? ସାଧାରଣତଃ ଲୋକମାନେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ହରିଜନ୍ମ ବୋଲି ମଧ୍ୟ କହିଥାନ୍ତି ବା ହରିଜନ୍ମ ବ୍ରତ ଭାବରେ ପାଳନ କରନ୍ତି। ନର ରୂପରେ ଶ୍ରୀହରି ମର୍ତ୍ୟରେ ଜନ୍ମ ଗ୍ରହଣ କରି ଲୀଳା କରିଯାଇଛନ୍ତି। ସବୁ ରାଶିର ଅଧିପତି ଗ୍ରହ ହୋଇଥିବାରୁ ଓ ଗ୍ରହ ମାନଙ୍କର ଇଷ୍ଟ ଗ୍ରହରୁପି ଜନାର୍ଦନ ଶ୍ରୀହରି ହୋଇଥିବାରୁ ହରିଜନ୍ମ ବ୍ରତ ପାଳନ କଲେ ଗ୍ରହ ପୀଡାରୁ … ଅଧିକ ପଢନ୍ତୁ

କୁଣ୍ଡଳୀରେ ଯଦି ବୃହସ୍ପତି ନିଚ୍ଚରେ ଥାଆନ୍ତି, ତେବେ କରନ୍ତୁ ଏହି ୫ଟି ଉପାୟ।

ବୃହସ୍ପତିଙ୍କର ଶୁଭଫଳ ପାଇଁ ଗୁରୁବାରର ଦିନ କରନ୍ତୁ ଏହି ୫ଟି ଉପାୟ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ କୁଣ୍ଡଳୀରେ ଥିବା ସମସ୍ତ ଗ୍ରହ ମାନକ ପ୍ରଭାବ ଦ୍ଵାରା ଆମେ ପରିଚାଳିତ ହେଉ। କୁଣ୍ଡଳୀରେ ଥିବା ୯ଟି ଯାକ ଗ୍ରହ କିଛି ନା କିଛି ଫଳ ନିଶ୍ଚିନ୍ତ ଦିଅନ୍ତି, କିଏ କମ ତ କିଏ ଅଧିକା, ଏହା ସେମାନଙ୍କ ସ୍ଥିତିକୁ ନେଇ ଗଣନା କରାଯାଏ। ଯେଉଁ ଗ୍ରହ ନିଜର ଉଚ୍ଚ ରାଶିରେ … ଅଧିକ ପଢନ୍ତୁ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ ପାଳନ ବିଧି, ମୂହୁର୍ତ୍ତ ଏବଂ ୧୦ଟି ଗୁରୁତ୍ତ୍ଵ ପୂର୍ଣ୍ଣ ତଥ୍ୟ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ ପାଳନ ବିଧି, ମୂହୁର୍ତ୍ତ ଏବଂ ୧୦ଟି ଗୁରୁତ୍ତ୍ଵ ପୂର୍ଣ୍ଣ ନିୟମ। ହୁନ୍ଦୁ ଧର୍ମର ଶାସ୍ତ୍ର ଓ ପୁରାଣ ମାନଙ୍କରେ ମାନ୍ୟତା ଅଛି ଯେବେ ଯେବେ ଅସୁର ମାନଙ୍କର ଅତ୍ୟାଚାର ବଢିଥାଏ ଓ ଧର୍ମର ବିଲୟ ଘଟେ ସେତେବେଳେ ଭଗବାନ ପୃଥିବୀରେ ସତ୍ୟ ଓ ଧର୍ମର ସ୍ଥାପନ କରିବାକୁ ଅବତରଣ କରିଥାନ୍ତି। ଏହି ପୌରାଣିକ କଥା ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟରାତ୍ରିରେ, କଂଶର … ଅଧିକ ପଢନ୍ତୁ

୨୭ ଅଗଷ୍ଟରୁ ମଙ୍ଗଳ ମକର ରାଶିରେ ମାର୍ଗୀ ହେବା ଦ୍ଵାରା ଏହି ୪ ଟି ରାଶିକୁ ଦେବେ ଅତ୍ୟନ୍ତ ଶୁଭ ଫଳ।

୨୭ ଅଗଷ୍ଟରୁ ମଙ୍ଗଳ ମକର ରାଶିରେ ମାର୍ଗୀ ହେବା ଦ୍ଵାରା ଏହି ୪ଟି ରାଶିକୁ ଦେବେ ଅତ୍ୟନ୍ତ ଶୁଭ ଫଳ। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ କୃର ଗ୍ରହ ବୋଲି କୁହାଯାଏ, କିନ୍ତୁ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଏହା ଭଲ ଭାବରେ ଥାଆନ୍ତି ସେହି ବ୍ୟକ୍ତିକୁ ବହୁତ ଶୁଭ ଫଳ ଦେଇଥାନ୍ତି। ଅଗଷ୍ଟ ୨୭ ତାରିଖ ସୋମବାର ଦିନ ମକର ରାଶିରେ ମଙ୍ଗଳ ମାର୍ଗୀ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ … ଅଧିକ ପଢନ୍ତୁ

ଦେବାଦେବୀଙ୍କ ପୂଜାର୍ଚ୍ଚନାରେ ପୁଷ୍ପର ମହତ୍ତ୍ୱ।

ଦେବାଦେବୀଙ୍କ ପୂଜାର୍ଚ୍ଚନାରେ ପୁଷ୍ପର ମହତ୍ତ୍ୱ। ସଂସାରର ସମସ୍ତ ବ୍ୟକ୍ତି ଏମିତିକି ଆବାଳ ବୃଦ୍ଧ ବନିତା ସମସ୍ତେ ନିଜ ନିଜର ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । କେହି ପଞ୍ଚୋପଚାର, ଦଶୋପଚାର ଓ ଷୋଡ଼ଶପଚାରରେ ପୂଜା କରିଥାନ୍ତି । କିନ୍ତୁ ଦେବତାଙ୍କୁ କେଉଁ ପୁଷ୍ପରେ ଅର୍ଚ୍ଚନା କରାଯାଏ, ଦେବତାଙ୍କର କେଉଁ ଅଙ୍ଗରେ ପୁଷ୍ପ ଚଢ଼େଇବା ଉଚିତ୍‍, କେଉଁ ପୁଷ୍ପ କେତେଦିନ ପର୍ଯ୍ୟନ୍ତ ନିର୍ମଳ ଓ ସ୍ୱଚ୍ଛ ରହିପାରିବ ଏ ସମସ୍ତ ବିଷୟରେ ପ୍ରାୟତଃ … ଅଧିକ ପଢନ୍ତୁ

ଜାଣନ୍ତୁ! ଋଣମୁକ୍ତ ହେବା ପାଇଁ କିଛି ଚମତ୍କାର ତଥ୍ୟ। ଋଣମୁକ୍ତି ମନ୍ତ୍ର ଏବଂ ସ୍ତୋତ୍ର। 

ଜାଣନ୍ତୁ! ଋଣମୁକ୍ତ ହେବା ପାଇଁ କିଛି ଚମତ୍କାର ତଥ୍ୟ। ଋଣମୁକ୍ତି ମନ୍ତ୍ର ଏବଂ ସ୍ତୋତ୍ର।  କୌଣସି ବଡ଼ ବ୍ୟବସାୟ କରିବାକୁ ଚାହୁଁଥିଲେ ସର୍ବ ପ୍ରଥମେ କେଉଁ ସଂସ୍ଥାରୁ ଋଣ ମିଳି ପାରିବ।  ସେ କଥା ଆପଣ ଚିନ୍ତା କରିବେ। କିନ୍ତୁ ଋଣ ମନୁଷ୍ୟର ସ୍ୱାଭିମାନକୁ ନଷ୍ଟ କରିଥାଏ।  ଆଜିକାଲି ଲୋକମାନେ ଜୀବନରେ ସୁଖ ଭୋଗ କରିବାକୁ ଋଣ ନେଇ ଖର୍ଚ୍ଚ କରିଥାନ୍ତି।  ଋଣ କେମିତି ସୁଝିବାକୁ ହେବ ତାହା ଚିନ୍ତା … ଅଧିକ ପଢନ୍ତୁ

error: Content is protected !!