କୁଣ୍ଡଳୀର ସପ୍ତମ ଭାବରୁ ଜାଣନ୍ତୁ ନିଜ ଜୀବନସାଥୀଙ୍କୁ

ବିବାହ ଯୋଗ୍ୟ ବୟସ ହେବା ପରେ ପ୍ରତ୍ଯେକ ବ୍ୟକ୍ତିଙ୍କ ମନରେ ନିଜର ଜୀବନ ସାଥି କିପରି ହେଇଥିବେ ଏହାକୁ ଜାଣିବା ପାଇଁ ଇଚ୍ଛା ପ୍ରକାଶ ହୋଇଥାଏ । ଜୀବନସାଥି ବିଚାର କରିବା ପାଇଁ ବହୁତ କାରକ ଅଛି, କିନ୍ତୁ ସବୁଠାରୁ ମହତ୍ବପୂର୍ଣ ଓ ମୁଖ୍ୟ କାରକ ସପ୍ତମ ଭାବ ଓ ସପ୍ତମାଧିପତିଙ୍କୁ ବିଚାର କରିବା ଉଚିତ୍ । ବିଶେଷତଃ ନାଗନାଡି ଓ ଗଣ ବିଚାର ଉପରେ ଗୁରୁତ୍ଵ ଦେବା ଆବଶ୍ୟକ … ଅଧିକ ପଢନ୍ତୁ

ଜାଣନ୍ତୁ ଦାନ ସମ୍ବନ୍ଧିତ ଏହି ୧୦ ଟି ବିଶେଷ ନିୟମ

ଦାନ ଦେବା ବ୍ୟକ୍ତି ପୂର୍ବାଭିମୁଖି ହୋଇ ଦାନ ଦେବ ଏଵଂ ଦାନ ଗ୍ରହଣ କରିବା ବ୍ୟକ୍ତି ଉତ୍ତରାଭିମୁଖି ହୋଇ ଗ୍ରହଣ କରିବା ଉଚିତ୍, ଏହା  ଦ୍ବାରା ଦାନ ଦେବା ଓ ଗ୍ରହଣ କରିବା ବ୍ୟକ୍ତିଙ୍କର ଆୟୁ ବଢ଼ି ଥାଏ । ନିଜେ ଯାଇ ଦାନ ଦେବା ଉତ୍ତମ ଏଵଂ ଘରକୁ ଡ଼ାକି ଦାନ ଦେବା ମଧ୍ୟମ ଫଳ ଦାଇ ଅଟେ । ଗୋ, ବ୍ରାହ୍ମଣ ତଥା ରୋଗୀଙ୍କୁ ଦାନ ଦେବା … ଅଧିକ ପଢନ୍ତୁ

ଶିବ ରୁଦ୍ରାଷ୍ଟକ ର ବିଶେଷ ମାହାତ୍ମ୍ୟ କଣ?

ଶିବ ରୁଦ୍ରାଷ୍ଟକ ର ବିଶେଷ ମାହାତ୍ମ୍ୟ କଣ? ଏମିତିରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସନାତନ ଗ୍ରନ୍ଥରେ, ପୁରାଣରେ ଅନେକ ମନ୍ତ୍ର ଉଲ୍ଲେଖ କରାଯାଇଛି,ଅନେକ ସ୍ତୁତି ବା ସ୍ତୋତ୍ର ମଧ୍ୟ ଅଛି,ଯାହାକୁ ଅନେକ ଋଷି ଏବଂ ଆଚାର୍ଯ୍ୟ ମାନେ କହିଛନ୍ତି। ଯାହାଙ୍କୁ ଜପ ବା ଗାନ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି। କିନ୍ତୁ ଶ୍ରୀ ଶିବ ରୁଦ୍ରାଷ୍ଟକ ସ୍ତୋତ୍ର ର ମହତ୍ଵ ଏବଂ ପ୍ରଭାବ ଅତୁଳନୀୟ ଅଟେ।ପ୍ରତିଦିନ … ଅଧିକ ପଢନ୍ତୁ

ପବିତ୍ର ମହାଶିବରାତ୍ରି ଅବସରରେ ନିଜ ରାଶି ଅନୁସାରେ କେମିତି କରିବେ ପୂଜା (ପଢନ୍ତୁ ୧୨ଟି ରାଶିର ପୂଜା ବିଧି)।

ପବିତ୍ର ମହାଶିବରାତ୍ରି ଅବସରରେ ନିଜ ରାଶି ଅନୁସାରେ କେମିତି କରିବେ ପୂଜା ମହାଶିବରାତ୍ରୀ ପର୍ବରେ ଭଗବାନ ଶିବ ଏବଂ ମାତା ପାର୍ବତୀ ଆଶୀର୍ବାଦ ପ୍ରଦାନ କରନ୍ତି। ଏହି ଦିନକୁ ଶାସ୍ତ୍ରରେ ଅତ୍ୟନ୍ତ ପବିତ୍ର ଦିବାରାତ୍ର ବୋଲି ପାଳନ କରାଯାଏ। ଏହି ଦିନ ଶିବ କେବଳ ଜଳାଭିଷେକ ରେ ହିଁ ସନ୍ତୁଷ୍ଟ ହୋଇଯାଆନ୍ତି। ଗ୍ରହରୁପି ସଂକର୍ଷଣ ହର ହରିବେ ସର୍ବପାପ। ଜ୍ୟୋତିଷ ଶାସ୍ତ୍ରାନୁଯାଇ ୧୨ଟି ରାଶିରେ ଜଗତବନ୍ଧା ଆବାଳବୃଦ୍ଧ ବନିତା ବାରୋଟି … ଅଧିକ ପଢନ୍ତୁ

ଜାଣନ୍ତୁ ଶିବ ପୁରାଣରେ ବର୍ଣ୍ଣିତ ମହା ଶିବରାତ୍ରି ପୂଜାର ମହତ୍ୱ।

ଶିବ ପୁରାଣରେ ବର୍ଣ୍ଣିତ ମହା ଶିବରାତ୍ରି ପୂଜାର ମହତ୍ୱ। ଶିବ ପୁରାଣର କୋଟିରୁଦ୍ର ସହିଂତାରେ କୁହା ଯାଇଛି କି ଶିବରାତ୍ରି ବ୍ରତ କଲେ ମୋକ୍ଷ ପ୍ରାପ୍ତି ହୁଏ। ବ୍ରହ୍ମା, ବିଷ୍ଣୁ, ତଥା ପାର୍ବତୀ ପଚାରିବାରୁ ଭଗବାନ ସଦାଶିବ କହିଲେକି ଶିବରାତ୍ରି ବ୍ରତ କଲେ ମହାନ୍ ପୂଣ୍ୟ ମିଳିଥାଏ। ମୋକ୍ଷ  ପ୍ରାପ୍ତି କରିବା ପାଇଁ ଏଇ ୪ ଟି ସଂକଳ୍ପ ନିୟମ ପୂର୍ବକ ପାଳନ କରିବା ଆବଶ୍ୟକ। ଏହି ୪ଟି ସଂକଳ୍ପ … ଅଧିକ ପଢନ୍ତୁ

ମହଶିବରାତ୍ରି ବ୍ରତ ବିଧାନ: କେମିତି କରିବେ ଉପାସନା ବା ବ୍ରତ ପୂଜା, କରନ୍ତୁ ଏହି ୧୦ଟି ଉପାୟ।

ମହାଶିବରାତ୍ରୀ ବ୍ରତ ପାଳନର ଉପକାରିତା: ଶିବରାତ୍ରୀ ବିଶେଷ- ଆସନ୍ତୁ ଜାଣିବେ ୧୦ ଟି ଉପାୟ କେମିତି କରିବେ ପୂଜା ଓ ବ୍ରତ। ଭଗବାନ ଶିବଙ୍କର ପୂଜା ଅର୍ଚ୍ଚନା କରିବା ପାଇଁ ପ୍ରତ୍ୟେକ ମାସର ଚତୁର୍ଦ୍ଦଶୀ ତିଥିକୁ ମାସିକ ଶିବରାତ୍ରୀ ରୂପେ ପାଳନ କରାଯାଏ। କିନ୍ତୁ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିକୁ ମହାଶିବରାତ୍ରୀ ରୂପେ ପାଳନ କରାଯାଏ। କାରଣ ଏହିଦିନ ଶିବଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ ବୋଲି ପୂରାଣ ବର୍ଣ୍ଣିତ … ଅଧିକ ପଢନ୍ତୁ

୧୪ ଫେବୃୟାରୀ ୨୦୧୮: ମହାଶିବରାତ୍ରି (ଜାଗର) କିପରି ପାଳନ କରିବେ?

ମହାଶିବରାତ୍ରି (ଜାଗର) ଫାଲଗୁନ ମାସରେ ଯେଉଁ ଚତୁର୍ଦ୍ଦଶୀ ପଡେ, ସେହି ଦିନର ଅର୍ଦ୍ଧରାତ୍ରି କୁ ମହାଶିବ ରାତ୍ରି ରୂପେ ପାଳନ କରାଯାଏ। ମହାଶିବରାତ୍ରି ଦିନ ବ୍ରତ ଓ ଉଜାଗର ରହିବାର ବିଧି ମଧ୍ୟ ଅଛି। ଉତ୍ତରାର୍ଦ୍ଧ ଓ କାମିକଙ୍କ ମତାନୁସାରେ ସୂର୍ଯ୍ୟଙ୍କ ଅସ୍ତ ସମୟରେ ଯେଉଁ ଚତୁର୍ଦ୍ଦଶୀ ଭୋଗ ହୋଇଥାଏ, ସେହି ରାତ୍ରିକୁ ଶିବରାତ୍ରି କୁହାଯାଏ। ଏହା ଅତ୍ୟନ୍ତ ଫଳଦାୟକ ଓ ଶୁଭ କୁହାଯାଏ। ଅର୍ଦ୍ଧ ରାତ୍ରି ପୂର୍ବରୁ କିମ୍ବା … ଅଧିକ ପଢନ୍ତୁ

ନିଜ ରାଶି ଅନୁସାରେ ଜାଣନ୍ତୁ ଚନ୍ଦ୍ର ଗ୍ରହଣ ସମୟରେ କଣ କରିବେ ଉପାୟ ?

ନିଜ ରାଶି ଅନୁସାରେ ଜାଣନ୍ତୁ ଚନ୍ଦ୍ର ଗ୍ରହଣ ସମୟରେ କଣ କରିବେ ଉପାୟ ମନୁଷ୍ୟ ଜୀବନରେ ଆସିଥାଏ ବହୁତ କିଛି ପରିବର୍ତ୍ତନ। ମସ୍ତିଷ୍କ ଉପରେ ଗ୍ରହଣର ସିଧା ପ୍ରଭାବ ପଡିଥାଏ। ନିଜ ରାଶି ଅନୁସାରେ ନିମ୍ନୋକ୍ତ ମନ୍ତ୍ରକୁ ଗ୍ରହଣ ସମୟରେ ଶ୍ଵେତ ଚନ୍ଦନ ମାଳରେ ୧୦୮ ଥର ଜପକଲେ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ ସୌଭାଗ୍ୟ ପ୍ରାପ୍ତିହେବ।   ମେଷ-  ଓଁ ଐଂ ହ୍ରୀଂ ଶଶାଙ୍କାୟ ନମଃ। … ଅଧିକ ପଢନ୍ତୁ

error: Content is protected !!