ଏବେ ଚିନ୍ତା ଛାଡନ୍ତୁ ଏବଂ କରନ୍ତୁ ଏହି ଜ୍ୟୋତିଷ ଉପାୟ, ଯାହାଦ୍ୱାରା ଆପଣଙ୍କ ପିଲା ପଢିବାରେ ହେବେ ବହୁତ ସ୍ମାର୍ଟ।

ଏବେ ଚିନ୍ତା ଛାଡନ୍ତୁ, ଏହି ଜ୍ୟୋତିଷ ଉପାୟରେ ହେବେ ଆପଣଙ୍କ ପିଲା ବହୁତ ସ୍ମାର୍ଟ। ଯଦି ପିଲା ପାଠରେ ମନ ଦେଉ ନାହିଁ, କି ପାଠ ପଢିବାରେ ମନ ଲାଗୁ ନାହିଁ, ବା ଏକାଗ୍ରତା ଆସୁନାହିଁ? ତେବେ କରନ୍ତୁ ଏହି ଉପାୟ ଯାହା କରିବ ଆପଣଙ୍କର ସବୁ ଚିନ୍ତା ଦୂର। ଆଜିକାଲି ସବୁ ମା ଓ ବାପା ଚାହାନ୍ତି ସେମାନଙ୍କ ପିଲା ମାନେ କେମିତି ଭଲ ପାଠ ପଡି ବଡ … ଅଧିକ ପଢନ୍ତୁ

ଶନି ଧନୁ ରାଶିରେ ମାର୍ଗୀ ହେତୁ, ଜାଣନ୍ତୁ ଏହି ତିନୋଟି ରାଶିରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ କଣ ରହିଛି ଏହାର ପ୍ରଭାବ।

ଏହି ତିନୋଟି ରାଶିରେ ଜନ୍ମିତ ବ୍ୟକ୍ତି ସୌଭାଗ୍ୟ ଆଶା କରୁଥିଲେ କରନ୍ତୁ ଏହି ଉପାୟ। ମେଷ, ବିଛା ଓ କର୍କଟ ରାଶି- ଶନିଙ୍କର ଗତି ପରିବର୍ତ୍ତନ ହେତୁ ମେଷ, ବିଛା ଓ କର୍କଟ ରାଶିର ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତବ୍ୟକ୍ତି ଏହି ଉପାୟ କଲେ ବିଦ୍ୟାବୁଦ୍ଧି, ଧନଜନ, ସୁଖ ସୌଭାଗ୍ୟ ପ୍ରାପ୍ତି ହେବା ସହ ଶରୀର ଆରୋଗ୍ୟ ରହିବ। ବିଶ୍ୱରୂପ ମନ୍ତ୍ର- ଓଁ ହ୍ରୀଂ ବିଶ୍ୱରୂପାୟ ନମଃ । ଅଷ୍ଟମୀ … ଅଧିକ ପଢନ୍ତୁ

ରାଶି ଅନୁସାରେ ଜାଣନ୍ତୁ ବିବାହ କରିବାର ଉତ୍ତମ ସମୟ! ଜାଣନ୍ତୁ କେଉଁ ବୟସରେ ବିବାହ କଲେ ଆପଣ ସାରା ଜୀବନ ଖୁସିରେ ରହିବେ?

ରାଶି ଅନୁସାରେ ଜାଣନ୍ତୁ ବିବାହ କରିବାର ସଠିକ ବୟସ। ଜୀବନସାରା ରହିବେ ଖୁସିରେ! ବିବାହ ପାଇଁ ଆମ ସମାଜରେ ବା ଘର ପରିବାରରେ ଏକ ନିର୍ଦ୍ଧିଷ୍ଟ ବୟସ ନିର୍ଧାରିତ କରିଥାନ୍ତି। କିଛି ପରିବାରରେ ସେମାନେ ନିଜ ସନ୍ତାନ ମାନଙ୍କର ବିବାହ ୨୦-୨୫ବର୍ଷ ବୟସ ମଧ୍ୟରେ ନିର୍ଦ୍ଧାରିତ କରିଥାନ୍ତି ତ କେଉଁ ପରିବାରରେ ୨୫-୩୦ ବୟସକୁ ସଠିକ ବୋଲି କୁହନ୍ତି। ଏମାନଙ୍କ ମଧ୍ୟରେ କିଛି ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ … ଅଧିକ ପଢନ୍ତୁ

ପୂର୍ବଜନ୍ମର ପାପ ଖଣ୍ଡନ ପାଇଁ କରନ୍ତୁ କାଳୀୟ ଦଳନଏକାଦଶୀ ବ୍ରତ। ଜାଣନ୍ତୁ ବ୍ରତ ପାଳନ ମୂହୁର୍ତ୍ତ ଓ ବିଧି।

କାଳୀୟ ଦଳନଏକାଦଶୀ ବ୍ରତ କଥା ଓ ପାଳନ ବିଧି।  ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବମାସ କୃଷ୍ଣପକ୍ଷର ଏକାଦଶୀକୁ କାଳୀୟଦଳନ ଏକାଦଶୀ କୁହାଯାଏ। ଏହି ଏକାଦଶୀ ଦିନ ଗୌତ୍ତମ ମୁନୀଙ୍କ ପରାମର୍ଶରେ ପ୍ରାରବ୍ଧ ଖଣ୍ଡନ ପାଇଁ ରାଜା ହରିଶ୍ଚନ୍ଦ୍ର ବ୍ରତ ପାଳନ ପୂର୍ବକ ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚ୍ଚନା କରି ଶ୍ମଶାନ ଜଗୁଆଳୀରୁ ପୁନରାୟ ରାଜ୍ୟସମ୍ପଦ ଫେରିପାଇ ଅନ୍ତକାଳେ ବୈକୁଣ୍ଠ ପ୍ରାପ୍ତି ହୋଇଥିଲେ। ଏହି ଏକାଦଶୀ ୨୦୧୮ମସିହା ସେପ୍ଟେମ୍ବରମାସ ୬ ତାରିଖ … ଅଧିକ ପଢନ୍ତୁ

ଯଦି ଚାହୁଁଛନ୍ତି ନିଜ ଜୀବନରେ ସୁଖ ଓ ଶାନ୍ତି ତେବେ କରନ୍ତୁ ଏହି ୮ଟି ଉପାୟ। ଜାଣି ନିଅନ୍ତୁ ସେହି ଉପାୟ ଗୁଡିକ କଣ?   

ଭାଗ୍ୟୋନ୍ନତି ଓ କର୍ମୋନ୍ନତି ପାଇଁ କରନ୍ତୁ ଏହି ୮ଟି ଉପାୟ। ୧. ଗାଈ ବାଛୁରୀକୁ କ୍ଷୀର ପିଆଉଥିବା ଦେଖିଲେ ସେହି ସମୟରେ ଗାଈକୁ ଫଳ, ମିଠା ବା କିଛି ସ୍ୱାଦିଷ୍ଟ ଖାଦ୍ୟ ଖୁଆଇବା ଦରକାର । ଏମିତି କରିଲେ ସମସ୍ତ ବାଧାବିଘ୍ନ ନାଶ ହୋଇ ଭୋଗ ବିଳାସରେ ବୃଦ୍ଧି ହୋଇଥାଏ। ଏହା ଶୁଭତାର ପ୍ରତୀକ କୁହାଯାଏ । ଆଉରି ମଧ୍ୟ ଅନେକ ଶୁଭ କାର୍ଯ୍ୟରେ ନିରନ୍ତର ଲାଗିବା ଅବରୋଧର ଅନ୍ତ … ଅଧିକ ପଢନ୍ତୁ

ବାସ୍ତୁ ସମ୍ବନ୍ଧୀୟ ଏହି ଗୋଟେ ଭୁଲ କରିପାରେ ଆପଣଙ୍କୁ ଦରିଦ୍ର।

ବାସ୍ତୁ ସମ୍ବନ୍ଧୀୟ ଏହି ଗୋଟେ ଭୁଲ କରିପାରେ ଆପଣଙ୍କୁ ଦରିଦ୍ର। ଆଜିକାଲି ଦୁନିଆରେ ସମସ୍ତେ ସଫଳତା ପଛରେ ଧାଇଁଞ୍ଚନ୍ତି । କିନ୍ତୁ ସମସ୍ତଙ୍କୁ ନିଜ ମନମୁତାବକର ସଫଳତା ବା ଆଶା କରୁଥିବା ପରିଣାମ ମିଳି ନଥାଏ । ଭଲ ଚାକିରି ସମସ୍ତେ ଚାହାଁନ୍ତି କିନ୍ତୁ ଯୋଗ୍ୟତା କ୍ଷମତା ମୁତାବକ ସମସ୍ତଙ୍କୁ ଗୋଟେ ଭଲ ଚାକିରି ମିଳିବା ଭାଗ୍ୟଉପରେ ନିର୍ଭର କରେ । କେବଳ ଭାଗ୍ୟ ନୁହେଁ ଏହା ଆମ ଜୀବନ … ଅଧିକ ପଢନ୍ତୁ

କରନ୍ତୁ ଏହି ୩ଟି ଦାନ! ଏମିତି କିଛି ମିଳିବ ଯାହା ଆପଣ ସ୍ଵପ୍ନରେ ବି ଭାବି ନଥିବେ।

କରନ୍ତୁ ଏହି ୩ଟି ଦାନ! ଜାଣନ୍ତୁ ପାଇବେ କେଉଁ ଅମୂଲ୍ୟ ଧନ? ଆମ ହିନ୍ଦୁ ଧର୍ମରେ ଦାନ ଧର୍ମର ବହୁତ ମାନ୍ୟତା ଅଛି। କେବଳ ହିନ୍ଦୁ ନୁହେଁ ବରଂ ସମସ୍ତ ଧର୍ମରେ ଦାନ ଧର୍ମ କରିବାକୁ ବହୁତ ମହତ୍ଵ ଦିଆଯାଏ। ଦାନ ଧର୍ମ କରିବା ଦ୍ଵାରା ପୁର୍ଣ୍ଣ୍ୟ ମିଳେ। ଯାହା ଫଳରେ ଯଦି ଆମେ କିଛି ବି ଭୁଲ କରିଥାଉ ଓ ସେଥିପାଇଁ ମିଲକିବାକୁ ଥିବା ଶାସ୍ତି ଟିକେ କମ … ଅଧିକ ପଢନ୍ତୁ

ଝିଅ ମାନଙ୍କ ରାଶିରୁ ଜାଣନ୍ତୁ! କିପରି ହୋଇଥାଏ ସେମାନଙ୍କ ପ୍ରେମ ଜୀବନ।

ରାଶି ଅନୁଯାୟୀ ଜାଣନ୍ତୁ ପ୍ରତ୍ୟେକ ନାରୀର ପ୍ରେମ ଭାବ। ଯଦି ଆପଣ ପ୍ରେମ କ୍ଷେତ୍ରରେ କିମ୍ବା ବିବାହକ୍ଷେତ୍ରରେ ଅସଫଳ ହୋଇଥାନ୍ତି ତେବେ ପ୍ରତ୍ୟେକ ଶୁକ୍ରବାର ଦିନ ପଦ୍ମଫୁଲରେ ଲକ୍ଷ୍ମୀଙ୍କୁ ଓ ପ୍ରତ୍ୟେକ ବୁଧବାର ଦିନ ସାତକେରା ଦୁବରେ ଗଣେଶଙ୍କୁ ପୂଜା କରି ଫୁଲ ଓ ଦୁବକୁ  ନାଲି ବସ୍ତ୍ରରେ ବାନ୍ଧି ନିଜପାଖରେ ରଖିଲେ ପ୍ରେମରେ ସଫଳତା ସହ ବୈବାହିକ ଜୀବନ ସୁଖମୟ ହେବ। ମେଷ- ଏହିରାଶିର ସ୍ତ୍ରୀ ପ୍ରେମ କରିବା … ଅଧିକ ପଢନ୍ତୁ

error: Content is protected !!