କଟକିଦଳ ଦ୍ଵାରା କଟିଯିବ ଅଶୁଭତ୍ଵ ଓ ଲକ୍ଷ୍ମୀଙ୍କ ଆଗମନ ହେବ।

କଟକିଦଳ ଦ୍ଵାରା କଟିଯିବ ଅଶୁଭତ୍ଵ ଓ ଲକ୍ଷ୍ମୀଙ୍କ ଆଗମନ ହେବ। ଅଲକ୍ଷ୍ମୀ ତିନୋଟି ଜିନିଷରେ ଆକର୍ଷିତ ହୋଇଥାନ୍ତି ଯଥା – ଅଳିଆ, ଆବର୍ଜନା, ଅନ୍ଧକାରମୟ ପରିବେଶ କିନ୍ତୁ ଧନଦା ଲକ୍ଷ୍ମୀ ସର୍ବଦା ତିନୋଟି ଜିନିଷରେ ଆକର୍ଷିତ ହୁଅନ୍ତି ତାହା ହେଲା- ସଫାସୁତୁରା, ସାଜସଜା ଓ ଆଲୋକ।  ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ ଯେତେ ଗୁଡିଏ ଉପାୟ ଦିଆ ଯାଇଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଉପାୟ ହେଲା ନିଜେ ସଫାସୁତୁରା ରହିବା … ଅଧିକ ପଢନ୍ତୁ

ରାଶି ଅନୁସାରେ ଜାଣନ୍ତୁ ସଫଳତା ପ୍ରାପ୍ତିର ସହଜ ଉପାୟ- କରିକି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ସମସ୍ତେ ସଫଳ ହେବାକୁ ଚାହାନ୍ତି, କିନ୍ତୁ ସମସ୍ତଙ୍କ ଭାଗ୍ୟ ସମସ୍ତଙ୍କ ସାଥ ଦିଏ ନାହିଁ । କିଛି ଲୋକ ଅତି ସହଜରେ ସଫଳତା ପାଇ ଯାଆନ୍ତି ତ କିଛି ଲୋକ ଅନେକ ପରିଶ୍ରମ କରି ମଧ୍ୟ ସଫଳ ହୋଇ ପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଆପାଣଙ୍କ ରାଶି ଅନୁସାରେ କହିବୁ କିଛି ଉପାୟ … ଅଧିକ ପଢନ୍ତୁ

ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି ସବୁ କାମ।

ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି ସବୁ କାମ। ଶାସ୍ତ୍ରରେ ସନ୍ଧ୍ୟା ସମୟର ବିଶେଷ ମହତ୍ଵ ବର୍ଣ୍ଣନା କରାଯାଇଛି। କୁହାଯାଏ କି ସନ୍ଧ୍ଯା ସମୟରେ କିଛି କଥାକୁ ଧ୍ୟାନରେ ରଖିଲେ ମହାଲକ୍ଷ୍ମୀ ସହିତ ଅନ୍ୟ ଦେବା ଦେବୀ ମାନେ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଏପରି କିଛି କାମ ଅଛି ଯାହା ସନ୍ଧ୍ଯା ସମୟରେ କରିବା ଅନୁଚିତ, ଯାହା ଦ୍ଵାରା କି ଲକ୍ଷ୍ମୀ ଅପ୍ରସନ୍ନ ହୋଇଥାନ୍ତି। ଲକ୍ଷ୍ମୀ କୃପା ନଥିଲେ ଦାରିଦ୍ର୍ୟତା … ଅଧିକ ପଢନ୍ତୁ

ସିନ୍ଦୁର ଦ୍ଵାରା ମିଳିଥାଏ ଏହି ସବୁ ଉପକାର।

ସିନ୍ଦୁର ଦ୍ଵାରା ମିଳିଥାଏ ଏହି ସବୁ ଉପକାର। ହିନ୍ଦୁ ପୌରଣିକ କଥାରେ ସିନ୍ଦୁରର ମହତ୍ତ୍ଵ ବର୍ଣ୍ଣନା କରାଯାଇଛି। ସିନ୍ଦୁର ଏକ ନାରୀର ବିବାହିତ ହେବାର ପ୍ରତୀକ ବା ନିଜ ସ୍ବାମୀଙ୍କର ଆୟୁ ବୃଦ୍ଧିର କାମନା କରି ବିବାହିତ ନାରୀମାନେ ଏହା ନିଜ ମସ୍ତକରେ ଧାରଣ କରନ୍ତି। ଏହାକୁ ମଥାରେ କେଶ ମଝିରେ ଲଗାଯାଏ। ସିନ୍ଦୁର ଧାରଣ କରିବାର କେତେକ ଐତିହାସିକ ପ୍ରମାଣ- ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମେଶରାଶିର ସ୍ଥାନ ମସ୍ତକରେ … ଅଧିକ ପଢନ୍ତୁ

ଏହି ରାଶିର ବ୍ୟକ୍ତିମାନେ ହୋଇଥାନ୍ତି ସବୁଠୁ ମଜବୁତ୍ ଓ ସଫଳ- ଦେଖନ୍ତୁ ଆପଣଙ୍କ ରାଶି ନାହିଁତ ?

କୁହନ୍ତି କି ବ୍ୟକ୍ତିର ସ୍ଵଭାଵ ନିର୍ଧାରଣ କରିବା ପାଇଁ ବହୁତ କାରକ ନିର୍ଭରେ କରେ କିନ୍ତୁ ସମୁଦ୍ର ଶାସ୍ତ୍ର ଅନୁସାରେ ଅଲଗା ଭାରି କାରକ ଛଡା ପ୍ରାକୃତିକ କାରଣ ଥାଏ ଯାହା ଦ୍ୱାରା ବ୍ୟକ୍ତିତ୍ୱର ନିର୍ମାଣ ହୋଇଥାଏ । ଏହି ପ୍ରାକୃତିକ ଗୁଣକୁ ବଦଳା ଯାଇପରେନି । ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କର ଜନ୍ମ ରାଶିର ପ୍ରଭାବ ବହୁତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚାରଟି ରାଶିକୁ … ଅଧିକ ପଢନ୍ତୁ

ଜାଣନ୍ତୁ କେଉଁ ରାଶି ପାଇଁ କେଉଁ ରତ୍ନ ଶୁଭ! Lucky Gems for your Moonsign

ଜୀବନରେ ଗ୍ରହମାନଙ୍କର ଖରାପ ପ୍ରଭାବ ଯୋଗୁଁ ମଣିଷକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦିଓ ଗ୍ରହମାନଙ୍କର ଶାନ୍ତି ପାଇଁ ଅନେକ ପ୍ରତିକାର ଅଛି, କିନ୍ତୁ ଏହି ସମସ୍ୟାର ଏକ ଚମତ୍କାର ସମାଧାନ ମଧ୍ୟ ରତ୍ନ ଦ୍ୱାରା କରାଯାଇପାରିବ । ପ୍ରତ୍ୟେକ ରାଶିର ଏକ ଭିନ୍ନ ପ୍ରକୃତି ଅଛି, ସେହିଭଳି ପ୍ରତ୍ୟେକ ରତ୍ନ ପ୍ରତ୍ୟେକ ରାଶି ଉପରେ ଭିନ୍ନ ପ୍ରଭାବ ପକାଇଥାଏ । ତେଣୁ, ଯଦି ସେହି ବ୍ୟକ୍ତି … ଅଧିକ ପଢନ୍ତୁ

ଦେବସ୍ନାନ ପୂର୍ଣ୍ଣିମାର ମହତ୍ତ୍ଵ ଓ ପାଳନ ବିଧି | ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

ଦେବସ୍ନାନ ପୂର୍ଣ୍ଣିମାର ମହତ୍ତ୍ଵ ଓ ପାଳନ ବିଧି – Celebration of Debasnana Purnnima ଦେବସ୍ନାନ ପୂର୍ଣ୍ଣିମା କୁ “ସ୍ନାନଯାତ୍ରା” ମଧ୍ୟ କୁହାଯାଏ। ଏହା ହିନ୍ଦୁ ପାଞ୍ଜିର ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ସ୍ନାନ କରନ୍ତି। ଏହା ଠିକ୍ ରଥଯାତ୍ରା ପୂର୍ବରୁ ପାଳନ ହୁଏ। ଏହି ଦିନ ବଡ଼ଠାକୁର ବଳଭଦ୍ର, ମାତା ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ପରେ ତାଙ୍କୁ … ଅଧିକ ପଢନ୍ତୁ

ଯଦି ଚାକିରିରେ ପ୍ରମୋଶନ ହେଉନାହିଁ ତେବେ ଆପଣାନ୍ତୁ ଏହି ୭ଟି ଉପାୟ।

ମନମୁତାବକ ପଦୋନ୍ନତି ଦେବ ଗୁରୁବାରର ଏହି ୭ଟି ବିଶେଷ ଉପାୟ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମ ଓ ପ୍ରତିଭା ଥାଇ ମଧ୍ୟ ଇଛାମୁତାବକ ପଦୋନ୍ନତି ମିଳୁନାହିଁ, ସହକର୍ମୀ ମାନଙ୍କଠୁ ନିର୍ଜ୍ୟାତୀତ ହେବାକୁ ପଡୁଛି ତେବେ ଏହି ବିଶେଷ ଏବଂ ସରଳ ଉପାୟ ଖାସ୍ ଆପଣଙ୍କ ପାଇଁ। ଗୁରୁବାରଠୁ ଏହାକୁ ପାଳନ କରନ୍ତୁ ଏବଂ ଶୀଘ୍ର ଇଚ୍ଛାନୁସାରେ ପ୍ରମୋଶନ ପାଆନ୍ତୁ। ଆସନ୍ତୁ ଜାଣିବା ସେହି ୭ଟି ଉପାୟ…… … ଅଧିକ ପଢନ୍ତୁ

error: Content is protected !!